ଦର୍ଶକବନ୍ଧୁ ଆପଣ ତ ପୁପିନ୍ଦର ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏକ ପରିଚିତ ପୁପିନ୍ଦର ଆଙ୍କରିଂ ହେଉ ବା ଆଲବମ ବା ଚଳଚିତ୍ରରେ ନାୟକ ଭାବେ ହେଉ ସବୁଥିରେ ଲୋକ ପ୍ରିୟ ହେଉଛନ୍ତି ଏଇ ନାୟକ ଜଣଙ୍କ ତେବେ ବିବାହ କରିବାକୁ ଯାଉଛନ୍ତି ପୁପିନ୍ଦର ହଁ ଆଜ୍ଞା ରିଏଲ ଲାଇଫ ରେ ନୁହେଁ ରିଲ ଲାଇଫ ରେ ବିବାହ କରିବାକୁ ଯାଉଛନ୍ତି ପୁପିନ୍ଦର |
ଆଖି ବୁଝିଦେଲେ ତୁ ଏଇ ଚଳଚିତ୍ରରେ ଦେଖାଦେବେ ଏଇ ନାୟକ ଜଣଙ୍କ ଏଥିରେ ଲିଡ଼ ନାୟିକା ଭାବେ ଦୁଇ ନବାଗତ ନାୟିକା ଙ୍କୁ ନିଆଯାଇଛି ପ୍ରଥମ ନାୟିକା ହେଲେ ଦୀପିକା ତ୍ରିପାଠୀ | ଦୀପିକା ତ୍ରିପାଠୀ ଙ୍କୁ ତ ଆପଣ ଚିହ୍ନିଥିବେ ଜି ସାର୍ଥକ ରେ ପ୍ରଯୋଜିତ ସରଗମ ଧାରାବାହିକରେ ଏକ ଲିଡ଼ ନାୟୀକାରେ ଜବରଦସ୍ତ ଅଭିନୟ କରୁଛନ୍ତି|
ଦୀପିକା ତ୍ରିପାଠୀ ଆକ୍ଟିଙ୍ଗ ଯେମିତି ଦେଖିବାକୁ ଭି ଠିକ ସେମିତି ସୁନ୍ଦରୀ ନାୟିକା ଜଣଙ୍କ | ଏହି ନାୟିକା ଜଣଙ୍କ ଆଗରୁ ଅନେକ ଚଳଚିତ୍ର କରିଥିଲେ ମଧ୍ୟ ଲିଡ଼ ନାୟିକା ଭାବେ କୌଣସି ଚଳଚିତ୍ରରେ ଦେଖାଦେଇ ନଥିଲେ ଏହା ତାଙ୍କ ପ୍ରଥମ ଚଳଚିତ୍ର |
ଏବଂ ଆଉଜଣେ ହିରୋଇନ ଙ୍କୁ ଆପଣ ଜାଣିନଥିଲେ ଆଉ ଜଣେ ହିରୋଇନ ହେଉଛନ୍ତି ମିଲି | ହଁ ଆଜ୍ଞା ମିଲି ହେଉଛନ୍ତି ମଡେଲ ଦୁନିଆରେ ଏକ ଆକର୍ଷଣିୟ ନାୟିକା | ମିଲି ମଡେଲ ଦୁନିଆରେ ବେଶ ପରିଚିତ ଏବଂ ସେ ମଡେଲ କୁ ନିଜର ପେସା ମଧ୍ୟ କରିଦେଇଛନ୍ତି |
ସେ ଆକ୍ଟିଙ୍ଗ ରେ ନୂଆ ନୂଆ ପାଦ ଥାପିଛନ୍ତି ଏବଂ ଆକ୍ଟିଙ୍ଗ କୁ ତାଙ୍କର କ୍ୟାରିଅର କରିବେ ବୋଲି ସେ ନିଜ ଇନ୍ଷ୍ଟଗ୍ରାମ ରେ ପୋଷ୍ଟ କରିଛନ୍ତି ଏବଂ ମିଲି ଆଗରୁ ହିଁ ଇନ୍ଷ୍ଟଗ୍ରାମ ରେ ଫେମସ ହେଇ ସାରିଛନ୍ତି ତେବେ ବନ୍ଧୁଗଣ ଆପଣଙ୍କୁ ଆଖିବୁଝିଦେଲେ ତୁ ର ସମସ୍ତ କ୍ୟାରେକ୍ଟର କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ଦିତୀୟ ବିବାହ କରିବେ ଓଡ଼ିଆ ଅଭିନେତା Pupindar, ଏହି ହିରୋଇନଙ୍କ ହାତ ଧରିବେ, ଜାଣିଲେ ବିଶ୍ୱାସ କରିପାରିବେ ନାହିଁ
