ଏହି କୋରନା ପରିସ୍ଥିତିରେ ଗରିବ ଲୋକ ମାନଙ୍କୁ ସବୁଠୁ ଅଧିକ ସାହାଯ୍ୟ କରୁଥିବା ଓଡ଼ିଆ Celebrity… ସବୁଠୁ ଆଗରେ ଅଛନ୍ତି ଇଏ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ସାରା ଦେଶରେ ଲକ୍ ର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଲକ୍ ଡାଉନ୍ ର ପରିସ୍ଥିତିରେ ଗରୀବ ଲୋକମାନେ ଖାଇବା ପିଇବା ବିନା କଷ୍ଟରେ ଚଳୁଛନ୍ତି। ସେଥିପାଇଁ ଓଲିଉଡର ବୋହୁତସାରା କଳାକାରମାନେ ଆଗେଇ ଆସିଛନ୍ତି ଏହି ଗରୀବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ। ଆଜି ଆସନ୍ତୁ ଜାଣିବା କେଉଁ ଓଡ଼ିଆ ସେଲିବ୍ରିଟିମାନେ ଗରୀବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ଏହି ସମୟରେ ସାରା ଦେଶରେ ଲକଡାଉନ ର ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ଗରୀବ ଲୋକ ବା ଖଟି ଖାଉଥିବା ଦିନ ମଜୁରିଆମାନେ ବୋହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହିଭଳି ପରିସ୍ଥିତିରେ ଓଲିଉଡର ସେଲିବ୍ରିଟିମାନେ ଆଗକୁ ଆସିଛନ୍ତି ଓ ଏହି ଗରୀବ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି ଲକ୍ ଡାଉନ୍ ସମୟରେ ସବୁ ସେଲିବ୍ରିଟିମାନେ ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି କିନ୍ତୁ ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି ଅର୍ଚ୍ଚିତା ସବ୍ୟସାଚୀ ଏବଂ ବର୍ଷା ପ୍ରିୟଦର୍ଶିନୀ|


ଗତ ବର୍ଷ ସବ୍ୟସାଚୀ ଓଡ଼ିଶା ବାହାରେ ରହୁଥିବା ବୋହୁତସାରା ଲୋକମାନଙ୍କୁ ଓଡ଼ିଶା ଭିତରକୁ ଆଣିଥିଲେ ବା ନିଜ ଘରକୁ ଆଣିଥିଲେ। ବର୍ତ୍ତମାନ ସମୟରେ ସବ୍ୟସାଚୀ ବୋହୁତସାରା କୋରୋନା ରୋଗୀମାନଙ୍କୁ ସାହାଯ୍ୟ କରିବା ସହିତ ସେମାନଙ୍କୁ ଅମ୍ଳଜାନ ଦେବା ସହିତ ବୋହୁତସାରା ଗରୀବ ଲୋକମାନଙ୍କ ପାଇଁ ଖାଦ୍ୟପେୟ ବାଣ୍ଟିବା ଆଉ ଏଥିସହିତ ବୋହୁତସାରା ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି ସବ୍ୟସାଚୀ।

ଅର୍ଚ୍ଚିତା ମଧ୍ୟ ସବ୍ୟସାଚୀଙ୍କୁ ଏଥିପାଇଁ ସାହାଯ୍ୟ କରୁଛନ୍ତି। ଏହାପରେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଗରୀବ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖ ଦୁଃଖ ବୁଝିବା ସହିତ ସେମାନଙ୍କୁ ସେମାନଙ୍କୁ ସାହାଯ୍ୟ କରିବା ଓ ସେମାନଙ୍କ ପାଇଁ ଖାଦ୍ୟପେୟର ବନ୍ଦବସ୍ତ କରୁଛନ୍ତି। ଏହା ସହିତ ସେମାନଙ୍କ ପାଠପଢ଼ା | ଏହିଭଳି ବୋହୁତସାରା ସାହାଯ୍ୟ କରୁଛନ୍ତି। ଓଲିଉଡର ଏହି ଦୁଇ କଳାକାର ବର୍ତ୍ତମାନ ସବୁ ସେଲିବ୍ରିଟିମାନଙ୍କ ମଧ୍ୟରୁ ସବୁଠୁ ଅଧିକ ସାହାଯ୍ୟ କରୁଛନ୍ତି ଗରୀବ ଲୋକମାନଙ୍କୁ ଏହି କୋରୋନା ପରିସ୍ଥିତି ସମୟରେ। ଏହା ସହିତ ବୋହୁତସାରା କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ଅଳ୍ପ ବୋହୁତ ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି।