ଏହି ୪ଟି ଲୋକଙ୍କ ପାଇଁ ବିଷ ସମାନ ହେଇଥାଏ ବଇଗଣ ଖାଇବା, ଖାଇବାର ଭୁଲ କରନ୍ତୁ ନାହିଁ ନଚେତ ଯାଇପାରେ ଜୀବନ

ଯେପରି କି ଆପଣ ଜାଣିଥିବେ ସାରା ଦୁନିଆ ରେ ଲୋକେ ବାଇଗଣ ର ବହୁଳ ବ୍ୟବହାର କରିଥାନ୍ତି I ଲୋକେ ବାଇଗଣ କୁ ନିଜ ଖାଦ୍ୟ ପ୍ରଣାଳୀ ରେ ସାମିଲ କରିଥାନ୍ତି I ବାଇଗଣ ଏକ ଲୋକପ୍ରିୟ ପରିବା ଅଟେ I ବାଇଗଣ ରେ ଅନେକ ପୁଷ୍ଟିକର ପଦାର୍ଥ ରହିଥାଏ ଏବଂ ଏହା ର ଭିଟାମିନ ର ପରିମାଣ ବି ଢେର ଅଧିକ ଅଟେ I କିନ୍ତୁ ଅନେକ ସମୟ ରେ କିଛି ଲୋକ ଙ୍କ ପାଁଇ ଏହା ହାନିକାରକ ବି ହେଇଥାଏ I

କିଛି ଲୋକ ଙ୍କୁ ବାଇଗଣ ସେବନ କରିବା ଉଚିତ ନୁହେଁ I ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ତାଙ୍କୁ ବାଇଗଣ ସେବନ କରିବା ଉଚିତ ନୁହେଁ I ଏହା ଗର୍ଭ ରେ ଥିବା ସନ୍ତାନ ଙ୍କ ପାଁଇ ହାନିକାରକ ହେଇଥାଏ I ତେଣୁ କିଛି ଲୋକ ଙ୍କ ର ବାଇଗଣ ସେବନ ରେ ଆଲର୍ଜି ବି ରହିଥାଏ I ବାଇଗଣ ରେ ଅନେକ ଫାଇଟୋ ହର୍ମୋନ ରହିଥାଏ ଏବଂ ଯୁବତୀ ଙ୍କ ର ଋତୁସ୍ରାବ ର ସମୟ ପୂର୍ବ ରୁ ହେବାର ଆଶଙ୍କା ବି ବଢ଼ିଯାଇଥାଏ I

ଯଦି ଆପଣ କୌଣସି ଔଷଧ ସେବନ କରୁଛନ୍ତି ତେବେ ବାଇଗଣ ରୁ ଦୁରେଇ ରହିବା ଉଚିତ I କିଛି ଲୋକେ ତେଲ ରେ ଛଣା ହେଇଥିବା ବାଇଗଣ ଖାଇବାକୁ ପସନ୍ଦ କରିଥାନ୍ତି କିନ୍ତୁ ଏହି ବାଇଗଣ ରେ ପୁଷ୍ଟିସାର କମ ମାତ୍ରା ରେ ରହିଥାଏ I ତେଲ ରେ ଛଣା ହେଇଥିବା ବାଇଗଣ ସ୍ୱାଦ ବଢ଼ାଇଥାଏ କିନ୍ତୁ ଏହା କୁ ସେବନ ଦ୍ୱାରା ଆପଣ ଙ୍କ ର ପାଇଲସ ର ସମସ୍ୟା ବଢ଼ାଇଥାଏ I