ଏବେ ଏବେ ଆସିଲା ବଡ ଖବର, ଓଡିଶା ମୁଁହା ‘ବାତ୍ୟା’, ଜାଣନ୍ତୁ ସମ୍ପୂର୍ଣ ଖବର Cyclone Update

ବନ୍ଧୁଗଣ ମେ ଦ୍ୱତୀୟ ସପ୍ତା ରେ ବାତ୍ୟା ସୃଷ୍ଟି ହବାରେ ପାଣିପାଗ ବିଭାଗ ସୂଚନା ଦେଇଛି ତେବେ ବଙ୍ଗପ ସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଆସନ୍ତା 12 ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାନେଇ ପାଣିପାଗ ବିଭାଗ ରୁ ପୂର୍ବାନୁମାନ କରାଯାଇଛି ତେବେ ତେବେ ଆସନ୍ତା 12 ରୁ 14 ତାରିଖ ମଧ୍ୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ତେବେ ଏ ବର୍ଷ ବାତ୍ୟା ବହୁତ ଶକ୍ତିଶାଳୀ ରହିବ ବୋଲି ଅନେକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ତେବେ ତାଙ୍କ ଆକଳନ ଅନୁସାରେ ପ୍ରତ୍ୟେକ ବର୍ଷ ଧରି ଅକ୍ଟୋବର ଓ ନଭେମ୍ବର ରେ କୌଣସି ବାତ୍ୟା ବଙ୍ଗୋପ ସାଗରରେ ସୃଷ୍ଟି ହୋଇନାହିଁ ତେବେ ଏହା ମେ ମାସ ସୃଷ୍ଟି ହାବାରୁ ଏହା ଅନେକ ଶକ୍ତିଶଳୀ ହେବବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | ଯାହା ଏକ ବଡ ଖବର ଓଡିଶା ପ୍ରତି ଆଉ ଏକ ସଙ୍କଟ ଶୃଷ୍ଟିନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଏଥି ସହିତ ଏହା କେଉଁ ଆଡେ ଗତି କରିବ ଓ କେବେ ସ୍ଥଳଭାଗ ଛୁଇଁବ ଏହାନେଇ ପାଣିପାଗ ବିଭାଗ ଏହାକୁ ନେଇ କିଛି ବଡ ଅପଡେଟ ଜାରି କରିଛନ୍ତି |

ଭାରତୀୟ ପାଣିପାଗ ବିଭାଗ ଆଉ ଏକ ବଡ ସୂଚନା ଜାରି କରିଛି ଯାହାକୁ ଓଡି଼ଶାରେ ମୁହାଉଁଛି ଆଉ ଏକ ବାତ୍ୟା ତେବେ ଏହାର ନାମକରଣ ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇନାହିଁ ଯାହା କି 7 ତାରିଖଠାରୁ ଏହାର ନାମ କରଣ ସହ ଏହା କେଉଁ ଆଡକୁ ଗତି କରିବ କଣ ରହିବ ଏହାର ଅପଡେଟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | ସୃଷ୍ଟ ଘ୍ରୁନି ବଳରେ ଆସନ୍ତା 7 ତାରିଖ ବେଳକୁ ତାମିଲନାଡୁ ଉପକୂଳ ସ୍ତିତ ଦକ୍ଷିଣ ବଙ୍ଗୋପସାଗର ସୃଷ୍ଟି ହବାନେଇ ପାଣିପାଗ ବିଭାଗ ସୂଚନା ଦେଇଛି |

ତେବେ ଏହା 10 ରୁ 12 ତାରିଖ ଭିତରେ ଘନୀଭୂତ ହେବ ସହିତ ଲଘୁଚାପ ରେ ପରିଣତ ହେବାକୁ ଯାଉଛି ଏହାପରେ ଆସନ୍ତା 12 ରୁ 14 ତାରିଖ ମଧ୍ୟରେ ଏହା ବାତ୍ୟାର ରୂପ ନେବା ସହିତ ଆହୁରି ଘନୀଭୂତ ହେବ ନେଇ ପାଣିପାଗ ବିଭାଗ ପକ୍ଷରୁ କିଛିଟା ଆକଳନ କରାଯାଇଛି ତେବେ ଏହିପରି ସ୍ତିତି ଲାଗିରହିଲେ ଏହା ବାତ୍ୟାରୁ ମହାବାତ୍ୟା ର ରୂପ ନେଇପାରେ ବୋଲି ଅନେକ ପାଣିପାଗ ସଂସ୍ଥା ସୂଚନା ଦେଇଛନ୍ତି | ପାଣିପାଗ ବିଭାଗ ସୂଚନା ଅନୂଯାୟୀ ଏହା ଉତ୍ତର କୁ ଗତି କରିବା ବୋଲି ସୂଚନା ଦେଇଛନ୍ତି ଯଦି ଏହା ଉତ୍ତର କୁ ଗତିକରେ ତେବେ ଏହା ଓଡିଶା ଓ ପଶ୍ଚିମ ବଙ୍ଗ ମୁହଁ ହବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି |