ଆଜି ସିନେମା ଜଗତ ରେ ବିଗ ବି ଜଣେ ବରିଷ୍ଟ କଳାକାର ଙ୍କ ମଧ୍ୟ ରୁ ଅନ୍ୟତମ ଅଟନ୍ତି I ଫିଲ୍ମ ପରଦା ରେ ସେ ଅନେକ ଅଭିନୟ କରିଛନ୍ତି I 70 ଓ 80 ଦଶକ ରେ ଅମିତାଭ ବଚ୍ଛନ ଙ୍କ ର ପ୍ରତିଟି ଫିଲ୍ମ ବେଶ ଲୋକପ୍ରିୟତା ହାସିଲ କରିଥିଲା I ତେବେ ଆପଣ ଙ୍କ ର ମନେ ଥିବ ଏକ ପିଲା ଯିଏ ଅମିତାଭ ଙ୍କ ର ପିଲାଦିନ ର ଅଭିନୟ କରୁଥିଲା I ତେବେ ଆଜିକା ସମୟ ରେ ଏହି ପିଲାଟି ବଡ଼ ହେଇଯାଇଛି I
ରବି ବଛେଚା ସୃଷ୍ଟି କରିଲେ ନିଜ ପରିଚୟ
70 ରୁ 80 ଦଶକ ରେ ଅମିତାଭ ଅନେକ ସୁପର ହିଟ ଫିଲ୍ମ ରେ ଅଭିନୟ କରିଥିଲେ I ତାଙ୍କ ଜୀବନ ର କାହାଣୀ ତାଙ୍କ ପିଲାଦିନ ରୁ ଆରମ୍ଭ ହେଇଥିଲା I ସେତେବେଳେ ଏହି ପିଲାଟି ଛୋଟ ଥିଲା ଓ ଅନେକ ଥର ଅମିତାଭ ଙ୍କ ର ଭୂମିକା ରେ ଅଭିନୟ କରିଥିଲା I ଏହି ପିଲାଟି ର ନାମ ରବି ଅଟେ I 1976 ରେ ରବି ଫିଲ୍ମ ଫାକିରା ରେ ଡେବ୍ୟୁ ଆରମ୍ଭ କରିଥିଲେ I କିନ୍ତୁ ଫିଲ୍ମ “ଅମର ଆକବର ଓ ଅନ୍ତହେନି” ରେ ସେ ଲୋକପ୍ରିୟ ହେଇଥିଲେ I
ବର୍ତମାନ ସମୟ ରେ ରବି ବେଶ ଲୋକପ୍ରିୟ ହେଇଯାଇଛନ୍ତି ତେବେ ଅମିତାଭ ଙ୍କ ର ଜୀବନ କାହାଣୀ ଦେଖାଇବା କୁ ହେଲେ ରବି ଙ୍କ ର ପିଲାଦିନ ଦେଖାଇବା ଜରୁରୀ ଅଟେ I ଅମିତାଭ ଙ୍କ ର ଅଭିନୟ ପାଁଇ ରବି ଏକଦମ ପରଫେକ୍ଟ ରହିଥିଲେ I ସେହି ବ୍ୟକ୍ତିତ୍ୱ , ସେହି ରାଗ ଓ ସେହି ଦମଦାର ଅଭିନୟ ଯାହା ଦର୍ଶକେ ବେଶ ପସନ୍ଦ କରିଥିଲେ I ସେ ଅଲଗା ଅଲଗା ଭାଷା ରେ 300 ରୁ ଅଧିକ ଫିଲ୍ମ ରେ କାମ କରିଥିବେ I
ପରଦା ରେ ଡେବ୍ୟୁ କରି ନ ଥିଲେ I
ବାଲ୍ୟ କଳାକାର ଶୀଘ୍ର ଶୀଘ୍ର ବଡ଼ ହେବାକୁ ଇଚ୍ଛା କରିଥାନ୍ତି କାରଣ ଆଗାମୀ ସମୟ ରେ ଯେପରି ଲିଡ଼ ରୋଲ ରେ ଅଭିନୟ କରିପାରିବେ I କିନ୍ତୁ ରବି ଙ୍କ ସହ ଏପରି ହେଇ ନ ଥିଲା I ସେ ବାଲ୍ୟକାଳକାର ରୂପେ ଅନେକ ଦିନ କାମ କରିଥିଲେ ଓ ବଡ଼ ହେବା ପରେ ବଲିଉଡ ଜଗତ ରୁ ଦୁରେଇ ଯାଇଥିଲେ I
ବଡ଼ ହେବା ପରେ ସେ ନିଜ କ୍ୟାରିୟର ର ଦିଗ ପରିବର୍ତନ କରିଥିଲେ I ଆଜିକା ସମୟ ରେ ରବି ଯେପରି ଅଛନ୍ତି ଆପଣ ତାଙ୍କ ର ଚିନ୍ତାଧାରା କୁ ଭୁଲ କହିପାରିବେ ନାହିଁ I ଆଜିକା ସମୟ ରେ ସେ ଜଣେ ସଫଳ ବିଜନେସମ୍ୟାନ ଅଟନ୍ତି I ଏବଂ କୋଟି କୋଟି ଟଙ୍କା ର ମାଲିକ ଅଟନ୍ତି I
300 କୋଟିର ମାଲିକ
ରବି ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ ଅଫ ଅହମଦାବାଦ ରୁ ଏମବିଏ କରିଥିଲେ ଓ ଏହା ପରେ ନିଜ ର କମ୍ପାନୀ ଆରମ୍ଭ କରିଥିଲେ I ହସ୍ପିଟାଲିଟି ଇଣ୍ଡଷ୍ଟ୍ରି ରେ ନିଜ କାମ ଆରମ୍ଭ କରିଥିଲେ I ଆଜିକା ସମୟ ରେ ତାଙ୍କ ପାଖ ରେ ଅମିତାଭ ଙ୍କ ପରି ଗାଡି ବ୍ୟାଙ୍କ ବାଲାନ୍ସ ଆଦି ରହିଛି I ରବି ବର୍ତମାନ 300 କୋଟି ଟଙ୍କା ର ମାଲିକ ଅଟନ୍ତି I ତେବେ ଆଜି ମଧ୍ୟ ରବି ଙ୍କ ର ଅଭିନୟ କୁ ଦର୍ଶକେ ଭୁଲି ନାହାନ୍ତି I