ଏହି 3ଗୋଟି ଭୁଲ ପାଁଇ ବର୍ବାଦ ହୋଇଗଲା ଶନି ଦେୱଲ ଙ୍କର କ୍ୟାରିୟର, ଆଜିବି ଭାବୁଛନ୍ତି, ନହେଲେ ଆଜି ହୋଇଥାନ୍ତେ ନମ୍ବର 1 ହିରୋ

ଆଜି ଆମେ ଖୁବ ବିକଶିତ ହେଇସାରିଛେ I ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବି ପୂର୍ବ ଅପେକ୍ଷ୍ୟା ଅନେକ ପରିବର୍ତନ ଆସିଛି I ଏକ ସମୟ ଥିଲା ଯେତେବେଳେ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଲୋକେ ବେଶ ଉତ୍ସାହ ର ସହ ଅପେକ୍ଷ୍ୟା କରିଥିଲେ , ଆଜି ଆମେ ସେହି ସମୟ ର ଅଭିନେତା ଶନି ଦେୱଲ ଙ୍କ ବିଷୟ ରେ ଆଲୋଚନା କରୁଛେ I ଶନି ଦେୱଲ ହେଉଛନ୍ତି ଅଭିନେତା ଧର୍ମେନ୍ଦ୍ର ଙ୍କ ର ପୁଅ I ତାଙ୍କ ମାତା ଙ୍କ ର ନାମ ପ୍ରକାଶ କୋର ଅଟେ I ଶନି ଦେୱଲ ଅନେକ ଫିଲ୍ମ ରେ I ହେମାମାଳିନୀ ତାଙ୍କ ର ସାବତ ମା ଅଟନ୍ତି I ଶନି ଦେୱଲ ଙ୍କ ର ପ୍ରଥମ ଫିଲ୍ମ 1983 ରେ ବେତାବ ଖୁବ ଲୋକ ପ୍ରିୟତା ପାଇଥିଲା I ସେହିପରି 2016 ରେ ଫ୍ରେବୁଆରି ମାସ ରେ ତାଙ୍କ ଫିଲ୍ମ ଘାୟଲ ବି ଖୁବ ଲୋକପ୍ରିୟତା ପାଇଥିଲା I

90 ଦଶକ ରେ ଶନି ଦେୱଲ ଙ୍କ ର ଫିଲ୍ମ ଦେଖିବାକୁ ଲୋକେ ବେଶ ଉତ୍ସାହ ର ସହ ଥିଲେ I କିନ୍ତୁ ଧୀରେ ଧୀରେ ବଲିଉଡ ରେ ଶନି ଦେୱଲ ଙ୍କ ର ଲୋକପ୍ରିୟତା କମିଯାଇଥିଲା I ଏହା ପରେ ସେ କିଛି ବର୍ଷ ପର୍ଯ୍ୟନ୍ତ ଫିଲ୍ମ ଜଗତରୁ ଦୁରେଇ ରହିଛନ୍ତି I ଦୀର୍ଘ ସମୟ ପରେ ଫିଲ୍ମ କୁ ଫରିକି ବି ସେହି ଲୋକପ୍ରିୟତା ଆଉ ପାଇପାରି ନାହାନ୍ତି I ଶନି ଦେୱଲ ଫିଲ୍ମ ଜିତ , ଗଦର, ଘାୟଲ ପରି ଅନେକ ହିଟ ଫିଲ୍ମ କରିଛନ୍ତି I ଶନି ଦେୱଲ ଙ୍କ ର ଡାଇଲଗ ଆଜି ବି ଲୋକେ ମନେ ରଖିଛନ୍ତି I କିନ୍ତୁ ଇତି ମଧ୍ୟ ରେ ଶନି ଦେୱଲ ଙ୍କ ନାମ ଫ୍ଲପ ଅଭିନେତ୍ରୀ ଙ୍କ ସହ ଯୋଡି ହେଇଥିଲା I

ଏକ ସମୟ ଥିଲା ଯେତେବେଳେ ଶନି ଦେୱଲ ଫିଲ୍ମ ରେ ଆକ୍ସନ କରୁଥିଲେ ଯୁବପିଢ଼ି ଜୋସ ରେ ଆସିଯାଉଥିଲେ କିନ୍ତୁ ଶନି ଦେୱଲ ଆକ୍ସନ ଫିଲ୍ମ ପରିବର୍ତେ ରୋମାଣ୍ଟିକ ଫିଲ୍ମ ରେ ସାଇନ କରିଥିଲେ I ଦର୍ଶକ ଙ୍କୁ ଶନି ଦେୱଲ ଙ୍କ ର ରୋମାଣ୍ଟିକ ଫିଲ୍ମ ପସନ୍ଦ ଆସି ନ ଥିଲା I ତେଣୁ ଧୀରେ ଧୀରେ ତାଙ୍କ ର ଲୋକପ୍ରିୟତା କମିବାକୁ ଲାଗିଲା I

କେଉଁ ଭୁଲ କାରଣ ରୁ ତାଙ୍କ କ୍ୟାରିୟର ଶେଷ ହେଇଥିଲା
ଫିଲ୍ମ ର ପ୍ରମୋସନ କରି ନ ଥିଲେ
ପ୍ରଥମ କାରଣ ଥିଲା କି ଶନି ଦେୱଲ ଅନ୍ୟ ବଲିଉଡ ର ଅଭିନେତା ଙ୍କ ପରି ନିଜ ଫିଲ୍ମ ର ପ୍ରମୋସନ କରି ନ ଥିଲେ ଯେଉଁ କାରଣ ରୁ ବକ୍ସ ଅଫିସ ରେ ଫିଲ୍ମ ସୁପର ହିଟ ହେଇପାରି ନ ଥିଲା I

ଫ୍ୟାନ୍ସ ଙ୍କ ଠାରୁ ଦୁରେଇ ରହଥିଲେ
ଆଜିକା ସମୟ ରେ ସବୁ କଳାକାର ନିଜ ଫ୍ୟାନ୍ସ ଙ୍କ ସହ ଯେପରି ଯୋଡିହେଇ ରହୁଛନ୍ତି , ସେ ସମୟ ରେ ଶନି ଦେୱଲ ସେପରି କିଛି ବି କରି ନ ଥିଲେ I