ଏବେ ଏବେ ଓଡ଼ିଆ ସିଙ୍ଗର Tapu ମିଶ୍ରଙ୍କୁ ନେଇ ଆସିଲା ବୋହୁତ ବଡ ଦୁଃଖର ଖବର

ଦର୍ଶକବନ୍ଧୁ ଓଲିଉଡ଼ ର ଜବରଦସ୍ତ ଗାୟିକା ତପୁ ମିଶ୍ରଙ୍କୁ ତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ତ ବର୍ତମାନ ସମୟରେ ତପୁ ମିଶ୍ର ଙ୍କ ସ୍ଵାସ୍ଥ ଅବସ୍ତା ବହୁତ ସଙ୍କଟ ପୂର୍ଣ୍ଣ ରହିଛି ତାହେଲେ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା | ଓଲିଉଡ଼ ର ଏଇ ଜବରଦସ୍ତ ଗାୟିକା ତପୁ ମିଶ୍ରଙ୍କ କଣ୍ଠରେ ବହୁତ ସାରା ଗୀତ ଆପଣମାନେ ନିଶ୍ଚିତ ଭାବରେ ଶୁଣିଥିବେ ତ ପ୍ରାୟ ଏକ ମାସ ହେବ ତପୁ ମିଶ୍ର କରୋନା ରୋଗରେ ପୀଡିତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତି ହୋଇଛନ୍ତି |


ତାହେଲେ ଗତ କିଛିଦିନ ପୂର୍ବେ ତାଙ୍କ ପରିବାରକୁ କରୋନା ରୋଗ ଆକ୍ରମଣ କରିଥିଲା ଓ ଏଥିରେ ତାଙ୍କ ବାପାଙ୍କ ଜୀବନ ଭି ଚାଲିଯାଇଥିଲା ଏହାପରେ ପ୍ରାୟ ଏକ ମାସ ହେବ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ତପୁ ମିଶ୍ର ତାହେଲେ ଗତ କିଛିଦିନ ପୂର୍ବେ ତପୁ ମିଶ୍ର ଙ୍କର ଅକ୍ସିଜେନ ଲେବେଲ ବହୁତ ମାତ୍ରାରେ କମିବାରେ ଲାଗିଥିଲା କିନ୍ତୁ ଏହା ପରବର୍ତୀ ସମୟରେ ଠିକ ହୋଇଯାଇଥିଲା ଆଉ ତପୁ ମିଶ୍ର ଧୀରେ ଧୀରେ ଠିକ ହେବାକୁ ଯାଉଥିଲେ |


କିନ୍ତୁ ବର୍ତମାନ ସମୟରେ ଗୋଟେ ବହୁତ ବଡ ଦୁଃଖ ର ଖବର ଆସିଯାଇଛି କି ତପୁ ମିଶ୍ରଙ୍କର ସ୍ଵସ୍ଥ ଅବସ୍ଥା ପୁଣିଥରେ ଗୁରୁତର ହେବାକୁ ଲାଗିଛି ଆଉ ତାଙ୍କର ଅକ୍ସିଜେନ ଲେବେଲ ଧୀରେ ଧୀରେ କମିବାର ଲାଗିଛି ତାହେଲେ ଡାକ୍ତର ଙ୍କ କହିବା ଅନୁଯାୟୀ ତପୁ ମିଶ୍ର ଅତ୍ୟଧିକ ମାତ୍ରାରେ ହୋଇଥିବାରୁ ତାଙ୍କର ଧୀରେ ଧୀରେ ସ୍ଵସ୍ଥ ଅବସ୍ଥା ବିଗିଡ଼ିବାରେ ଲାଗିଛି ଆଉ ଆପଣମାନେ ଜାଣିଥିବେ କି ଗତ କିଛିଦିନ ପୂର୍ବେ ଏଇ କରୋନା ରୋଗରେ ପୀଡିତ ହୋଇ ତପୁ ମିଶ୍ରଙ୍କ ବାପା ଆରପାରିକି ଚାଲିଯାଇଛନ୍ତି |


ଏହାରି ମଧ୍ୟରେ ତପୁ ମିଶ୍ର କରୋନା ରୋଗରେ ପୀଡିତ ହୋଇ ଭୁବନେଶ୍ୱର ର ଗୋଟେ ଘରୋଇ ହସ୍ପିଟାଲ ରେ ଭର୍ତି ହୋଇଛନ୍ତି ପ୍ରାୟ ଏକ ମାସ ହୋଇଯିବ ତପୁ ମିଶ୍ରଙ୍କର ଚିକିତ୍ସା ଚାଲିଥିଲେ ଭି ମଧ୍ୟ କୌଣସି ଉନ୍ନତି ଦେଖାଦେଉ ନାହିଁ ଆଉ ବର୍ତମାନ ସମୟରେ ତପୁ ମିଶ୍ରଙ୍କ ସ୍ଵସ୍ଥ ଅବସ୍ଥା ବୋହୁ ମାତ୍ରାରେ ଖରାପ ହେବାରେ ଲାଗିଛି ଓ ଏହାପରେ ଓଲିଉଡ଼ ର ସମସ୍ତ କଳାକାର ମାନେ ତପୁ ମିଶ୍ରଙ୍କ ଆରୋଗ୍ୟ କାମନା କରି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ତ ଫ୍ରେଣ୍ଡ୍ସ ଆପଣମାନେ ଭି ମଧ୍ୟ ତପୁ ମିଶ୍ରଙ୍କ ପାଇଁ ଭଗବାନ ଙ୍କ ନିକଟରେ ପ୍ରାଥନା କରନ୍ତୁ |