ଏହି 5 ଗୋଟି ଭୁଲ କାରଣରୁ ଝଡିଥାଏ ଆପଣ ଙ୍କର ବାଳ, 4 ନମ୍ବର ଭୁଲତ ସମସ୍ତେ କରିଥାନ୍ତି

ବାଳ କୌଣସି ଯୁବତୀ ଙ୍କ ର ସୁନ୍ଦରତା କୁ ବୃଦ୍ଧି କରିବା ହିଁ ଯଥେଷ୍ଟ ହେଇଥାଏ I ଏପରି କୁହାଯାଇଥାଏ କି ଯଦି ଆପଣ ଙ୍କ ର ବାଳ ସୁନ୍ଦର ଅଛି ତେବେ ଆପଣ ଙ୍କ ର ସୁନ୍ଦରତା ଦ୍ୱିଗୁଣିତ ହେଇଥାଏ I ଝିଅ ମାନେ ନିଜ ବାଳ କୁ ସୁନ୍ଦର କରିବାକୁ ଅନେକ ପ୍ରୟାସ ବି କରିଥାନ୍ତି I ତେଣୁ ଆଜି ର ଏହି ଉପାୟ ରେ ଆପଣ ନିଜ ବାଳ ଝାଡ଼ିବା କମାଇପାରିବେ I

ବାଳ ଝଡ଼ିବାକୁ ନେଇ ଝିଅମାନେ ସର୍ବଦା ଚିନ୍ତା ରେ ରହିଥାନ୍ତି I କିନ୍ତୁ ଏପରି କିଛି ଭୁଲ ବାରମ୍ବାର କରିବା ଦ୍ୱାରା ବାଳ ଝାଡ଼ିବା କମି ନ ଥାଏ I ଅଜାଣତ ରେ ଆପଣ ଏପରି କିଛି ଭୁଲ କରିଥାନ୍ତି ଯାହା ଦ୍ୱାରା ବାଳ ଝଡିଥାଏ I ତେବେ ଚାଲନ୍ତୁ ଜାଣିବା ଏପରି କିଛି ଉପାୟ I

ବାଳ ଝାଡ଼ିବା ର କାରଣ

ବାଳ ଚିକ୍ଣ କରିବାକୁ ଲୋକେ ସପ୍ତାହ କୁ ଦୁଇ ରୁ ତିନି ଥର ସାଂପ କରିଥାନ୍ତି I ଯାହା ଦ୍ୱାରା କି ଆପଣ ଙ୍କ ର ବାଳ କମଜୋର ହେଇଯାଇଥାଏ I ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଳ ଝଡିଥାଅ I ସାଂପ ରେ ଥିବା କେମିକାଲ ଆପଣ ଙ୍କ ର ବାଳ କୁ ଝାଡ଼ିବା ଦେଇଥାଏ I

ବାଳ ଝାଡ଼ିବା କାରଣ ଟାଇଟ ହେୟାର ଷ୍ଟାଇଲ

ଆଜିକାଲି ଝିଅମାନେ ଅଧିକ ଟାଇଟ ହେୟାର ଷ୍ଟାଇଲ କରିଥାନ୍ତି ଯାହା ଦ୍ୱାରା ବାଳ ଝଡିଥାଅ I ଅଧିକ ଟାଣି ହେଇ ରହିବା ଦ୍ୱାରା ବାଳ କମଜୋର ହେଇଯାଇଥାଏ I ଯାହା ଦ୍ୱାରା ବାଳ ଝଡିଥାଏ I

ଅଧିକ ଷ୍ଟିମ ଦ୍ୱାରା

ଆଜିକାଲି ଅଧିକାଂଶ ଝିଅମାନେ ପ୍ରେସିଙ୍ଗ ମେସିନ ର ବ୍ୟବହାର କରିଥାନ୍ତି I ଅଧିକ ଗରମ କାରଣ ରୁ ବାଳ କମଜୋର ହେଇଯାଇଥାଏ I ଏହା ଦ୍ୱାରା ବାଳ ଝାଡ଼ିବା ଆରମ୍ଭ ହେଇଥାଏ I ତେଣୁ କେବେ କେବେ ଷ୍ଟିମ କରିଲେ କୌଣସି ବି ଅସୁବିଧା ନାହିଁ I

ତେଲ ଲଗାଇବା ଶୋଇବା ଦ୍ୱାରା ବାଳ ଝଡିଥାଏ I

ରାତି ରେ ତେଲ ଲଗାଇ ଶୋଇବା ହେଉଛି ବାଳ ଝାଡ଼ିବା ର ମୁଖ୍ୟ କାରଣ I ଯାହା ଦ୍ୱାରା ବାଳ ମୂଳ ରେ ଥିବା ମୈଲା ଜମିଯାଇଥାଏ ଏବଂ ବାଳ ର ମୂଳ କୁ କମଜୋର କରିଦେଇଥାଏ I ତେଣୁ ତେଲ ଲଗାଇବା ର ଦୁଇ ଘଟଣା ପରେ ମୁଣ୍ଡ ଧୋଇ ଦିଅନ୍ତୁ I

ଅଧିକ କଣ୍ଡିସନର ଦ୍ୱାରା ବି ବାଳ ଝଡିଥାଏ

କିଛି ଝିଅମାନେ ସାଂପ କରିବା ପରେ କଣ୍ଡିସନର ର ବ୍ୟବହାର କରିଥାନ୍ତି ଯାହା ଦ୍ୱାରା ଏହା ର କେମିକାଲ ବାଳ ପାଁଇ ହାନିକାରକ ହେଇଥାଏ I