ଏହି ୪ଟି ହୃଦୟ ମଧ୍ୟରୁ ବାଛନ୍ତୁ କୌଣସି ଗୋଟିଏ ହୃଦୟ ଓ ଜାଣନ୍ତୁ ଆପଣଙ୍କ ‘ପ୍ରେମ’ ସମ୍ପର୍କରେ କିଛି ରୋଚକ କଥା …

କୌଣସି ବ୍ୟକ୍ତି ଙ୍କ ର ପସନ୍ଦ ତାଙ୍କ ଚିନ୍ତାଧାରା ଓ ସ୍ଵଭାଵ ଆଧାର ରେ ହେଇଥାଏ | ଏବଂ ଜଣେ ବ୍ୟକ୍ତି ଙ୍କ ର ସ୍ଵଭାଵ ରୁ ହିଁ ସେହି ବ୍ୟକ୍ତି ଙ୍କ ର ଭବିଷ୍ୟତ ନିର୍ଧାରିତ ହେଇଥାଏ | ଏଠାରେ ଆପଣ ଙ୍କୁ 4 ଗୋଟି ଅଲଗା ଅଲଗା ହୃଦୟ ର ଫୋଟୋ ଦେଖାଇବାକୁ ଯାଉଛୁ |

ପ୍ରଥମ ହୃଦୟ
ଯଦି ଆପଣ ପ୍ରଥମ ହୃଦୟ କୁ ଚୟନ କରିବେ ତେବେ ଆପଣ ଏକ ଉତ୍ତମ ପ୍ରେମ ସାଥି ପାଇପାରିବେ | ଏବଂ ଫ୍ରେନ୍ଡଲି ସ୍ଵଭାଵ ର ଅଟନ୍ତି | ଆପଣ ସର୍ବଦା ବହୁତ ଭାବୁକ ସ୍ଵଭାଵ ର ଅଟନ୍ତି | ଏବଂ ଆପଣ ନିଜ ପାର୍ଟନର ଙ୍କ ର କ୍ୟାରିୟର କୁ ମଧ୍ୟ ବିଶେଷ ଧ୍ୟାନ ଦେବେ |

ଦ୍ୱିତୀୟ ହୃଦୟ
ଯଦି ଆପଣ ଦ୍ୱିତୀୟ ହୃଦୟ କୁ ଚୟନ କରିଥାନ୍ତି ତେବେ ଆପଣ ଙ୍କ ପାର୍ଟନର ଙ୍କ ପ୍ରତି ଆପଣ ବିଶ୍ୱସ୍ତ ହେବେ | ପ୍ରତୋକ ସମୟ ରେ ଆପଣ ଙ୍କ ପାର୍ଟନର ଆପଣ ଙ୍କ ସହ ଠିଆ ହେବେ | ତେବେ ଆପଣ ସର୍ବଦା ନିଜ ପାର୍ଟନର ଙ୍କ ମନ ରଖିବା ପାଁଇ ନିଜ ଜ୍ଞାନ କୌଶଳତା ର ପ୍ରୟୋଗ କରିପାରିବେ |

ତୃତୀୟ ହୃଦୟ
ଯଦି ତୃତୀୟ ହୃଦୟ କୁ ଚୟନ କରନ୍ତି ତେବେ ଆପଣ ଙ୍କ ର ପାର୍ଟନର ବିନ୍ଦାସ ହୃଦୟ ର ହେଇଥିବେ | ଏବଂ ସେ ଆପଣଙ୍କୁ କେବେ ହେଲେ ହଟ କରିବେ ନାହିଁ | ଏବଂ ସର୍ବଦା ଆପଣ ଙ୍କ ର ଛୋଟ ଛୋଟ ଖୁସି କୁ ବିଶେଷ ଧ୍ୟାନ ଦେବେ | ଆପଣ ସର୍ବଦା ଅନ୍ୟ ସହ ନିଜ ର ଖୁସି ସେୟାର କରିବା କୁ ପସନ୍ଦ କରନ୍ତି |

ଚତୁର୍ଥ ହୃଦୟ
ଯଦି ଆପଣ ଚତୁର୍ଥ ହୃଦୟ ଚୟନ କରନ୍ତି ତେବେ ପାର୍ଟନର ଙ୍କ ର ସ୍ଵଭାଵ ଆପଣ ଙ୍କ ର ପାର୍ଟନର ସିଧାସାଧା ସ୍ଵଭାଵ ର ଅଟନ୍ତି | ଆପଣ ଲୋକ ଙ୍କ ର କଥା କୁ ଧ୍ୟାନ ନ ଦେଇ କେବଳ ନିଜ ମନ କଥା ହିଁ ଭାବିଥାନ୍ତି | ଅନେକ ସମୟ ରେ ଟିକେ ଇମୋସନାଲ ହେଇଯାଇଥାନ୍ତି | ନିଜ ପାର୍ଟନର ଙ୍କ ସହ ନିଜ ର ମଧ୍ୟ ବିଶେଷ ଧ୍ୟାନ ନେଇଥାନ୍ତି |