ନମସ୍କାର ବନ୍ଧୁଗଣ ଗତ କାଲିଠାରୁ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଓଡ଼ିଆ ସୁପରଷ୍ଟାର ଅମ୍ଳାନଙ୍କର ବାହାଘର ଫଟୋ ଯେଉଁ ଫଟୋରେ ଅମ୍ଳାନ ଦାସ ଓଡ଼ିଆ ଫିଲ୍ମ ଜଗତର ଦୁଇ ଦୁଇଜଣ ଅଭିନେତ୍ରୀଙ୍କୁ ବିବାହ କରୁଛନ୍ତି।
ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଅମ୍ଳାନ ଦାସ ତ ପୁର୍ବରୁ ବିବାହ କରିଥିଲେ କିନ୍ତୁ ଏବେ ପୁଣିଥରେ ସେ କାହିଁକି ଦୁଇ ଦୁଇଜଣ ଅଭିନେତ୍ରୀଙ୍କୁ ବିବାହ କରୁଛନ୍ତି। ତେବେ ଦର୍ଶକ ଏହାକୁ ଅମ୍ଳାନ ଦାସଙ୍କର ଆସିବାକୁ ଯାଉଛି ଗୋଟିଏ ନୂଆ ଓଡ଼ିଆ ଫିଲ୍ମ ଏହି ଫିଲ୍ମଟିରେ ଓଡ଼ିଆ ଫିଲ୍ମ ଜଗତର ଦୁଇଜଣ ଅଭିନେତ୍ରୀ ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଛନ୍ତି |
ଏହି ଫିଲ୍ମରେ ଅମ୍ଳାନ ଏହି ଦୁଇଜଣଙ୍କୁ ବିବାହ କରୁଛନ୍ତି ଏହି ଫିଲ୍ମଟିର କାହାଣୀ ତ୍ରିକୋଣିୟ ଲଭ୍ ଷ୍ଟୋରି ଉପରେ ଏହି ଫିଲ୍ମଟିର ସୁଟିଂ ଏବେ ଜୋର୍ ସୋର୍ ରେ ଚାଲିଛି ଯାହା ସୂଚନା ମିଳିଛି ଏହି ଫିଲ୍ମଟିରେ ଅମ୍ଳାନ ଓଡ଼ିଆ ଫିଲ୍ମ ଜଗତର ଦୁଇଜଣ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି ଏବଂ ବିବାହ ପରେ ଅମ୍ଳାନ କେମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହା ଉପରେ ଏହି ଫିଲ୍ମର କାହାଣୀ ଗତିଶୀଳ।
ଏହି ଫିଲ୍ମଟିର ସୁଟିଂ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଖୁବ୍ ଜୋର୍ ସୋର୍ ରେ ଚାଲିଅଛି। ଯାହା ସୂଚନା ମିଳିଛି ଓଡ଼ିଆ ଫିଲ୍ମ ଜଗତର ସୁପରଷ୍ଟାର ଅମ୍ଳାନ ଦାସଙ୍କ ନୂଆ ଓଡ଼ିଆ ଫିଲ୍ମ ରିଲିଜ୍ ଚଳିତ ବର୍ଷ ଦୂର୍ଗା ପୂଜାକୁ ସାରା ଓଡ଼ିଶାର ସିନେମା ହଲ୍ ରେ କରାଯିବ।
ତେବେ ଦର୍ଶକ ବନ୍ଧୁ ଆପଣମାନେ ଏହି ଦୂର୍ଗା ପୂଜାରେ ଅମ୍ଳାନ ଦାସଙ୍କର ଦୁଇ ଦୁଇଟି ଫିଲ୍ମ ଦେଖିବା ପାଇଁ କେତେ ମାତ୍ରାରେ ଉତ୍ସାହିତ ଅଛନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ। ଆଉ ଏମିତି ନୁଆ ନୁଆ ଅପଡେଟ ପାଇଁ ଆମ ପେଜକୁ ଲାଇକ ଓ ପୋଷ୍ଟକୁ ବହୁତ ମାତ୍ରାରେ ସେୟାର କରନ୍ତୁ|
ଦ୍ଵିତୀୟ ବିବାହ କରିଲେ ହିରୋ Amlan, ସାମ୍ନାକୁ ଆସିଲା ଏମିତି ସତ, ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେ ନାହିଁ…
