ହିନ୍ଦୁ ଧର୍ମ ରେ ସ୍ତ୍ରୀ ଙ୍କୁ ମାତା ଲକ୍ଷ୍ମୀ ଙ୍କ ର ସ୍ୱରୂପ କୁହାଯାଇଥାଏ I ଯଦି ସ୍ତ୍ରୀ ଙ୍କ ର ଭଲ ଗୁଣ ରହିଥାଏ ତ ସେମାନେ ଘର କୁ ସ୍ୱର୍ଗ କରିଦେଇଥାନ୍ତି I ଏବଂ ଜଣେ ସ୍ତ୍ରୀ ଚାହିଁଲେ ହିଁ ସେ ଘର କୁ ନର୍କ ସମାନ କରିଦେଇଥାଏ I ମହିଳା ଙ୍କ ର ଏପରି କିଛି ଗୁଣ ରୁ ଆପଣ ଜାଣିପାରିବେ ସେମାନେ ସୌଭାଗ୍ୟବତି ହେଇଥାନ୍ତି ତେବେ ଆଜି ଆମେ ମହିଳା ଙ୍କ ର ସେହି 5 ଗୋଟି ଗୁଣ ବିଷୟ ରେ ଆଲୋଚନା କରିବା I
ଆସନ୍ତୁ ଜାଣିବା ସୌଭାଗ୍ୟଶାଲୀ ମହିଳା ଙ୍କ ର ଅଭ୍ୟାସ
ଧର୍ମ ପାଳନ କରିଥାନ୍ତି I
ଯେଉଁ ସ୍ତ୍ରୀ ଧର୍ମ ଅନୁସାରେ ନିଜ ର ଜୀବନ ଅତିବାହିତ କରିଥାନ୍ତି ଏବଂ ଭଗବାନ ଙ୍କ ର ନୀତି ଆଦର୍ଶ ରେ ନିଜ କୁ ଅନୁପ୍ରାଣିତ କରିଥାନ୍ତି I ଭୁଲ କାର୍ଯ୍ୟ କରିବାକୁ ଡରିଥାନ୍ତି I ସର୍ବଦା ଭଲ କାମ କରିଥାନ୍ତି I ସେପରି ମହିଳା ସୌଭାଗ୍ୟବତି ହେଇଥାନ୍ତି I ସେପରି ମହିଳା ନିଜ ସ୍ୱାମୀ ଙ୍କୁ ଖୁସି ରେ ରଖିଥାନ୍ତି I
ଯେଉଁ ସ୍ତ୍ରୀ ଙ୍କ ର ଇଚ୍ଛା ସୀମିତ ହେଇଥାଏ
ଯେଉଁ ସ୍ତ୍ରୀ ଙ୍କ ର ଇଚ୍ଛା ସୀମିତ ହେଇଥାଏ ସେମାନେ ସର୍ବଦା ନିଜ ସ୍ୱାମୀ ଙ୍କ ପାଁଇ ଭାଗ୍ୟଶାଲୀ ହେଇଥାନ୍ତି I କାରଣ ସ୍ତ୍ରୀ ଙ୍କ ର ଇଚ୍ଛା ଅନୁସାରେ ପୁରୁଷ ମାନେ ଭୁଲ ରାସ୍ତା ଆପଣେଇଥାନ୍ତି I
ଧାର୍ଯ୍ୟବାନ ସ୍ତ୍ରୀ
ଯେଉଁ ସ୍ତ୍ରୀ ମାନେ ଧାର୍ଯ୍ୟ ର ସହ ସବୁ କାର୍ଯ୍ୟ କରିଥାନ୍ତି ସେମାନେ ସବୁଠାରୁ ଅଧିକ ସୌଭାଗ୍ୟବତି ହେଇଥାନ୍ତି I କାରଣ ଏପରି ମହିଳାମାନେ ନିଜ ସ୍ୱାମୀ ଙ୍କ ର ସୁଖ ଦୁଃଖ ରେ ଧାର୍ଯ୍ୟ ର ସହ ନିଜ ଘର କୁ ଚଳାଇଥାନ୍ତି ଏବଂ ପତି ଙ୍କ ଦୁଃଖ ରେ ଦୁଖୀ ଓ ପତି ଙ୍କ ସୁଖ ରେ ହିଁ ସୁଖୀ ହେଇଥାନ୍ତି I
ଯେଉଁ ମହିଳା ଙ୍କୁ କ୍ରୋଧ ଆସି ନ ଥାଏ
ଯଦି ଆପଣ ଙ୍କ ର ପତ୍ନୀ କ୍ରୋଧ କରନ୍ତି ନାହିଁ ସେମାନେ ବି ଖୁବ ଭାଗ୍ୟଶାଲୀ ହେଇଥାନ୍ତି I କାରଣ ପ୍ରତୋକ ପୁରୁଷ ଏପରି ମହିଳା ଦେଖିଥାନ୍ତି ଯାହାଙ୍କୁ ପ୍ରତି କଥା ରେ ରାଗ ଆସି ନ ଥାଏ ଏହା ଦ୍ୱାରା ପରିବାର ରେ କଳହ ଲାଗି ନ ଥାଏ ଓ ପରିବାର ସୁଖ ଶାନ୍ତି ରେ ଚାଲିଥାଏ I
ଯେଉଁ ସ୍ତ୍ରୀ ଙ୍କ ର ସୁନ୍ଦର କଥା
ଜଣେ ମନୁଷ୍ୟ ର କଥା ହିଁ ସେହି ବ୍ୟକ୍ତି ଙ୍କ ର ବ୍ୟକ୍ତିତ୍ୱ କୁ ପ୍ରତିପାଦିତ କରିଥାଏ I ଯେଉଁ ବ୍ୟକ୍ତି ଏପରି ଅଭ୍ୟାସ ର ଅଧିକାରୀ ହେଇଥାଏ ସେହି ବ୍ୟକ୍ତି ଜୀବନ ରେ କେବେ ହେଲେ ଅସଫଳ ହେଇ ନ ଥାଏ I ତେଣୁ ଏପରି ମହିଳା ବି ଖୁବ ଭାଗ୍ୟଶାଳି ହେଇଥାନ୍ତି I