ଏବେ ଏବେ ଆସିଲା ଆଉ ଏକ ଦୁଃଖଦ ଖବର, କରୋନାରେ ହେଲା ହିରୋଇନ Sripada ଙ୍କର ମୃତ୍ୟୁ, କାନ୍ଦୁଛି ସିନେମା ଜଗତ

ନମସ୍କାର ଦର୍ଶକ ବନ୍ଧୁ ପୁଣି ଥରେ ସିନେମା ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର। ଏହି ସିନେମା ଅଭିନେତ୍ରୀଙ୍କ ମୃତ୍ୟୁରେ କାନ୍ଦୁଛନ୍ତି ସିନେ କଳାକାର। ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସହିତ ବି ଅଭିନୟ କରିଥିଲେ ଏହି ଅଭିନେତ୍ରୀ। ଏବେ ଏବେ ଚଳଚ୍ଚିତ୍ର ଜଗତରୁ ଆସିଲା ଏହି ଦୁଃଖଦ ଖବର|

ମନୁଷ୍ୟ ଜୀବନ ସାଧାରଣତଃ ସାରୁପତ୍ରର ନାହିଁ ସଦୃଶ ଯେପରି ଏହି ସାରୁ ପତ୍ରର ଢଳ ଢଳ ପାଣି ଭଳି ହୋଇଥାଏ। କେତେବେଳେ କେଉଁ ପେଟ ଗଡିଯିବ କେହି କହିପାରିବେ ନାହିଁ। ମନୁଷ୍ୟ ଜୀବନ ମଧ୍ୟ ଠିକ୍ ସେହିପରି କେତେବେଳେ କାହାର କଣ ହେବ କେହି କହିପାରିବେ ନାହିଁ। ସିନେମାରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଥିବା ଅଭିନେତ୍ରୀ ଶ୍ରୀପଦାଙ୍କ ନିଧନ ହୋଇଯାଇଛି।

ସେ ଗତ କିଛି ଦିନ ଧରି କୋରୋନରେ ଯୁଝି ହେଉଥିଲେ। ଟିଭି ଆର୍ଟିଷ୍ଟ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଅମିତ୍ ବହଲ୍ ସୂଚନା ଦେଇଛନ୍ତି। ବହଲ୍ କହିଛନ୍ତି କୋଭିଡରେ ସିପ୍ରଦାଙ୍କ ମୃତ୍ୟୁ ଘଟିଛି। ସେପଟେ ଏହି ଅଭିନେତ୍ରୀଙ୍କର ମୃତ୍ୟୁ ଖବର ଶୁଣି ଅନେକ ଅଭିନେତା ଓ ଅଭିନେତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଶ୍ରୀପଦା ଜଣେ ଭଲ ଅଭିନେତ୍ରୀ ଥିଲେ।ତାଙ୍କର ବ୍ୟବହାର ବୋହୁତ ଭଲ ଥିଲା। ଭଗଵାନ ତାଙ୍କ ପରିବାରକୁ ଦୁଃଖ ସହିବାର ଧର୍ଯ୍ୟ ଦିଅନ୍ତୁ। ୮୦ ଓ ୯୦ ଦଶକରେ ଶ୍ରୀପଦା ବୋହୁତ ଚଳଚ୍ଚିତ୍ରରେ କାମ କରିଥିଲେ। ଏବଂ ସେହି ସମୟରେ ସେ ଲୋକଙ୍କ ପସନ୍ଦର ଅଭିନେତ୍ରୀ ହୋଇଯାଇଥିଲେ।

ସେ ସମୟର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସହିତ ଫିଲ୍ମ ମଧ୍ୟ କରିଥିଲେ। ଶ୍ରୀପଦା ତାଙ୍କ ଅଭିନୟ ଜୀବନର ପ୍ରାରମ୍ଭରେ ଓଡ଼ିଆ ଫିଲ୍ମ ମଧ୍ୟ କରିଥିଲେ। ଉତ୍ତମ ମହାନ୍ତିଙ୍କ ସହିତ ଚକା ଆଖି ସବୁ ଦେଖୁଛି ଚଳଚ୍ଚିତ୍ରରେ ସେ ନାୟିକା ଭାବେ କାମ କରିଥିଲେ। ୧୯୮୯ ମସିହାରେ ଆସିଥିବା ଫିଲ୍ମ ବଟବରାରେ ଓଲିଉଡର ହିମଙ୍ଗ ଧର୍ମେନ୍ଦ୍ର ଓ ଆକ୍ଟର୍ ବିନୋଦ ଖାନ୍ ଙ୍କ ସହ ନଜର ଆସିଥିଲେ।