ମା ଶବ୍ଦ ଟି ଦୁନିଆ ର ସବୁଠାରୁ ବଡ଼ ଶବ୍ଦ ହେଇଥାଏ I ଦୁନିଆ ରେ ତ ଅନେକ ସମ୍ବନ୍ଧ ରହିଥାଏ କିନ୍ତୁ ମା ର ସମ୍ବନ୍ଧ I ଏକ ମା ଓ ସନ୍ତାନ ର ସମ୍ବନ୍ଧ ସବୁଠାରୁ ସୁନ୍ଦର ସମ୍ପର୍କ ହେଇଥାଏ I ଏକ ମା ପାଁଇ ତା ପିଲାଟି କେତେ ଯେ ମହତ୍ୱ ହେଇଥାଏ ଏହା ଆପଣ ମଧ୍ୟ ଜାଣିଥିବେ I ପରିବାର ରେ ମା ର ପ୍ରେମ ଥିଲେ ପରିବାର ରେ ସର୍ବଦା ହସ ଖୁସି ଲାଗି ରହିଥାଏ I ତେବେ ଆଜି ଆମେ ସାରା ଦୁନିଆ ର କିଛି ଏପରି ଫୋଟୋ ଦେଖାଇବାକୁ ଯାଉଛୁ ଯେଉଁଥିରୁ ଆପଣ ଏକ ମା ର ମମତା ର ମହତ୍ୱ ବିଷୟ ରେ ଜାଣିପାରିବେ I
1.ଏକ ମା ସର୍ବଦା ନିଜ ପିଲାଟି ର ଅଧିକ କେୟାର ନେଇଥାଏ ଏବଂ ନିଜ ପିଲାଟି କୁ ମଧ୍ୟ ରେ ରଖିବାକୁ ଚେଷ୍ଟା କରିଥାଏ I ଏହି ଫୋଟୋ ରେ ମା କିପରି ନିଜ ପିଲାଟି କୁ ଓଦା ହେବାକୁ ଦେଇ ନାହିଁ I
2. ଏକ ମା ନିଜ କାର୍ଯ୍ୟ ଓ ନିଜ ପିଲାଟି ପ୍ରତି କେୟାର ଆଦି କୁ ନେଇ କେତେ ସତର୍କ ଏହା ଆପଣ ଏହି ଫୋଟୋ ରେ ଦେଖିପାରିବେ I
3. ମା ନିଜେ ଅନେକ ନିଜ ପିଲାଟି କୁ କୌଣସି ସମସ୍ୟା ହେବାକୁ ଦେଇ ନ ଥାଏ I ଏହି ଫୋଟୋ ରେ ଆପଣ ଦେଖିପାରୁଥିବେ କିପରି ମା ଟି ନିଜ ପିଲାଟି ଦେହ ରେ ମଳି ଲାଗିବାକୁ ଦେଇ ନାହିଁ I
4. ପ୍ରଚୁର ବର୍ଷା ରେ ମଧ୍ୟ ମା କିପରି ନିଜ ପିଲାଟି କୁ ନିରାପଦ ରେ ନେଉଛି I
5.ଆପଣ କେତେ ଧନୀ କି ଗରିବ ଏହା ଫରକ ପଡି ନ ଥାଏ , ଫରକ ପଡିଥାଏ ଆପଣ କିପରି ନିଜ ପିଲାଟି ସହ ହସ ଖୁସି ରେ ସମୟ ବିତାଇଥାନ୍ତି I
6.ମା ଦୁନିଆ ର ସବୁଠାରୁ ଶକ୍ତିଶାଳୀ ଶକ୍ତି ହେଇଥାଏ I ପୁରା ଘର ର ଦାଇତ୍ୱ ରହିଥାଏ ଏକ ମା ହାତ ରେ I
7.ଯଦି ଆପଣ ରୋଗ ରେ ଥିବେ କିପରି ମା ଟି ମଧ୍ୟ କଷ୍ଟ କଷ୍ଟ ପାଇଥାଏ I
8.ଏକ ମା ସାରା ଦିନ ମଧ୍ୟ ରେ ନିଜ ପିଲାଟି ସହ ଅଧିକ ସମୟ ବିତାଇଥାଏ I
9.ପୁଣି ଥରେ କାମ ସମୟ ରେ ମଧ୍ୟ ମା ନିଜ ପିଲାଟି କୁ ନିଜ ଠାରୁ ଅଲଗା ହେବାକୁ ଦେଇ ନାହିଁ I
10.ପ୍ରତୋକ ପରିସ୍ଥିତି ରେ ମା ର ତ୍ୟାଗ ଦେଖିବାକୁ ମିଳିଥାଏ I
11.ମା କୁ ଆଲିଙ୍ଗନ କରି ସାରା ଦୁନିଆ ର ଦୁଃଖ କୁ ଆପଣ ଭୁଲି ଦେଇଥାନ୍ତି I
12.ଯେତେବେଳେ କିଛି କଥା କୁ ନେଇ ଡର ଲାଗିଥାଏ ତେବେ ମା ହିଁ ସହଯୋଗ କରିଥାଏ I
13.ଅସମୟ ରେ ମଧ୍ୟ ମା ହିଁ ଆଗ କୁ ଆସିଥାଏ I
14.ଆପଣ ଦୁନିଆ ରେ କେଉଁଠାରେ ମଧ୍ୟ ଥିଲେ ମା ପାଖ ରେ ଥିଲେ ଆପଣ ସବୁ ଦୁଃଖ ଭୁଲିଯାଇଥାନ୍ତି I
15. ମା କୋଳ ରେ ସବୁଠାରୁ ସୁନ୍ଦର ନିଦ ହେଇଥାଏ I