ବଲିଉଡ ଫିଲ୍ମ ଜଗତ ରେ କଳାକାର ମାନେ ଯେପରି ସୁନାମ ଅର୍ଜନ କରିଥାନ୍ତି ସେହିପରି ଆର୍ଥିକ କ୍ଷେତ୍ର ରେ ମଧ୍ୟ ସୁଦୃଢ଼ ହେଇପାରିଥାନ୍ତି I ବଲିଉଡ ର କଳାକାର ମାନେ ବିଳାସପୁର୍ଣ ଜୀବନ ଅତିବାହିତ କରିଥାନ୍ତି I ସେହିପରି ଏହି ବଲିଉଡ କଳାକାର ଙ୍କ ର ପ୍ରଶଂସକ ମଧ୍ୟ କୋଟି କୋଟି ମାତ୍ରା ରେ ରହିଛନ୍ତି I ବଲିଉଡ କଳାକାର ଙ୍କ ର ଜୀବନଶୈଳୀ କୁ ନେଇ ସେମାନେ ଯେତିକି ଲୋକପ୍ରିୟ ଅଟନ୍ତି ସେହିପରି ଲୋକପ୍ରିୟ ତାଙ୍କ ପିଲାମାନେ ମଧ୍ୟ ଅଟନ୍ତି I ଆଜି ଆମେ ବଲିଉଡ ଷ୍ଟାର କିଡ଼ସ ଙ୍କ ର ପଢା ବାବଦ ରେ ସେମାନେ କେତେ ଖର୍ଚ୍ଚ କରିଥାନ୍ତି ଏହି ବିଷୟ ରେ ଆଲୋଚନା କରିବା I
ପ୍ରତୋକ ବ୍ୟକ୍ତି ଙ୍କ ର ଜୀବନ ରେ ପାଠ ପଢା ର ବିଶେଷ ଗୁରୁତ୍ୱ ରହିଛି I ଏବଂ ବଡ଼ ବଡ଼ ସ୍କୁଲ ରେ ପିଲାମାନେ ସେହି ପରି ମୋଟା ଆକାର ର ଫିସ ମଧ୍ୟ ଦେଇଥାନ୍ତି I ଏହି ବଲିଉଡ ଷ୍ଟାର ମାନେ ନିଜ ପିଲା ଙ୍କ ର ପାଠ ପଢା ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି I ଚାଲନ୍ତୁ ଜାଣିବା ଏହିପରି କିଛି ଷ୍ଟାର କିଡ଼ସ ଙ୍କ ବିଷୟ ରେ I
ଏହି ଲିଷ୍ଟ ରେ ପ୍ରଥମ ନାମ ଆସିଛି ଧିରୁ ଭାଇ ଅମ୍ବାନୀ ଙ୍କ ର I ଏହି ସ୍କୁଲ 2003 ମସିହା ରେ ଆରମ୍ଭ ହେଇଥିଲା I ଏହି ସ୍କୁଲ ରେ ଅଧିକାଂଶ ଷ୍ଟାର କିଡ଼ସ ହିଁ ପାଠ ପଢ଼ିଥାନ୍ତି I
ଐଶ୍ୱର୍ଯ୍ୟ ରାୟ ଓ ଅଭିଷେକ ବଚ୍ଛନ ଏହି ସ୍କୁଲ ରେ ହିଁ ପାଠ ପଢୁଥିଲେ I ସାରୁଖ ଙ୍କ ର ପୁଅ ଅବ୍ରାମ ମଧ୍ୟ ପଢୁଥିଲେ I ରିତୀଙ୍କ ଙ୍କ ପୁତ୍ର ରୀଦାନ ଓ ରିୟାନ ମଧ୍ୟ ଏହି ଧିରୁ ଭାଇ ଅମ୍ବାନୀ ସ୍କୁଲ ରେ ପାଠ ପଢୁଥିଲେ I ସେହିପରି କରିସ୍ମା କପୁର ଙ୍କ ର ପୁଅ କିୟାନ , ଚି଼ଙ୍କି ପାଣ୍ଡେ ଙ୍କ ର ଝିଅ ରାଇସା ଓ ସୋନୁ ନିଗମ ଙ୍କ ର ପୁଅ ନୀବନ ଏହି ଧିରୁ ଭାଇ ସ୍କୁଲ ରେ ପାଠ ପଢ଼ିଥାନ୍ତି I
ମୁମ୍ବାଇ ମିରର ର ରିପୋର୍ଟ ଅନୁସାରେ ଧିରୁ ଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲ ରେ ବର୍ଷ କୁ ଫିସ ଏହିପରି ଅଟେ I LKG ରୁ କ୍ଲାସ 7 – 1,70,000 ଟଙ୍କା , କ୍ଲାସ 8 ରୁ 10 (ICSE) 1,85,000 ଟଙ୍କା ଓ କ୍ଲାସ 8 ରୁ କ୍ଳାସ 10 (IGCSE) – 4,48000 ଟଙ୍କା ଅଟେ I ଆଡ଼ମିସନ 24 ଲକ୍ଷ ଟଙ୍କା ଅଟେ I
ଜୁହାଉ ରେ ଥିବା ଇକାଳେ ମେଡ଼ିପାଳେ ୱାର୍ଲଡ ସ୍କୁଲ ରେ ଅକ୍ଷ୍ୟୟ କୁମାର ଓ ଟ୍ୱିଙ୍କିଲା ଙ୍କ ର ପୁଅ ଆରବ ଓ ଝିଅ ନିତାର ପଢୁଛନ୍ତି I ଏହି ସ୍କୁଲ ର ବର୍ଷ କୁ ଫିସ ଏହିପରି ଅଟେ I ପ୍ଲେ ସ୍କୁଲ , ନର୍ସରୀ କେଜି -6,90,000 ଟଙ୍କା କ୍ଲାସ 1-10 ପର୍ଯ୍ୟନ୍ତ 9,90,000 ଟଙ୍କା ଓ କ୍ଲାସ 11 ରୁ 12 ପର୍ଯ୍ୟନ୍ତ 10,90,000 ଟଙ୍କା ଅଟେ I
ଓବିରେ ଇଣ୍ଟରନ୍ୟାଶନାଲ ସ୍କୁଲ ରେ ମାଧୁରୀ ଙ୍କ ର ପୁଅ ଅରିଂନ ଓ ରାୟାଁନ ପଢୁଛନ୍ତି I ତାଙ୍କ ର ବର୍ଷ କୁ ଫିସ 5,70,000 ଟଙ୍କା ଅଟେ I ଆଡ଼ମିସନ ଫିସ 1 ଲକ୍ଷ 20 ହଜାର ଟଙ୍କା ଅଟେ I
ଏହି ଦାମୀ ସ୍କୁଲରେ ପଢିଥାନ୍ତି ବଲିଉଡ ଷ୍ଟାର ମାନଙ୍କର ପିଲା ମାନେ, ଏହାର ବାର୍ଷିକ ଫିସ ଜାଣିଲେ ବେହୋସ ହୋଇଯିବେ ଆପଣ
