ଦୁନିଆର କୌଣସି ଶକ୍ତି ବି ଆପଣଙ୍କୁ ବଡ ଲୋକ ହେବାରୁ ଆଟକାଇ ପାରିବ ନାହିଁ, ବାସ ଆଜି ଠାରୁ ଆପଣେଇ ନିୟନ୍ତୁ ଏହି ଉପାୟ

ଦୁନିଆ ରେ କେହି ଧନୀ ତ କେହି ଗରିବ ହେଇଥାଏ I ଧନୀ ଲୋକ ଙ୍କ ପାଖ ରେ ଯେତେ ପରିମାଣ ର ଧନ ରହିଥାଏ ତାଙ୍କ ଜୀବନ ଶୈଳୀ ବି ସେହିପରି ଆଡମ୍ବର ହେଇଥାଏ I କିନ୍ତୁ କିଛି ଗରିବ ଲୋକେ ଚଲିବା ପାଁଇ ବି ଖୁବ କଷ୍ଟକର ହେଇଯାଇଥାଏ I ପ୍ରତୋକ ବ୍ୟକ୍ତି ନିଜ ଜୀବନ କୁ ଖୁସି ରେ ବିତାଇବାକୁ ଚାହିଁଥାନ୍ତି I କିନ୍ତୁ କିଛି ଲୋକେ ଏପରି ବି ରହିଥାନ୍ତି ଯେଉଁମାନେ ଧନୀ ହେବାକୁ ଭୁଲ ରାସ୍ତା କୁ ଆପଣେଇଥାନ୍ତି I କିନ୍ତୁ କିଛି ଲୋକେ ଅନେକ ପରିଶ୍ରମ କରିବା ପରେ ବି ଧନୀ ହେଇପାରନ୍ତି ନାହିଁ I

ଧନୀ ଲୋକ ଙ୍କ ର ଜୀବନଶୈଳୀ ଦେଖି ଆପଣ ଏହା ଭାବିଥାନ୍ତି କି ତାଙ୍କ ର ଜୀବନଶୈଳୀ ଟିକେ ଭିର୍ନ ଅଟେ I କିନ୍ତୁ ଧନୀ ଲୋକ ଙ୍କ ର ଜୀବନ ରେ ବି ନାନା ସମସ୍ୟା ଲାଗି ରହିଥାଏ I ଧନୀ ଲୋକ ଙ୍କ ର ପାଖ ରେ ଯେତେ ଧନ ଥିଲେ ବି କୌଣସି ନା କୌଣସି ସମସ୍ୟା ନିଶ୍ଚୟ ରହିଥାଏ ତାଙ୍କ ଜୀବନ ରେ I

ଧନୀ ହେବାକୁ ହେଲେ ଏହି ଉପାୟ ଆପଣାନ୍ତୁ

ଯଦି ଆପଣ ଙ୍କ ର କିଛି କାମ ନାହିଁ ତେବେ କିଛି ନୂତନ ଚିନ୍ତା କରନ୍ତୁ , ଟିଭି ଦେଖି ସମୟ ନଷ୍ଟ କରନ୍ତୁ ନାହିଁ I ସମୟ ର ସଠିକ ଉପଯୋଗ କରନ୍ତୁ I

ଯେଉଁ ଲୋକେ ସକାଳୁ ଶୀଘ୍ର ଉଠିଥାନ୍ତି ସେହିଲୋକେ ହିଁ ଜୀବନ ରେ ଅଧିକ ସଫଳତା ପ୍ରାପ୍ତି କରିଥାନ୍ତି I ସକାଳୁ ଶୀଘ୍ର ଉଠିଲେ ଆପଣ ଙ୍କୁ କାମ କରିବା କୁ ପର୍ଯ୍ୟାପ୍ତ ସମୟ ମିଳିଥାଏ I

କୌଣସି ବି କାମ ଛୋଟ କି ବଡ଼ ହେଇ ନ ଥାଏ I ଈମାନଦାରୀ ସହ ଯେ କୌଣସି ବି କାମ କରିବେ ଏହା ଦ୍ୱାରା ଆପଣ ନିଶ୍ଚୟ ଜୀବନ ରେ ସଫଳତା ପ୍ରାପ୍ତି କରିବେ I

ଯଦି ଆପଣ ଅର୍ଥ ସଂଚୟ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସଂଚିତ ଅର୍ଥ କୌଣସି କ୍ଷେତ୍ର ରେ କାମ ରେ ଲଗାଇ ଦିଅନ୍ତୁ ଯାହା କି କିଛିଦିନ ପରେ ଆପଣ ଙ୍କୁ ଅଧିକ ଲାଭ ଦେବ I

କେତେବେଳେ ହେଲେ ଆପଣ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ଏହା ଦ୍ୱାରା ଆପଣ କେବେହେଲେ ଧନୀ ହେଇପାରିବେ ନାହିଁ I ଯେଉଁଠାରେ ଆବଶ୍ୟକ ସେହିଠାରେ ହିଁ ଖର୍ଚ୍ଚ କରନ୍ତୁ I