ଏ ହେଉଛନ୍ତି ସଲମାନ ଖାନଙ୍କ ର ସୁନ୍ଦରୀ ଭାଣିଜୀ, ଦବଙ୍ଗ 3 ରେ କରିବେ ବଲିଉଡ ରେ ଧମାକା

ଆଜିକା ସମାୟା ରେ ତ ବଲିଉଡ ରେ ଷ୍ଟାର କିଡ଼ସ ଙ୍କ ର ସମୟ ଚାଲିଛି ଏବଂ ଷ୍ଟାର କିଡ଼ସ ମାନେ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ଅଛନ୍ତି I ଏବଂ ଫିଲ୍ମ ରେ ଡେବ୍ୟୁ କରିବା ପୂର୍ବ ରୁ ହିଁ ଏହି ଷ୍ଟାର କିଡ଼ସ ମାନେ ନିଜ ର ଫ୍ୟାନ ଫଲୋଇଂ ବଢାଇବା ରେ ଲାଗିଛନ୍ତି I ବଲିଉଡ ର ଅଭିନେତ୍ରୀ କିମ୍ଭା ଅଭିନେତା ଯଦି କୌଣସି ଫିଲ୍ମ ସହ ଜଡିତ କଳାକାର ଙ୍କ ର ସମ୍ପର୍କୀୟ ହେଇଛନ୍ତି ତେବେ ତାଙ୍କ ପାଁଇ ଅନେକ ସହଯୋଗ ବି ମିଳିଥାଏ I

ଖବର ମୁତାବିକ ସଲ୍ମାନ ଙ୍କ ର ଭାଣିଜୀ ଏଲିଜେହା ଅଗ୍ନିହୋତ୍ରୀ ଖୁବ ଶୀଘ୍ର ବଲିଉଡ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି I ଏବଂ ଏପରି ବି ଶୁଣିବାକୁ ମିଳିଛି କି ଅଗ୍ନିହୋତ୍ରୀ ଲୋକପ୍ରିୟ ଫିଲ୍ମ ଦବଂଗ ସିରିଜ ର ତୃତୀୟ ପାର୍ଟ ରେ ଅଭିନୟ କରିବାକୁ ଯାଉଛନ୍ତି I ସୂଚନା ମୁତାବିକ ଅଲିହେଜ ହେଉଛନ୍ତି ସଲ୍ମାନ ଙ୍କ ର ଭଉଣୀ ଅବିରା ଅଗ୍ନିହୋତ୍ରୀ ଙ୍କ ର ଝିଅ ଅଟନ୍ତି I ଏବଂ ସଲ୍ମାନ ଙ୍କ ର ଜିଜୁ ଅତୁଳ ଅଗ୍ନି ହୋଟରୀ ଜଣେ ଆକ୍ଟର , ପ୍ରଡ୍ୟୁସର ଓ ଡ଼ାଇରେକ୍ଟର ମଧ୍ୟ ଅଟନ୍ତି I ଏବଂ ପିତା ଜଣେ ପ୍ରଡ୍ୟୁସର ହେଇକି ବି ଅଳୀହେଜ ସଲ୍ମାନ ଙ୍କ ସହ ହିଁ ଫିଲ୍ମ ରେ ଡେବ୍ୟୁ କରିବାକୁ ଯାଉଛନ୍ତି I

ଯେପରି କି ଆପଣ ଜାଣିଛନ୍ତି ସଲ୍ମାନ ଙ୍କ ର ବଲିଉଡ ରେ ଅନେକ ବଡ଼ ସୁନାମ ରହିଛି I ଏବଂ ସେ ନିଜ ଫିଲ୍ମ ଜରିଆ ରେ ଅନେକ ନୂଆ ନୂଆ କଳାକାର ଙ୍କୁ ଲଞ୍ଚ କରିଛନ୍ତି I ସେହିପରି ବର୍ତମାନ ସଲ୍ମାନ ନିଜ ଭାଣିଜୀ ଙ୍କୁ ତାଙ୍କ ର ଫିଲ୍ମ ଦବଂଗ ର ତୃତୀୟ ସିରିଜ ରେ ଲଞ୍ଚ କରିବାକୁ ଯାଉଛନ୍ତି I ଏହି ଫିଲ୍ମ ରେ ସଲ୍ମାନ ଙ୍କ ର ଭାଇ ଅରବାଜ ଙ୍କୁ ବି ଦେଖିବାକୁ ମିଳିବ I

ଦବଂଗ 3 ଆଗାମୀ 2020 ରେ ରିଲିଜ ହେବ I ଦବଂଗ ସିରିଜ ର 1-2 ଫିଲ୍ମ ସୁପର ହିଟ ହେଇଥିଲା ତେଣୁ ନିଶ୍ଚିତ ରୂପେ ଏହି ତୃତୀୟ ସିରିଜ ବି ସୁପରହିଟ ହେବ ବୋଲି ଦର୍ଶକ ଙ୍କ ର ଆଶା ରହିଛି I

ଅଳୀହେଜ ଙ୍କୁ ଅନେକ ସମୟ ରେ ଡ୍ୟାନ୍ସ କ୍ଲାସ ରେ ଦେଖିବାକୁ ମିଳିଛି I ସେ କୋରିଅଗ୍ରାଫର ସରୋଜ ଖାଁ ଙ୍କ ପାଖ ରେ ଡ୍ୟାନ୍ସ ଶିଖୁଛନ୍ତି I ତେଣୁ ଏହିଠାରୁ ଏହି ଅନୁମାନ କରିହେଉଛି କି ସେ ବଲିଉଡ ରେ ଏଣ୍ଟ୍ରି କରିବାକୁ ପ୍ରଥମେ ଡ୍ୟାନ୍ସ ଶିଖୁଛନ୍ତି I