କ୍ରିକେଟ ର ଭଗବାନ , ଅର୍ଥାତ ସଚିନ ଙ୍କ ବିଷୟ ରେ କିଏ ବା ନ ଜାଣିଚି I ଖାଲି ଭାରତ ରେ ନୁହେଁ ବିଦେଶ ରେ ମଧ୍ୟ ସଚିନ ଙ୍କ ର ଲୋକପ୍ରିୟତା ବେଶ ଅଧିକ ରହିଛି I ଭାରତ ରତ୍ନ ସଂନମାନ ରେ ମଧ୍ୟ ସଚିନ ସାନମାନୀତ ହେଇଛନ୍ତି I ସଚିନ ସର୍ବ ପ୍ରଥମ ଖେଳାଳି ଯିଏ କି ସବୁଠାରୁ କମ ବୟସ ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ I ସେ ଏକମାତ୍ର ଖେଳାଳି ଯିଏ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ମଧ୍ୟ ପ୍ରାପ୍ତି କରିଛନ୍ତି I ଏହା ପରେ 2008 ରେ ସେ ପଦ୍ମ ଭୂଷଣ ସଂମାନ ରେ ସଁନମାନିତ ହେଇଛନ୍ତି I
2001 ମସିହା ରେ ସଚିନ ନିଜ ର 259 ମ୍ୟାଚ ରେ 10,000 ଓଆଇଡି ରନ ପୁରା କରିଥିଲେ I ସଚିନ ତାଙ୍କ କ୍ୟାରିୟର ରେ ଭାରତୀୟ ଦଳ ରେ ଖେଳୁଥିଲେ ଏବଂ ଏକ ବ୍ୟାସମ୍ୟାନ ଭାବ ରେ ନିଜ କ୍ୟାରିୟର ସେ ଆରମ୍ଭ କରିଥିଲେ I 2011 ରେ ସେ ବିଶ୍ୱକପ ଜିତିଥିଲେ I ଭାରତ ର ଜିତିଥିବା 6 ଗୋଟି ବିଶ୍ୱକପ ମଧ୍ୟ ରେ ଏହା ଥିଲା ପ୍ରଥମ I ଦକ୍ଷିଣ ଆଫ୍ରିକା ରେ ଆୟୋଜିତ ଟୁର୍ନାମେଣ୍ଟ ରେ 2003 ସଂସ୍କରଣ ରେ ତାଙ୍କୁ ପ୍ରଥମ ପ୍ଲେୟାର ଅଫ ଦ ଟୁର୍ନାମେଣ୍ଟ ନାମ ଦିଆ ଯାଇଥିଲା I ଏହା ତ ଥିଲା ସଚିନ ଙ୍କ ର ଯୋଗ୍ୟତା ବିଷୟ ରେ ଆଜି ଆମେ ତାଙ୍କ ର ଅଲିଶାନ ଘର ବିଷୟ ରେ ଜାଣିବା I
ଆଜି ଆମେ ସଚିନ ଙ୍କ ଘର ଭିତର ର ନଜରା ଦେଖିବାକୁ ଯିବା I ସଚିନ 2008 ରେ ଡରାଵ ବିଲ୍ଲ ନାମ ଏକ ବଙ୍ଗ୍ଲୋ 35 କୋଟି ଟଙ୍କା ରେ କିଣିଥିଲେ ଏବଂ ଏହା କୁ ଭାଙ୍ଗି ସେ ଏକ ନୂଆ ଅଲିଶାନ ଘର କରିଥିଲେ I 8900 ଫୁଟ ଅଂଚଳ ରେ ସେ 5 ମହଲା ର ଏହି ଘର କରିଥିଲେ I
ତେବେ ଚାଲନ୍ତୁ ଦେଖିବା କିପରି ରହିଛି ଏହି ଅଲିଶାନ ଘର I କଣ ଦୁନିଆ ରେ ସଚିନ ଙ୍କ ର ଯେତିକି ଲୋକପ୍ରିୟତା ତାଙ୍କ ଘର ମଧ୍ୟ ସେହିପରି ରହିଛି I ବାସ୍ତବ ରେ ସଚିନ ଙ୍କ ର ଘର ବହୁତ ଅଲିଶାନ ଅଟେ I ସଚିନ ଙ୍କ ର ଏହି ଘର 2011 ରେ ବାନ୍ଦ୍ରା ବଙ୍ଗ୍ଲୋ 19 ଏ ପେଁରି କ୍ରସ ରୋଡ଼ ରେ ଥିବା ଏକ ନୂଆ ସ୍ବପ୍ନ ନେଇ ଏହି ଘର କୁ ଆସିଥିଲେ I ସଚିନ ଙ୍କ ର ଏହି ଘର ବାହାରୁ ଦେଖିବାକୁ ଯେପରି ସୁନ୍ଦର ଭିତରୁ ମଧ୍ୟ ସେହିପରି ସୁନ୍ଦର ଅଟେ I
ସଚିନ ଙ୍କ ର ଏହି ନୂଆ ଘରେ ଅଣ୍ଡରଗ୍ରାଉଣ୍ଡ ପର୍କିଙ୍ଗ ରହିଛି I ଏବଂ ଏହି ପର୍କିଙ୍ଗ ରେ ସଚିନ ଙ୍କ ର ଦାମୀ ଦାମୀ କାର ମଧ୍ୟ ରହିଛି I ସଚିନ ଙ୍କ ର ଏହି ପର୍କିଙ୍ଗ ରେ 50 ରୁ ଅଧିକ ଗାଡି ପର୍କିଙ୍ଗ ରହିଛି I
ସଚିନ ଙ୍କ ର ଘର ର ସୁରକ୍ଷ୍ୟା କୁ ମଧ୍ୟ ବେଶ ଧ୍ୟାନ ରଖାଯାଇଛି I ସେଠାରେ ସିସିଟିଭି କ୍ୟାମେରା ଲଗାଯାଇଛି I ଏହା ର ପରିଚାଳନ ପାଁଇ ଏକ କଣ୍ଟ୍ରୋଲ ରୁମ ମଧ୍ୟ ରହିଛି I ସଚିନ ଙ୍କ ବଙ୍ଗ୍ଲୋ ରେ ପୂଜା ଘର , ଗେଷ୍ଟ ରୁମ , ସଚିନ ଙ୍କ ର ଖେଳ ରେ ଜିତିଥିବା ମେଁମେଣ୍ଟ , ଫୋଟୋ , ମେଡାଲ , ଟ୍ରଫି ପାଁଇ ଏକ ଅଲଗା ରୁମ ମଧ୍ୟ ରହିଛି I
ଏ ହେଉଛି ସଚିନଙ୍କର ଅଲିଶାନ ଘର, ପ୍ରଥମ ଥର ଭିତରର ଫୋଟୋ ଆସିଲା ସାମ୍ନାକୁ, ଦେଖିକି ଆଖି ହଟାଇ ପାରିବେନି ଆପଣ …
