ଲକଡାଉନ ମଧ୍ୟରେ ବିବାହ ବନ୍ଧନରେ ବନ୍ଧିହେଲେ ଓଡିଆ କମେଡିୟାନ୍ ଗୁଡୁ | ତେବେ କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତୁ ଜାଣିବା। ଆପଣମାନେ କମେଡିୟାନ୍ ଗୁଡ଼ୁଙ୍କୁ ତ ବୋହୁତ ଭଲ ଭାବେ ଜାଣିଥିବେ। ଏବଂ ଗୁଡ଼ୁଙ୍କୁ ବହୁତ୍ ସାରା ଫିଲ୍ମରେ ଅଭିନୟ କରୁଥିବାର ଦେଖିଥିବେ ଏବଂ ତାଙ୍କ ଜବରଦସ୍ତ କମେଡ଼ିରେ ସମସ୍ତେ ହାସିଥିବେ। ବର୍ତ୍ତମାନ ସମୟରେ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହିଭଳି ଏକ ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
କିନ୍ତୁ ପ୍ରକୃତ ସତ୍ୟ କଥା ହେଉଛି ଗୁଡୁ ତାଙ୍କ ଆଗାମୀ ଚଳଚ୍ଚିତ୍ରର ଏହା ଏକ ଫଟୋ ସେ ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ବର ବେଶରେ ନଜର ଆସିଥିଲେ। ଆଉ ଏହି ଫିଲ୍ମଟିର ନାମ ରହିଛି ଇଏ ଗୋଟିଏ ଲଭଷ୍ଟୋରି । ଯାହାକି ଆଗାମୀ ଦିନରେ ତରଙ୍ଗ ଟିଭିରେ ପ୍ରସାରିତ ହେବ।
ଏହି ଫିଲ୍ମରେ ଆପଣ ଗୁଡ଼ୁଙ୍କୁ ସହ ରାଜାରାଜେଶ୍ ଙ୍କୁ ଦେଖିବାକୁ ପାଇବେ। ଏହା ସହିତ ଆହୁରି ମଧ୍ୟ ଆଗଧାଡ଼ିରେ ଅଭିନୟ କରୁଥିବା କଳାକାରମାନଙ୍କୁ ଦେଖିବାକୁ ପାଇବେ। ଗୁଡ଼ୁଙ୍କର ଜବରଦସ୍ତ କମେଡି ଆପଣମାନେ ଫିଲ୍ମରେ ଦେଖିବାକୁ ପାଇବେ।
ଏହି କମେଡି ଫିଲ୍ମ ଉପରେ ଆଧାରିତ। ଯେଉଁଥିରେ ଗୁଡ଼ୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏବଂ ଏହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେଥିପାଇଁ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେଉଛି କି ଗୁଡ଼ୁ ଲକଡାଉନ୍ ସମୟରେ ବିବାହ କରିଛନ୍ତି।
ଏହା ପ୍ରକୃତରେ ତାଙ୍କ ବିବାହର ଫଟୋ ନୁହେଁ ତାଙ୍କ ଫିଲ୍ମ ସୁଟିଂର ଫଟୋ ଅଟେ ତେବେ ବନ୍ଧୁଗଣ ଆପଣମାନଙ୍କୁ ଗୁଡ଼ୁ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ଏହି ଅଭିନେତ୍ରୀଙ୍କୁ ବିବାହ କଲେ କମେଡିଆନ Gudu, ଦେଖନ୍ତୁ …
