ଏବେ ଏବେ ଆସିଲା ଦୁଃଖଦ ଖବର ICUରେ ଭର୍ତ୍ତି ହେଲେ ଶିଙ୍ଗର Tapu Mishra… ଆଉ

ନମସ୍କାର ବନ୍ଧୁଗଣ ଆପଣମାନେ ଓଲିଉଡ଼ ସିଙ୍ଗର ତପୁ ମିଶ୍ର ଙ୍କୁ ତ ବେଶ ଭଲଭାବେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଗୀତ ଗୁଡିକ ମଧ୍ୟ ନିଶ୍ଚିତ ଭାବରେ ଶୁଣିଥିବେ ତେବେ ବର୍ତମାନ ସମୟରେ ଯାହା ଖବର ଆସିଛି ଗୁରୁତ୍ୱର ଅବସ୍ଥାରେ ICU ରେ ଭର୍ତ୍ତି ହେଲେ ଓଲିଉଡ ସିଙ୍ଗର ତପୁ ମିଶ୍ର।


ତେବେ ତାଙ୍କର କଣ ହୋଇଥିଲା ,ସେ ଆଇସିୟୁ ରେ କଣ ପାଇଁ ଭର୍ତ୍ତି ହେଲେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା। ଓଲିଉଡ ଗାୟିକା ତପୁ ମିଶ୍ର ବୋହୁତସାରା ଗୀତ ଗାଇଛନ୍ତି। ତାଙ୍କ ଗୀତକୁ ଲୋକମାନେ ବୋହୁତ ପସନ୍ଦ କରିବା ସହିତ ତାଙ୍କୁ ବୋହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି। ସେ ବୋହୁତସାରା ସିନେମା,ଭଜନ ଓ ଆଲବମ୍ ଗୀତ ମଧ୍ୟ ଗାଇଛନ୍ତି।


ବର୍ତ୍ତମାନ ସମୟରେ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୋହୁତସାରା କଳାକାର ଭଗଵାନ ନିକଟରେ ପର୍ଥାନ କରୁଛନ୍ତି ତାଙ୍କ ଦେହ ଭଲ ହେବା ପାଇଁ। ବର୍ତ୍ତମାନ ତପୁ ମିଶ୍ର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ବର୍ତ୍ତମାନ ସେ icu ରେ ଭର୍ତ୍ତି ହୋଇଛନ୍ତି। ଆମେ ଭଗଵାନଙ୍କ ନିକଟରେ ପାର୍ଥନା କରୁଛୁ ଯେ ତପୁ ମିଶ୍ର ବୋହୁତ ଶୀଘ୍ର ଭଲ ହୋଇ ଯାଆନ୍ତି।