ବନ୍ଧୁଗଣ ବର୍ତମାନ ସମୟରେ ସୂଚନା ମିଳିଛି କି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି କିଛି ଜିଲ୍ଲାରେ ପ୍ରବଳରେ କୁଆ ପଥର ବର୍ଷା ହବାର ସମ୍ଭାବନା ରହିଛି ଓ ତାହା ସହିତ ବିଜୁଳି ଘଡଘଡି ମାରିବାର ସମ୍ଭାବନା ରହିଛି ତେଣୁ 3 ଟି ଜିଲ୍ଲା କୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ | ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ କୋରାପୁଟ ମାଲକାନଗିରି ରାୟପୁର ଗଜପତି ଗଂଜାମ ନବରଂଗପୁର ନୂଆପଡା କଳାହାଣ୍ଡି କନ୍ଧମାଳ ମୟୁରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ କଲା ବୈଶାଖୀ ବର୍ଷା ହବାରେ ସମ୍ଭାବନା ରହିଛି |
ଏହା ସହିତ କୋରାପୁଟ ନବରଂଗପୁର ମାଲକାନଗିରି ର କିଛି କିଛି ସ୍ଥାନରେ କୂଅ ପଥର ବର୍ଷା ହବାରେ ପୁରା ସମ୍ଭାବନା ରହିଛି ତେବେ ଆସନ୍ତା 2 ତାରିଖରୁ ପବନର ଗତି ବୃଦ୍ଧି ପାଇବ ତେବେ 2 ତାରିଖ ଦିନ କେନ୍ଦୁଝର ମୟୁରଭଞ୍ଜ ଅନୁଗୁଳ ଢେଙ୍କାନାଳ ଯାଜପୁର ଭଦ୍ରକ ବାଲେଶ୍ୱର କଟକ କନ୍ଧମାଳ ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହବାରେ ସମ୍ଭାବନା ରହିଛି |
ତାହା ସହିତ ମେ 3 ଓ 4 ତାରିଖରେ ଆହୁରି ଜୋରରେ କାଳବୈଶାଖୀ ବର୍ଷା ହବାରେ ସମ୍ଭାବନା ରହିଛି ତେବେ ଏହି ସମୟରେ ପବନ ର ବେଗ 30 ରୁ 40 କିମି ବେଗରେ ରହିବ ତେବେ ଏହାକୁ ଦୃଷ୍ଟି ରେ ରଖି ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ | ସୂଚନା ମୁତାବିକ ରାଜ୍ୟରେ ବା ଉପକୂଳ ଜିଲ୍ଲା ଗୁଡିକରେ ତାପମାତ୍ରା ତଳକୁ ଖସିବାରେ ଲାଗିଛି କିନ୍ତୁ ଓଡ଼ିଶାରେ ଏବେ ତାତି ମଧ୍ୟ ଜାରି ରହିଛି |
ତେବେ ରାଜ୍ୟରେ ଲଗାତାର 4 ଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିବ ତେବେ ପାଣିପାଗ ବିଭାଗରୁ ସୂଚନା ମିଳିଛି ରାଜ୍ୟର ବହୁତ ଜିଲାରେ ତାପମାତ୍ରା ଅଧିକ ରହିଛି ଓ 3 ଦିନ ପରେ ସାରା ରାଜ୍ୟରେ ତାପମାତ୍ରା ତଳକୁ ଖସିବାର ସମ୍ଭାବନା ରହିଛି ତେବେ ଆଜି ରାଜ୍ୟରେ ପଶ୍ଚିମ ସୁସ୍ଥ ପବନ ବୋହୁଥିବା ବେଳେ ଏହା ଆହୁରି 3 ଦିନ ଧରି ଚାଲୁ ରହିବ ଫଳରେ ମେ 4 ତାରିଖ ଠାରୁ ପାଗରେ ସାମାନ୍ୟ ପରିବର୍ତନ ହେବ ଯାହା ଦ୍ୱାରା ବେଙ୍ଗପସାଗର ପବନ ସାରା ରାଜ୍ୟକୁ ବୋହିବା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଭାଗ କେନ୍ଦ୍ର ରୁ ସୂଚନା ମିଳିଛି|
ଏବେ ଏବେ ଆସିଲା ବଡ ଖବର ପୁଣି ମାଡ଼ି ଆସୁଛି ଭୟଙ୍କର “ବାତ୍ୟା”, Odishaରେ ଏମିତି ରହିବ ପ୍ରଭାବ…
