ଏହି ଅଭିନେତ୍ରୀ ମାନଙ୍କର ସୋସିଆଲ ମିଡ଼ିଆରେ ଲିକ ହେଇ ସାରିଛି କିଛି ବ୍ୟକ୍ତିଗତ ଫୋଟୋ, ନମ୍ବର ୪ ହେଉଛନ୍ତି ସାଉଥ ର ସୁପରଷ୍ଟାର

ବିଗତ ଦିନ ରେ ସାଉଥ ସୁପରଷ୍ଟାର କମଲ ହସନ ଙ୍କ ର ସାନ ଝିଅ ଅକ୍ଷରା ହାସନ ଙ୍କ ର କିଛି ପର୍ଶନଲ ଫୋଟୋ ସୋସିଆଲ ମିଡ଼ିଆ ରେ ଲିକ ହେଇଥିଲା I ଏହି ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥିଲା I ଏବଂ ଏହି ଫୋଟୋ କୁ ନେଇ ଆଲୋଚନା ବି ହେଇଥିଲା I ତେବେ ଏହି ଫୋଟୋ ରେ ଅକ୍ଷରା ଅଣ୍ଡରଗାରମେଣ୍ଟ ରେ ନଜର ଆସିଥିଲେ I ତେବେ ଅକ୍ଷରା ଏହି ବାବଦ ରେ କୌଣସି ବି ଅଭିଯୋଗ ରୁଜୁ କରିନାହାନ୍ତି Iକିନ୍ତୁ ଅକ୍ଷରା ପ୍ରଥମ ଏପରି ଅଭିନେତ୍ରୀ ନୁହନ୍ତି ଯାହାଙ୍କ ର ଏପରି ଫୋଟୋ ଦେଖିବାକୁ ମିଳିଥିଲା I ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯାହାଙ୍କ ର ବିଗତ ଦିନ ରେ ପ୍ରାଇଭେଟ ଫୋଟୋ ସୋସିଆଲ ମିଡ଼ିଆ ରେ ଲିକ ହେଇଥିଲା I

ଅକ୍ଷରା ହାସନ

ବିଗତ ଦିନ ରେ ଅକ୍ଷରା ହାସନ ଙ୍କ ର କିଛି ପ୍ରାଇଭେଟ ଫୋଟୋ ସୋସିଆଲ ମିଡ଼ିଆ ରେ ଲିକ ହେବାକୁ ନେଇ ଚର୍ଚା ବେଶ ଜୋର ଧରିଥିଲା I ତାଙ୍କ ର ଏହି ଫୋଟୋ ତାଙ୍କ ର ଏକ୍ସ ବୟଫ୍ରେଣ୍ଡ ଲିକ କରିଥିଲେ I କିନ୍ତୁ ସତ୍ୟତା କଣ ଏହା ସଠିକ ଭାବ ରେ ଜଣାପଡିନାହିଁ I

ରାଧିକା ଆପ୍ତେ

ବିଗତ କିଛି ଦିନ ତଳେ ଅଭିନେତ୍ରୀ ରାଧିକା ଆପ୍ତେ ଙ୍କ ର ଫୋଟୋ ବି ସୋସିଆଲ ମିଡ଼ିଆ ରେ ଲିକ ହେଇଥିଲା I ସେ ଏକ ଫେମସ ୱେବ ସିରିଜ ରେ ତାଙ୍କୁ ଦେଖିବାକୁ ମିଳିଛି I କିନ୍ତୁ ସେ ବାଥରୁମ ରେ ସେଲ୍ଫି ନେବାର ର ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥିଲା I କିନ୍ତୁ ଏହା ରାଧିକା ଆପ୍ତେ ଙ୍କ ର ନ ଥିଲା I

ହାଂସିକା ମୋଟବାନି

ସାଉଥ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ହାଂସିକା ମୋଟବାନି ବି ଜଣେ ବେଶ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I ସେ ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି I ସେ ଜଣେ ବାଲ୍ୟ କଳାକାର ରୂପେ ଫିଲ୍ମ ଜଗତ ରେ ଏଣ୍ଟ୍ରି କରିଥିଲେ I ସେ 2007 ରେ ହ୍ୱିମେଶ ରେଶମା ଙ୍କ ସହ ଏକ ଫିଲ୍ମ ରେ ନଜର ଆସିଥିଲେ ଓ ଏହା ସୁପର ହିଟ ହେଇଥିଲା I ଫିଲ୍ମ ର ନାମ ଥିଲା ଆପ କା ସୁରୁର I 2015 ରେ ଏକ ଭିଡିଓ ଆସିଥଲା ଯେଉଁଥିରେ ହାଂସିକା ଙ୍କ ପରି ଜଣେ ଯୁବତୀ ବାଥୁରମ ରେ ଗାଧଉ ଥିବା ର ଫୋଟୋ ଭାଇରଲ ହେଇଥିଲା I ଏବଂ ଏହା ଯାଞ୍ଚ ପରେ ଜଣାଯାଇଥିଲା I

ଅନୁଷ୍କା ସେଠୀ

ଅନୁଷ୍କା ସେଠୀ ବାହୁବଳୀ ଫିଲ୍ମ ପାଁଇ ବେଶ ଲୋକପ୍ରିୟତା ପାଇଛନ୍ତି I ତେବେ ଅନୁଷ୍କା ସେଠୀ ଙ୍କ ର ବି ଏକ ଭିଡିଓ ଭାଇରଲ ହେଇଥିଲା ଯେଉଁଥିରେ ସେ ବାଥରୁମ ରେ ଗଧଉଥିଲେ I କିନ୍ତୁ ଭିଡିଓ ଟି ତାଙ୍କର ନୁହେଁ ବୋଲି ସେ କହିଥିଲେ I

ସ୍ତୃତି ହସନ

ଅକ୍ଷରା ହାସନ ଙ୍କ ପରି ସ୍ତୃତି ହସନ ଙ୍କ ର ବି ପ୍ରାଇଭେଟ ଫୋଟୋ ସୋସିଆଲ ମିଡ଼ିଆ ରେ ଲିକ ହେଇଚି I ସ୍ତୃତି ହସନ ସାଉଥ ଫିଲ୍ମ ସହ ବଲିଉଡ ଫିଲ୍ମ ରେ ବି ଆକ୍ଟିଭ ରହିଥାନ୍ତି I ତାଙ୍କ ଫିଲ୍ମ ଯେବାଡୁ ର ସୁଟିଂ ସମୟ ରେ ସ୍ତୃତି ହସନ ଙ୍କ ର କିଛି ଆପତ୍ତି ଜନକ ଫୋଟୋ ଲିକ ହେଇଥିଲା I ଏହି ବିଷୟ ରେ ନିଜେ ସ୍ତୃତି ହସନ ପୋଲିସ ରେ ଅଭିଯୋଗ କରିଛନ୍ତି I