ଏହି ୪ ଗୋଟି ଜିନିଷର ଅଧିକ ସେବନ ଦ୍ୱାରା ଆପଣ ଙ୍କର ଶରୀରରେ ବି ହୋଇପାରେ ଷ୍ଟୋନ, ଆଜିଠୁ ହିଁ ବନ୍ଧ କରିଦିଆନ୍ତୁ ଅଧିକ ଖାଇବା

ନିୟମିତ ଜୀବନ ରେ ଲୋକେ ଅଜାଣତ ରେ କିଛି ଏପରି କାର୍ଯ୍ୟ କରିଥାନ୍ତି ଯାହା କି ସ୍ଵାସ୍ତ୍ୟ ପାଁଇ ହାନିକାରକ ହେଇଥାଏ I ଏବଂ ଏହି ସବୁ ଖରାପ ଅଭ୍ୟାସ କାରଣ ରୁ ଏହା ଆପଣ ଙ୍କ ଶରୀର ପାଁଇ ହାନିକାରକ ହେଇଥାଏ I ଏହି ସବୁ ଜିନିଷ ର ଅଧିକ ସେବନ ଦ୍ୱାରା ଏହା ଶରୀର ପାଁଇ ହାନିକାରକ କାରଣ ଏହି ଜିନିଷ ରେ ଅଧିକ ଅକ୍ସିଲେଟ ରହିଥାଏ I ଏବଂ ଏହା ଅଧିକ ମାତ୍ରା ରେ ଶରୀର ରେ ରହିବା ଦ୍ୱାରା ଷ୍ଟୋନ ପରି ସମସ୍ୟା ର ଆରମ୍ଭ ହେଇଥାଏ I

ଚା – ଆଜିକା ସମୟ ରେ ଲୋକେ ଅଧିକ ଚା ସେବନ କରିଥାନ୍ତି I ଏପରି କିଛି ଲୋକେ ଏକ କପ ଚା ରେ ହିଁ ନିଜ ର ସକାଳ ର ସମୟ ଆରମ୍ଭ କରିଥାନ୍ତି I ଚା , ଶରୀର ରେ ଷ୍ଟୋନ ର ମୁଖ୍ୟ କାରଣ ଅଟେ I ତେଣୁ ଯଦି କୌଣସି ବ୍ୟକ୍ତି ଙ୍କ ର ଷ୍ଟୋନ ସମସ୍ୟା ରହିଛି ସେହି ବ୍ୟକ୍ତି କେବେ ହେଲେ ଚା ପିଇବା ଉଚିତ ନୁହେଁ I

ଟମାଟ – ଅଧିକାଂଶ ଲୋକେ ଟମାଟ ଖାଇବାକୁ ପସନ୍ଦ କରିଥାନ୍ତି I କିନ୍ତୁ ଏହି ଟମାଟ ଖାଉଥିବା ଅଧିକାଂଶ ଲୋକେ ଏହା ଜାଣି ନ ଥାନ୍ତି କି ଟମାଟ ର ଅଧିକ ସେବନଦ ଦ୍ୱାରା ଶରୀର ରେ ଷ୍ଟୋନ ସମସ୍ୟା ଦେଖିବାକୁ ମିଳିଥାଏ I ଲୋକେ ଟମାଟ ସସ ବି ବହୁଳ ବ୍ୟବହାର କରିଥାନ୍ତି ଏହା ବି ଶରୀର ପାଁଇ ହାନିକାରକ ହେଇଥାଏ I ଏହା ପେଟ ର ପାଚନ କ୍ରିୟା କୁ ଖରାପ କରିଥାଏ I

ଲୁଣ – କିଛି ଲୋକେ ଅଧିକ ଲୁଣ ର ସେବନ କରିଥାନ୍ତି କିନ୍ତୁ ଏହା ଶରୀର ପାଁଇ ହାନିକାରକ ହେଇଥାଏ I ଏବଂ ଏହା ପେଟ ରେ ଷ୍ଟୋନ ହେବାର କାରଣ ପାଲଟିଥାଏ I

ଆମିଷ -ଯେଉଁ ବ୍ୟକ୍ତି ଅଧିକ ଆମିଷ ସେବନ କରିଥାନ୍ତି , ସେହି ବ୍ୟକ୍ତି ଙ୍କ ର ବି ଷ୍ଟୋନ ହେବାର ଆଶଙ୍କା ବଢ଼ିଯାଇଥାଏ I କାରଣ ଆମିଷ ରେ ଅଧିକ ପ୍ରୋଟିନ ରହିଥାଏ ଏବଂ ଏହା କିଡ୍ନୀ ର ପ୍ୟୁରିନ ର ମାତ୍ରା କୁ ବଢ଼ିଥାଏ ଯାହା ଦ୍ୱାରା ଷ୍ଟୋନ ଆରମ୍ଭ ହେଇଥାଏ I