ଏବେ ଏବେ ସ୍କୁଲ Studentsଙ୍କ ପାଇଁ ପୁଣି ଆସିଲା ଆଉ ଏକ ବଡ଼ ଖବର, ଏବେ ସରକାର କରିଦେଲେ ପୁଣି ଏମିତି ଘୋଷଣା, ସମସ୍ତେ ଏବେ…

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ ଖବର ଯାହାକି ଆମ ରାଜ୍ୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା ପୁଣି ରାଜ୍ୟକୁ ବଡ ବର୍ଷା ପୁଣି ମାଡ଼ି ଆସୁଛି ବଡ଼ ବନ୍ୟା ତେବେ ବନ୍ୟା ପାଇଁ ପୁଣି ହେବ ରାଜ୍ୟରେ ସ୍କୁଲ୍ କଲେଜ୍ ବନ୍ଦ୍ ଡରା ଉଛି କରୋନା ବନ୍ୟା ପାଇଁ ବନ୍ଦ୍ ରହିବ ସ୍କୁଲ୍ ସମସ୍ତ ବ୍ଲକ୍ ଶିକ୍ଷଧିକାରୀଙ୍କୁ ଜିଲ୍ଲାପାଳଙ୍କ ଚିଠି ସେପଟେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୂଚନା ପାଠପଢ଼ା ହେଉଛି ମହଙ୍ଗା ସର୍ଭେରୁ ଆସିଲା ସାଂଘାତିକ ଚିତ୍ର ଯୁକ୍ତ ୨ ଯାଏଁ ପାସ୍ କରିବାକୁ ଖର୍ଚ୍ଚ ହେଉଛି ୩୦ ଲକ୍ଷ ଟଙ୍କା |

ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରେ ସ୍କୁଲ୍ ବନ୍ଦ୍ ରହିଛି କେଉଁ କେଉଁ ଜିଲ୍ଲାକୁ ଅର୍ଲଟ ଜାରି କରାଯାଇଛି ଏହି ସବୁ ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବା। ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ୍ ନିର୍ଦ୍ଦେଶ ସ୍କୁଲ୍ ବନ୍ଦ୍ କରିବାକୁ ସବୁ ବିଓ ମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଣି ପଶିଥିବା ବା ପାଣି ପଶିବାର ସମ୍ଭାବନା ଥିବା ସ୍କୁଲ୍ ଗୁଡ଼ିକୁ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ପିଲାଙ୍କ ପାଠପଢ଼ା ନେଇ ଇକୋନୋମିକ ଟାଇମର ସର୍ଭେରୁ ଯେଉଁ ତଥ୍ୟ ଆସିଛି ତାହା ଚିନ୍ତା ବଢାଇ ଦେଇଛି |

ଦେଶରେ ବଡ ବଡ ସହରରେ ରହିଥିବା ବେସରକାରୀ ସ୍କୁଲ୍ ଗୁଡିକରେ ପାଠପଢା ପାଇଁ ଯେଉଁ ଖର୍ଚ୍ଚ ହେଉଛି ତାହା ମଧ୍ୟବିତ୍ତଙ୍କୁ ନୟାନ୍ତ କରୁଛି ନର୍ସରୀରୁ ଯୁକ୍ତ ୨ ପାସ୍ କରିବାକୁ ଖର୍ଚ୍ଚ ହେଉଛି ୩୦ ଲକ୍ଷ ଟଙ୍କା ନାମଲେଖା ଟ୍ୟୁସନ୍ ଫିଶ୍ ପରିବହନ ଦେୟ ଏବଂ ଆନୁଷଙ୍ଗିକ ଖର୍ଚ୍ଚ ବଢ଼ି ଚାଲିଛି ପ୍ରାଥମିକ ଶିକ୍ଷା ପାଇଁ ହାରାହାରି ୧ ଲକ୍ଷରୁ ୨ ଲକ୍ଷ ଖର୍ଚ୍ଚ ହେଉଛି ତେବେ ୨୦୧୨ ରୁ ୨୦୨୦ ମଧ୍ୟରେ ଶିକ୍ଷା ଖର୍ଚ୍ଚରେ ୧୦ ରୁ ୧୨ ପ୍ରତିଶତ ବୃଦ୍ଧି ଘଟିଛି |

ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ରାଜ୍ୟରେ ଥିବା ବେସରକାରୀ ସ୍କୁଲ୍ ରେ ନର୍ସରୀରେ ନାମ ଲେଖା ଲାଗି ଗଣିବାକୁ ପଡ଼ୁଛି ୪୦ ହଜାରରୁ ୧ ଲକ୍ଷ ଟଙ୍କାରୁ ଅଧିକ ଏହାଛଡା ପ୍ରତି ମାସରେ ୨ ହଜାରରୁ ୩ ହଜାର ଟଙ୍କା ପଯ୍ୟନ୍ତ ଟ୍ୟୁସନ୍ ଫିସ ବାବଦରେ ମଧ୍ୟରେ ନେଉଛନ୍ତି ଘରୋଇ ସ୍କୁଲ ଏହାଛଡା ଭିନ୍ନ ଭିନ୍ନ ଆଳୟରେ ମଧ୍ୟ ଅଭିଭାବକଙ୍କ ଠାରୁ ଆଦାୟ କରାଯାଉଛି ଟଙ୍କା।

ତେବେ ୧୯୯୬ ଗ୍ୟାଜେଟ୍ ନୋଟିଫିକେଶନରେ ସମାନ୍ତରାଳ ସ୍କୁଲ ଫିସ ନିର୍ଧାରଣ କରିବାକୁ କହିଥିଲେ ରାଜ୍ୟ ସରକାର ଏହାକୁ ତୁରନ୍ତ ଲାଗୁ କରି ସ୍କୁଲ ଗାଡ଼ି ଫିସ ନିର୍ଦ୍ଧାରଣ ସରକାର କରନ୍ତୁ ବୋଲି ଦାବି କରିଛି ଓଡ଼ିଶା ଅଭିଭାବକ ମହାସଙ୍ଘ ବେସରକାରୀ ସ୍କୁଲରେ ଦେୟ ବୃଦ୍ଧି ପାଉଥିବା ବେଳେ ଆବଶ୍ୟକୀୟ ସୁବିଧା ସୁଯୋଗ ଏବଂ ଶିକ୍ଷାଦାନମାନରେ ଉନ୍ନତି ହେଉନାହିଁ ଯେଉଁଥିପାଇଁ ସ୍କୁଲ୍ ଟଙ୍କା ନେଉଛି ସେହି ସୁବିଧା ସବୁ ଛାତ୍ରଛାତ୍ରୀଙ୍କୁ ଉପଲବ୍ଧ କରାଯାଉ ନଥିବା ଅଭିଯୋଗ ହେଉଛି |

ଅନ୍ୟପଟେ ଭୟଙ୍କର ବନ୍ୟା ପାଇଁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ୍ ରଖାଯାଇଛି ତେବେ ଆଗାମୀ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି ତେବେ ରାଜ୍ୟକୁ କେତେବେଳେ କରୋନା ଡରାଉଥିବା ବେଳେ କେତେବେଳେ ଡରାଉଛି ମଙ୍କିପକ୍ସ ଆଉ କେତେବେଳେ ଡରାଉଛି ବନ୍ୟା ପୁଣି ଆଗକୁ ଆସୁଛି ଆଉ ଏକ ଲଘୁଚାପ ପୁଣି ଆସୁଛି ବଡ ବନ୍ୟା ତେବେ ବନ୍ୟାକୁ ନେଇ ସ୍କୁଲ୍ କଲେଜ ବନ୍ଦ୍ ହୋଇପାରେ ବୋଲି ଏମିତି କିଛି ବିଶେଷ ସୂତ୍ରରୁ ମିଳୁଛି ସୂଚନା ତେବେ ଆଗକୁ ସ୍ଥିତି ଦେଖି ନିଷ୍ପତି ନେବେ ସରକାର।