ଏହି କାହାଣୀ ପଢିବା ପରେ କେବେବି କରିବେ ନାହିଁ Bhul କାମ… ନିଜ ଉପରେ କଣ୍ଟ୍ରୋଲ ନଥିଲେ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ରାହୁଲ୍ ର ବୟସ ୨୬ ବର୍ଷ ସେ ଗୋଟିଏ ଛୋଟ ଗାଁରେ ରହୁଥିଲା ତାର ବାପା ଜଣେ କୃଷକ ଥିଲେ ଆଉ ତାଙ୍କର ବୋହୁତ ଗରୀବ ପରିବାରର ଥିଲେ ସେ ପଇସାର ବୋହୁତ ସୌକିନ ଥିଲା ସେ ପଇସା କମେଇବା ପାଇଁ କିଛିବି କରିବାକୁ ପ୍ରସ୍ତୁତ ଥିଲା ରାହୁଲ୍ ର ଘରକୁ ତାକୁ ସେତିକି ପଇସା ଦେଇଥିଲେ ଯେତିକି ତାର ପାଠପଢ଼ାରେ ଖର୍ଚ୍ଚ ହେଉଥିଲା କିନ୍ତୁ ରାହୁଲ୍ କୁ ହଜାର ହଜାର ଟଙ୍କା ଦରକାର ଥିଲା ତାର ସ୍ବପ୍ନ ବୋହୁତ ବଡ଼ ଥିଲା ସେ ତାର ସ୍ବପ୍ନ ପୂରଣ କରିବାକୁ କାମ କରିବାକୁ ସହରକୁ ଚାଲିଗଲା |

ସେ ସହରରେ ପହଞ୍ଚିଲା ପରେ ବୋହୁତ ସାରା କମ୍ପାନୀରେ ଗୁହାରି କରିଲା କାମ ପାଇଁ ତାକୁ ଗୋଟିଏ ଛୋଟ କମ୍ପାନୀରେ ଚାକିରୀ ତ ମିଳିଗଲା କିନ୍ତୁ ସାଲାରୀ ମାତ୍ର ୧୫ ହଜାର ସେ ୧୫ ହଜାରରେ କଣ କରିବ ସେ ତ ଗୋଟିଏ ଦିନରେ ୧୫ ହଜାର ଟଙ୍କା କମେଇବା ପାଇଁ ଆସିଥିଲା ସହରକୁ। ରାତି ୮ ଟା ବାଜିଥିଲା ରାହୁଲ୍ ଗୋଟିଏ ରାସ୍ତା କଡ଼ରେ ବସି ଚୁପଚାପ୍ ଏହିସବୁ କଥା ଭାବୁଥିଲା କେମିତି ପଇସା କମେଇବ ଠିକ୍ ଏତିକିବେଳେ ଗୋଟିଏ ଗାଡ଼ିରେ କିଛି ଛକା ଆସି ପହଞ୍ଚିଲେ ଆଉ ଗାଡ଼ି ଭିତରୁ ଜଣେ କହିଲେ ଏ ରାଜା ରାସ୍ତା କଡ଼ରେ ଏତେ ରାତିରେ କାହାକୁ ଅପେକ୍ଷା କରିଛୁ |

ରାହୁଲ୍ ଭାବିଲା ଏମାନେ ବୋଧେ ଟଙ୍କା ପାଇଁ ଏଠିକି ଆସିଛନ୍ତି ସେ କହିଲା ଦେଖନ୍ତୁ ମୁଁ ଏହି ସହର ବିଷୟରେ ଅଜଣା ମୁଁ ଟଙ୍କା କମେଇବା ପାଇଁ ଆସିଛି ଆଉ ମୋ ପାଖରେ ଏତିକି ଟଙ୍କା ନାହିଁ ଯେ ମୁଁ ତୁମକୁ ଦେଇ ପାରିବି ଦୟାକରି ଆପଣ ଏଠାରୁ ଚାଲି ଯାଆନ୍ତୁ ରାହୁଲ୍ ର ଏହି କଥା ଶୁଣି ଛକାମାନେ ନିଜ ନିଜ ଭିତରେ କିଛି କଥା ହେବାକୁ ଲାଗିଲେ ଆଉ ଗୋଟିଏ ଛକା ଗାଡ଼ିରୁ ଓହ୍ଲାଇ କହିଲା ତୁମେ ଚାକିରୀ ପାଇଁ ଏଠାକୁ ଆସିଅଛ ତ ଆମେ ତୁମକୁ ଚାକିରୀ ଦେବୁ ଯେଉଁଠି ତୁମକୁ ୫୦ ହଜାର ସାଲେରୀ ମିଳିବ ୫୦ ହଜାର କଥା ଶୁଣି ରାହୁଲ୍ ଛିଡ଼ା ହୋଇଗଲା ଆଉ କହିଲା ତୁମେ ଯଦି ମତେ ଏହି ଚାକିରୀ କରାଇ ଦେବ ତାହେଲେ ତମେ ଯାହା କହିବ ମୁଁ ସେଇଆ କରିବି |

ଆଉ ଏହାପରେ ଛକାମାନେ ତାକୁ କହିଲେ ଗାଡ଼ିରେ ବସ ରାହୁଲ୍ ଖୁସୀ ଖୁସୀ ଯାଇ ଗାଡ଼ିରେ ବସିଗଲା କିନ୍ତୁ ତାପରେ ତାହା ସହ ଯାହା ହେଲା ତାହାକୁ କେହି ଭାବି ବି ପାରିବ ନାହିଁ। ସେହି ସବୁ ଛକା ତାକୁ ଫାର୍ମ ହାଉସକୁ ନେଇକି ଗଲେ ଯାହା ଜଙ୍ଗଲର ମଝିରେ ଥିଲା ସେଠାରେ ପହଞ୍ଚି ସେହିସବୁ ଛକାମାନେ ରାହୁଲ୍ ର କାମ ବାସନକୁ ଉତେଜିତ୍ତ କଲେ ଗୋଟିଏ ଛକା କହିଲା ତୁମକୁ ଯେତେ ଟଙ୍କା ଦରକାର ସେତେ ଟଙ୍କା ଦେବୁ ତୁମକୁ ସବୁଦିନ ଆମ ସହ ସମ୍ଭୋଗ କରିବାକୁ ପଡ଼ିବ ରାହୁଲ୍ ଟଙ୍କା ଲୋଭରେ ହଁ କରିଦେଲା ଆଉ ଜୀବନରେ ପ୍ରଥମ ଥର ୫ ଜଣ ଛକା ସହ ତାର ବ୍ରହ୍ମଚର୍ଯ୍ୟ ନଷ୍ଟ କଲା |

ଗୋଟିଏ ଦିନରେ ୫ ଥର ବ୍ରହ୍ମଚର୍ଯ୍ୟ ନଷ୍ଟ କରିବା ପରେ ତାକୁ ଏମିତି ଲାଗିଲା ଯେମିତି ତା ଶରୀରକୁ ଜୀବନ ଚାଲିଗଲା ଏବେ ଦିନକୁ ୫ ଥର ବ୍ରହ୍ମଚର୍ଯ୍ୟ ନଷ୍ଟ କରିବା ତାର ନିତିଦିନ କାର୍ଯ୍ୟ ହୋଇଗଲା ଏହି ପିଲାଟିକୁ ଛକାମାନେ ପ୍ରଥମ ମାସରେ ୧ ଲକ୍ଷ ଟଙ୍କା ଦେଲେ ଆଉ ସେ ସେହି ଟଙ୍କାକୁ ତାର ଘରକୁ ପଠାଇ ଦେଲା ଘରଲୋକ ବୋହୁତ ଖୁସୀ ହେଲେ ଏହା ଭାବିକି ତାଙ୍କ ପୁଅର ଗୋଟିଏ ଭଲ ଚାକରିଟିଏ ହୋଇଗଲା।

ଏହିପରି ରାହୁଲ୍ ସେହି ଛକାମାନଙ୍କ ସହ ଦିନକୁ ୫ ଥର ବ୍ରହ୍ମଚର୍ଯ୍ୟ ନଷ୍ଟ କରିବାକୁ ଲାଗିଲା ଏମିତି ତାକୁ ଗୋଟିଏ ବର୍ଷ ବିତିଗଲା ତାର ଶରୀର ଏମିତି କମଜୋର ହୋଇ ଯାଇଥିଲା ସେ ନିଜେ ନିଜକୁ ଦେଖି ଆଉ ଚିହ୍ନି ପାରିଲା ନାହିଁ ଏହାର ପ୍ରଭାବ ତାର ଶରୀର ଉପରେ ପଡ଼ିବାକୁ ଲାଗିଲା ତାର ସ୍ମରଣ ଶକ୍ତି ଧୀରେ ଧୀରେ କମଜୋର ହେବାକୁ ଲାଗିଲା ସେ ଆଉ ସମ୍ଭୋଗ କରିବା ହାଲତରେ ମଧ୍ୟ ନଥିଲା ସେଥିପାଇଁ ଛକାମାନେ ତାକୁ ସେଇଠି ଛାଡ଼ିଦେଲେ ଯେଉଁଠୁ ତାକୁ ଆଣିଥିଲେ ସେ ନିଜ ଗାଁକୁ ଗଲା ଘରଲୋକ ତାକୁ ଏହି ଅବସ୍ଥାରେ ଦେଖି ଡରିଗଲେ କି ସେ ଏତେ କମଜୋର କେମିତି ହୋଇଗଲା କଣ ହୋଇଅଛି ତାର |

କିନ୍ତୁ ରାହୁଲ ଘରଲୋକଙ୍କୁ କିଛିବି କହିଲା ନାହିଁ ଆଉ ଚୁପ୍ ଚାପ୍ ଯାଇ ଶୋଇ ପଡ଼ିଲା ଘର ଲୋକଙ୍କୁ ରାହୁଲ୍ ର ଅବସ୍ଥା କିଛି ଠିକ୍ ଲାଗିଲା ନାହିଁ ସେମାନେ ଡାକ୍ତରଙ୍କୁ ଘରକୁ ଡାକିଲେ ଡାକ୍ତର ରାହୁଲ୍ କୁ ଦେଖି କହିଲେ ଇଏ ନିଶ୍ଚୟ ବ୍ରହ୍ମଚର୍ଯ୍ୟ ନଷ୍ଟ କରିଅଛି ଆଉକିଛି ଔଷଧ ଲେଖି ଡାକ୍ତର ଚାଲିଗଲେ ରାହୁଲ୍ ଧୀରେ ଧୀରେ ଟିକେ ଚାଲିବାକୁ ଲାଗି ଆଉ ସେବେଠାରୁ ସେ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ଲାଗିଲା ଏବଂ ରାହୁଲ୍ ମରଣ ମୁହଁରୁ ଫେରିକି ଆସିଲା ଦର୍ଶକ ବନ୍ଧୁ ପଇସା କମେଇବା ଖରାପ କଥା ନୁହେଁ କିଛି ପଇସା କମେଇବା ପାଇଁ ଖରାପ ରାସ୍ତା ଆପଣେଇ ନେବା ବୋହୁତ ଖରାପ ଅଟେ।