ଏବେ ଏବେ ପୁଣି ସ୍କୁଲ ଛାତ୍ରଛାତ୍ରୀ ପାଇଁ Sarakaraଙ୍କ ବଡ଼ ଘୋଷଣା…

ନମସ୍କାର ବନ୍ଧୁଗଣ ରାଜ୍ୟରେ ପଢୁଥିବା ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସରକାରଙ୍କ ତରଫରୁ ଆସିଲା ଆଉ କିଛି ବଡ଼ ଘୋଷଣା ପାଠ୍ୟକ୍ରମରେ ହେବାକୁ ଯାଉଛି ପରିବର୍ତ୍ତନ ଆସନ୍ତୁ ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବା ଯାହାକି ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି।

ସରକାରୀ ସ୍କୁଲ୍ ର ଛାତ୍ରଛାତ୍ରୀଙ୍କ ଲାଗି ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଫର୍ ପ୍ରଫର୍ମାନ୍ସ ଟ୍ରାକିଂ ସେଲ୍ ଆସନ୍ତା ବର୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି ଉଚ୍ଚ ପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଆଗକୁ ନେବା ସହ ଦକ୍ଷତା ପାଇଁ କ୍ରୀଡ଼ା ନୃତ୍ୟ ସଙ୍ଗୀତ ପାଇଁ ଏହି ପ୍ରୟାସ ଆରମ୍ଭ କରାଯାଉଛି |

ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସହ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ମଧ୍ୟ ଗୁରୁତ୍ଵ ଦିଆଯିବ ଏଥିପାଇଁ ସରକାରୀ ସ୍ତରରେ ପିଲାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗ ଏଥିପାଇଁ ସ୍ବତନ୍ତ୍ର ଭୁଲ୍ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି ତେବେ ରାଜ୍ୟରେ ଷଷ୍ଠରୁ ଦଶମ ଶ୍ରେଣୀ ୩୧ ହଜାର ୯୪୧ ସ୍କୁଲ୍ ରହିଛି |

ଏଥିରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୨ ଲକ୍ଷ ୧ ହଜାର ୬୨୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ନବମ ଏବଂ ଦଶମ ୮ ଲକ୍ଷ ୨୧ ହଜାର ୨୨୨ ଜଣ ପିଲା ପଢୁଛନ୍ତି ତେବେ ଖୁବ୍ ଶୀଘ୍ର ସରକାରୀ ସ୍କୁଲ୍ ରେ ପାଠ ପଢୁଥିବା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଫର୍ ପ୍ରଫର୍ମାନ୍ସ ଟ୍ରାକିଂ ସେଲ୍ ଆସନ୍ତା ବର୍ଷରୁ ଆରମ୍ଭ ହେବାକୁ ଯାଉଛି।