ଏହି ଅଭିନେତ୍ରୀଙ୍କ ପରଲୋକରେ ସିନେମା ଜଗତ କୁ ପୁଣିଥରେ ଶୋକ ର ସାୟା ଖେଳି ଯାଇଛି ଏବଂ ସିନେ ଜଗତ ଆହାକାର ଏକ ଦୁଖଃଦ ଘଟଣା ପୁଣିଥରେ ଆସିଛି ଆଉ ଏକ ଅଭିନେତ୍ରୀ ଆମକୁ ଛାଡି ଚାଲିଯାଇଛନ୍ତି ଅର୍ଥାତ ସେ ଆଉ ଦୁନିଆରେ ନାହାନ୍ତି | ଆପଣମାନେ ତ ଜାଣିଥିବେ ଏଇ ଦୁଇବର୍ଷ ହେବ ଆମେ କେତେକେତେ କଳାକାର ଓ ଅଭିନେତ୍ରୀ ମାନଙ୍କୁ ହରାଇଛନ୍ତି ସେହିଭଳି ଆଉ ଏକ ବିଶିଷ୍ଠ ଅଭିନେତ୍ରୀ ଙ୍କୁ ଆମେ ପୁଣିଥରେ ହରାଇଛନ୍ତି |
ଯଦି ମୃତୁ ହବାର ଥିବ ତାକୁ ଯିଏ ଯେତେ ଚେଷ୍ଟା କଲେ ମଧ୍ୟ ଅଟକାଇ ପାରିବନାହିଁ କାହିଁକି ନା ମୃତୁ କାହାକୁ ଅପେକ୍ଷା କରେନାହିଁ ସେ ଯେତେ ବଡ ଲୋକ ହେଇଥାଉ ନା କାହିଁକି ଏଇ ଅଭିନେତ୍ରୀ ଦୀର୍ଘଦିନ ଧରି କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ | ହେଲେ କୋଲକାତା ର ଏକ ପ୍ରାଇଭେଟ ହସ୍ପିଟାଲ ରେ ତାଙ୍କର ଦେହାନ୍ତ ହୋଇଛି ମୃତୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା ତାଙ୍କ ପରିବାରରେ ପତି ରୁଦ୍ର ପ୍ରସାଦ ସେନା ଗୁପ୍ତ ଓ ଝିଅ ସୁହିନୀ ଅଛନ୍ତି |
କିଡ୍ନୀ ରୋଗ କାରଣରୁ ଗତ 24 ଦିନ ଧରି ତାଙ୍କର ପ୍ରାଇଭେଟ ହସ୍ପିଟାଲ ରେ ଚିକିତ୍ସା ଚାଲିଥିଲା ଡାକ୍ତର ତାଙ୍କୁ ବଞ୍ଚାଇବା ପାଇଁ ବହୁତ ପ୍ରୟାସ କରିଥିଲେ କିନ୍ତୁ ଏଥିରେ ବିଫଳ ହୋଇଥିଲେ ଅଭିନେତ୍ରୀ ସ୍ଵାତିଲେଖା ଙ୍କ ପରଲୋକ ଘଟିଥିବା ତାଙ୍କ ଝିଅ ସୋହିନୀ ସୂଚନା ଦେଇଛନ୍ତି ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ହାସଲ କରିଥିବା ସ୍ଵାତି ଲେଖା ନିଜ ପତି ଓ ଝିଅ ସହ ନନ୍ଦିକରରୁ ଲିଡ଼ କରିଥିଲେ ଏହି ଅଭିନେତ୍ରୀ ଶିବ ପ୍ରସାଦ ମୁଖାର୍ଜୀ ଓ ନନ୍ଦିତ ରାୟ ଙ୍କ ବ୍ଲକବାଷ୍ଟର ଫିଲ୍ମ ବେଲ୍ଲାସେସ ରେ ମଧ୍ୟ ଆରତୀ ଭୂମିକାରେ ତୁଲାଇଥିଲେ|
ଉଭୟ ଫିଲ୍ମ ରେ ତାଙ୍କୁ ସମୀୟ ଚାଟାର୍ଜୀ ଙ୍କ କାଷ୍ଟ କରାଯାଇଥିଲା ତେବେ କିମ୍ବଦନ୍ତୀ ଅଭିନେତ୍ରୀ ଅଭିନେତ୍ରୀ ସ୍ଵାତି ଲେଖା ସେନା ଗୁପ୍ତଙ୍କର ପରଲୋକ ହୋଇଥିବା ବେଳେ ସିନେ ଜଗତ ରେ ଶୋକର ସାୟା ଖେଳି ଯାଇଛି ଓ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି |