ଆଜିକା ସମୟ ରେ ଏକ ସଚୋଟ ପ୍ରେମ ମିଳିବ ଖୁବ କଷ୍ଟକର ଅଟେ I ଆଜି ତ ସୋସିଆଲ ମିଡ଼ିଆ ର ସମୟ ଅଟେ I ସୋସିଆଲ ମିଡ଼ିଆ ରେ ଆଜିକାଲି ଅନେକ ପ୍ରେମ ବି ଗଢି ଉଠିଛି I ଏବଂ ଏହି ପ୍ରେମ କେବଳ ଅଢେଇ ଦିନ ପାଁଇ ରହିଥାଏ I ଅର୍ଥାତ ସୋସିଆଲ ମିଡ଼ିଆ ରେ ବି ସଚୋଟ ପ୍ରେମ ମିଳି ନ ଥାଏ I ତେଣୁ ଆଜିକା ସମୟ ରେ ପ୍ରତୋକ ବ୍ୟକ୍ତି ଏକ ସଚୋଟ ଜୀବନସାଥୀ ଟି ପାଇବାକୁ ଚାହିଁଥାନ୍ତି I
ସଚୋଟ ପ୍ରେମ କରୁଥିବା କେବଳ ଯୁବକ ନୁହନ୍ତି ଏପରି କିଛି ଯୁବତୀ ବି ଅଛନ୍ତି , ଯେଉଁମାନେ ନିଜ ପାର୍ଟନର ଙ୍କ ପ୍ରତି ସମର୍ପିତ ଭାବନା ର ସହ ପ୍ରେମ କରିଥାନ୍ତି I ଏହି ଯୁବତୀ ମାନେ ସର୍ବଦା ନିଜ ଜୀବନସାଥୀ ଙ୍କ ର ସହାୟତା ଦେଇଥାନ୍ତି ଏପରି 3 ଗୋଟି ନାମ ର ଯୁବତୀ ଅଛନ୍ତି ଆସନ୍ତୁ ଜାଣିବା I
R ନାମ ର ଯୁବତୀ – ଯେଉଁ ଯୁବତୀ ଙ୍କ ର ନାମ R ଅକ୍ଷର ରୁ ଆରମ୍ଭ ସେହି ଯୁବତୀ ଭୁଲ ରେ ବି ନିଜ ପାର୍ଟନର ଙ୍କୁ ଧୋକା ଦେଇ ନ ଥାନ୍ତି I ସେମାନେ ଦେଖିବାକୁ ବି ଖୁବ ଆକର୍ଷକ ହେଇଥାନ୍ତି I ଏହି ଯୁବତୀ ମାନେ ସାମାନ୍ୟ କଥା ରେ ରାଗି ଯାଇଥାନ୍ତି I କିନ୍ତୁ ନିଜ ପାର୍ଟନର ଙ୍କ ର ସହଯୋଗ ସର୍ବଦା କରିଥାନ୍ତି I
S ନାମ ର ଯୁବତୀ – ଯେଉଁ ଯୁବତୀ ଙ୍କ ର ନାମ ଏହି S ଅକ୍ଷର ରୁ ଆରମ୍ଭ ସେମାନେ ନିଜ ପାର୍ଟନର ଙ୍କୁ ଖୁବ ଅଧିକ ପ୍ରେମ କରିଥାନ୍ତି I ଏହି ଯୁବତୀ ଙ୍କ ର ସ୍ଵଭାଵ ଓ ବ୍ୟବହାର ଖୁବ ଭଲ ହେଇଥାଏ I ଏହି ଯୁବତୀ ମାନେ ଦେଖିବାକୁ ବି ଖୁବ ସୁନ୍ଦର ହେଇଥାନ୍ତି I ଏହି ଯୁବତୀ ମାନେ ନିଜ ପାର୍ଟନର ଙ୍କୁଶ ବାଦ ଖୁସି ରେ ରଖିବାକୁ ପ୍ରୟାସ କରିଥାନ୍ତି I କେବେ ହେଲେ ନିଜ ପାର୍ଟନର ଙ୍କୁ ଧୋକା ଦେଇ ନ ଥାନ୍ତି I
P ନାମ ର ଯୁବତୀ – ଯେଉଁ ଯୁବତୀ ଙ୍କ ର ନାମ ଏହି ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନ ଙ୍କ ର ସ୍ଵଭାଵ ବହୁତ ଭଲ ହେଇଥାଏ I ଏହି ଯୁବତୀ ମାନେ ପ୍ରେମ ମାମଲା ରେ ଖୁବ ଗମ୍ଭୀର ହେଇଥାନ୍ତି I ଏବଂ ଏହି ଯୁବତୀ ମାନେ ଥରେ କାହାକୁ ପ୍ରେମ କରିଥାନ୍ତି ତାଙ୍କୁ ଧୋକା ଦେବାକୁ ବି ଚିନ୍ତା କରି ନ ଥାନ୍ତି I