ଏ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦର ନର୍ସ, ଯାହାଙ୍କୁ ଭେଟିବା ପାଇଁ ରୋଗର ବାହାନା କରିକି ଆସିଥାନ୍ତି ଲୋକମାନେ, ସୁନ୍ଦରତା ଆଗରେ କଟ୍ରିନା ମାରିବେ ଫେଲ

ସୁନ୍ଦରତା ଏକ ଏପରି ଜିନିଷ ଯାହା କି ଆପଣ ଙ୍କୁ ଅଧିକ ଲୋକପ୍ରିୟତା କରିଦେଇଥାଏ I ପୂର୍ବ ସମୟ ରେ ଲୋକେ କେବଳ ମଡ଼େଲସ ଓ ଅଭିନେତ୍ରୀ ଙ୍କୁ ହିଁ ସୁନ୍ଦର କହୁଥିଲେ ଓ ଏହିମାନେ ହିଁ ଅଧିକ ଲୋକପ୍ରିୟ ହେଇପାରିଥାନ୍ତି I ଆଜିକା ସୋସିଆଲ ମିଡ଼ିଆ ସମୟ ରେ ଯେ କୌଣସି ସାଧାରଣ ଲୋକେ ନିଜ ର ସୁନ୍ଦରତା କୁ ନେଇ ବେଶ ଲୋକପ୍ରିୟ ହେଇଯାଇଥାନ୍ତି I ବିଗତ ଦିନ ରେ ପାକିସ୍ତାନ ରେ ଜଣେ ଚା ବିକାଳୀ ବେଶ ଲୋକପ୍ରିୟ ହେଇଯାଇଥିଲେ I ସେହିପରି ନେପାଳ ରେ ଜଣେ ପରିବା ବିକାଳୀ ମଧ୍ୟ ନିଜ ର ସୁନ୍ଦରତା କୁ ନେଇ ବେଶ ଲୋକପ୍ରିୟ ହେଇଥିଲେ I ତେବେ ବିଗତ ଦିନ ରେ ଜଣେ ନର୍ସ ମଧ୍ୟ ବେଶ ଲୋକପ୍ରିୟ ହେଇଛନ୍ତି I ଏବଂ ଲୋକେ ତାଙ୍କୁ ଦୁନିଆ ର ସବୁଠାରୁ ଅଧିକ ସୁନ୍ଦରୀ ନର୍ସ ବୋଲି ମଧ୍ୟ କହିଛନ୍ତି I

ଏହି ନର୍ସ ଙ୍କ ର ସୁନ୍ଦରତା ବେଶ ଅଧିକ ରହିଛି I ଏବଂ ତାଙ୍କ ର ସୁନ୍ଦରତା କୁ ନେଇ ବଡ଼ ବଡ଼ ଅଭିନେତ୍ରୀ ଓ ମଡେଲ ମଧ୍ୟ ହାର ମାନିଯିବେ I ଏହି ନର୍ସ ଜୋ ହସ୍ପିଟାଲ ରେ ରୋଗୀ ଙ୍କ ର ସେବା କରନ୍ତି I ଏହି ଏହି ହସ୍ପିଟାଲ ରେ ନର୍ସ ରୂପେ କାର୍ଯ୍ୟରତ ଅଟନ୍ତି I ଏବଂ ନିଜ ର ସୁନ୍ଦରତା ଓ ଫିଟ୍ନେସ କୁ ନେଇ ରାତାରାତି ଷ୍ଟାର ହେଇଯାଇଛନ୍ତି I

ଆଜି ଆମେ ଏଠାରେ ଯେଉଁ ସୁନ୍ଦର ନର୍ସ ଙ୍କ ବିଷୟ ରେ କହିବା କୁ ଯାଉଛୁ ତାଙ୍କ ନାମ କେରିନା ଲିନ ଅଟେ I ଏବଂ ତାଙ୍କ ର ସୁନ୍ଦରତା ଓ ଫିଟ୍ନେସ କୁ ନେଇ ଯେ କେହି ମଧ୍ୟ ତାଙ୍କୁ ମଡେଲ ବୋଲି ହିଁ ଭାବିଥାନ୍ତି I ତାଙ୍କ ର ଇନ୍ଷ୍ଟଗ୍ରାମ ରେ ମଧ୍ୟ ସେ ଅନେକ ସୁନ୍ଦର ସୁନ୍ଦର ଫୋଟୋ ମଧ୍ୟ ସେୟାର କରିଥାନ୍ତି I

25 ବର୍ଷୀୟ କେରୀନା ଙ୍କ ର ଲୋକପ୍ରିୟତା ବେଶ ଅଧିକ ରହିଛି I ସୋସିଆଲ ମିଡ଼ିଆ ରେ ମଧ୍ୟ ତାଙ୍କ ର ଅନେକ ପ୍ରଶଂସକ ରହିଛନ୍ତି I ଏବଂ କେରୀନା ଧୀରେ ଧୀରେ ଅଧିକ ଲୋକପ୍ରିୟ ହେବାରେ ଲାଗିଛନ୍ତି I ଏବଂ ଲୋକେ ରୋଗ ର ବାହାନା କରି ମଧ୍ୟ ଏହି ନର୍ସ ଙ୍କୁ ଦେଖିବା କୁ ଆସିଥାନ୍ତି I

କେରୀନା ଙ୍କ ର ହାତ ରେ ଥିବା ଟାଟୁ ମଧ୍ୟ ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଛି I ବିଗତ ଦୁଇ ତିନି ବର୍ଷ ହେବ ସେ ଲୋକପ୍ରିୟତା ହାସିଲ କରିଛନ୍ତି I ତେବେ ଏହି ନର୍ସ ଙ୍କ ସୁନ୍ଦରତା କୁ ନେଇ ଅନେକ ଲୋକେ କେବଳ ରୋଗ ର ବାହାନା କରି ତାଙ୍କୁ ଦେଖିବା କୁ ଆସିଥାନ୍ତି I

ଆପଣ ମଧ୍ୟ କେରୀନ ଙ୍କ ର ସୁନ୍ଦର ସୁନ୍ଦର ଫୋଟୋ ଦେଖିପାରିବେ I