ଭାରତୀୟ ମୁଦ୍ରା ସର୍ବଦା ଚର୍ଚା ରେ ରହିଥାଏ I ଅଂତରରାଷ୍ଟ୍ରୀୟ ସ୍ତର ରେ ଏହା ର ମୂଲ୍ୟ ଖୁବ କମ ଅଟେ I ତେଣୁ ଆମେ ବିଦେଶ ରେ ନିଜ ର ପସନ୍ଦ ଅନୁସାରେ କୌଣସି ବି ଜାଗା କୁ ଯିବା କୁ ଅନେକ ଥର ଚିନ୍ତା କରିଥାଉ I 1947 ରେ ଭାରତ ର 1 ଟଙ୍କା ବିଦେଶ ର 1 ଡଲାର ସହ ସମାନ ଅଟେ I
1.ଇଣ୍ଡୋନେସିଆ
1 ଟଙ୍କା = 207.78 ଇଣ୍ଡୋନେସିଆ ଟଙ୍କା
ଦୀପ ର ଦେଶ ଯେଉଁଠାରେ ନୀଳ ପାଣି ରହିଥାଏ I ଇଣ୍ଡୋନେସିଆ ରେ ଭାରତୀୟ ମୁଦ୍ରା ର ମୂଲ୍ୟ ଖୁବ ଅଧିକ ଅଟେ I ଏଠାକୁ ଯିବାକୁ ହେଲେ ଭାରତୀୟ ଙ୍କୁ ମାଗଣା ବିଜା ମିଳିଥାଏ I ଅର୍ଥାତ ଆପଣ ଅଳ୍ପ ଟଙ୍କା ରେ ଏହି ଜାଗା କୁ ଯାଇ ବୁଲିପାରିବେ I
2.ବିୟତନାମା
1 ଟଙ୍କା = 355.04 ବିୟତନାମା ଡୋଗ
ଏପରି ଏକ ଦେଶ ଯେଉଁଠାରେ କି ବୌଧ ପାଗୋଡା , ସୁନ୍ଦର ଖାଦ୍ୟ ଆଦି ସହ ସୁନ୍ଦର ନଦୀ ଆଦି ରହିଥାଏ I ଭାରତୀୟ ଙ୍କ ପାଁଇ ବିୟତନାମା ବୁଲିବା ଏକ ସୁନ୍ଦର ଜାଗା ଅଟେ I ଏହା ର ସଂସ୍କୃତି ବି ସମ୍ପୂର୍ଣ ଭିର୍ନ ଅଟେ I
3.କମ୍ବୋଡିଆ
1 ଟଙ୍କା = 63.23 କାମ୍ବୋଡ଼ିଆନ ରିୟଲ
ଏହି ସ୍ଥାନ ନିଜ ର ମନ୍ଦିର ଗୁଡିକ ପାଁଇ ଖୁବ ଲୋକପ୍ରିୟ ଅଟେ I ଭାରତୀୟ ନାଗରିକମାନେ ଏଠାରେ ଅଳ୍ପ ଖର୍ଚ୍ଚ ରେ ବୁଲିପାରିବେ I ଏଠାରେ ରୟାଲ ପ୍ୟାଲେସ , ପ୍ରାତତ୍ୱବିଭାଗ ର ଖଣ୍ଡର ଆଦି ଆକର୍ଷଣ ର କେନ୍ଦ୍ର ଅଟନ୍ତି I
4.ଶ୍ରୀ ଲଙ୍କା
1 ଟଙ୍କା =2.39 ଶ୍ରୀ ଲଙ୍କା ଟଙ୍କା
ସମୁଦ୍ର ତଟ , ପାହାଡ଼ , ପ୍ରାକୃତିକ ସୁନ୍ଦରତା ପାଁଇ ଏହା ଖୁବ ଲୋକପ୍ରିୟ ଅଟେ I ଏଠାରେ ଆପଣ ଖରାଦିନ ରେ ବୁଲିବାକୁ ବି ଯାଇପାରିବେ I
5.ନେପାଳ
1 ଟଙ୍କା = 1.60 ନେପୋଲିୟନ ଟଙ୍କା
ଏଠାରେ କିଛି ଏପରି ପର୍ଯ୍ୟଟନ ଜାଗା ରହିଛି ଯାହା ଆପଣ ଙ୍କୁ ବେଶ ପସନ୍ଦ ଆସିବ I ନେପାଳ ରେ ମାଉନ୍ଟ ଏଭେରେଷ୍ଟ ଏବଂ ସାତ ଗୋଟି ଅନ୍ୟ ପର୍ବତ ବି ରହିଛି ଯାହା କି ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିଥାଏ I
6.ଆଇସଲାଣ୍ଡ
1 ଟଙ୍କା =1.65 ଐଁସ୍ଲେଡିକ କରନ
ଏହା ଏକ ଦୀପ ଦେଶ ଅଟେ I ଦେଖିବାକୁ ଖୁବ ସୁନ୍ଦର ଅଟେ I ଗରମ ରୁ ରକ୍ଷା ପିଅକୁ ହେଲେ ଆପଣ ଏହି ସ୍ଥାନ କୁ ପର୍ଯ୍ୟଟନ କରିପାରିବେ I
7.ହଙ୍ଗେରୀ
1 ଟଙ୍କା =3.99 ହଙ୍ଗେରୀ
ହେଂଗ୍ରୀ ଏକ ଦରଗାହ ବିହୀନ ଦେଶ ଅଟେ I ଏଠାକାର ବାସ୍ତୁକଳା ଓ ସଂସ୍କୃତି ଖୁବ ଲୋକପ୍ରିୟ ଅଟେ I ଏଠାକାର ରାଜଧାନୀ ବୁଢା଼ପେଷ୍ଟ ଦୁନିଆ ର ସବୁଠାରୁ ଲୋକପ୍ରିୟ ସହର ଅଟେ I
8.ଜାପାନ
1 ଟଙ୍କା =1.70ଜାପାନୀ ୟେନ
ଜାପାନ ର ସୁଶ୍ରୀ ଓ ଚେରି ଫୁଲ ଖୁବ ଆକର୍ଷଣ ର କେନ୍ଦ୍ର ଅଟେ I ଏଠାକାର ମୁଦ୍ରା ଭାରତୀୟ ମୁଦ୍ରା ଠାରୁ କମ ମୂଲ୍ୟ ର ଅଟେ I ଏଠାକାର ସଂସ୍କୃତି ବି ଖୁବ ପୁରାତନ ଅଟେ I ଏଠାରେ ଅନେକ ଧାର୍ମିକ ଜାଗା ବି ରହିଛି I
9.ପେରଙ୍ଗବେ
1 ଟଙ୍କା =88.48 ପେରଙ୍ଗବେ
ଏହା ଦକ୍ଷିଣ ଆମେରିକା ରେ ରହିଛି ଏଠାକୁ ଆର୍ଜେଣ୍ଟିନା ଓ ବ୍ରାଜିଲ ର ଅଧିବାସୀ ମାନେ ଯିବାକୁ ଅଧିକ ପସନ୍ଦ କରିଥାନ୍ତି I
10.ମଙ୍ଗୋଲିଆ
1 ଟଙ୍କା = 31.84 ମଙ୍ଗୋଲିଆ
ମଙ୍ଗୋଲିଆ ନିଜ ର ଘୁମଡି ଜୀବନଶୈଳୀ ପାଁଇ ପରିଚିତ ଅଟେ I ଏହା ଏକ ବଡ଼ ଖୋଲା ଜାଗା ଅଟେ ଏଠାରେ ଆପଣ ପ୍ରକୃତି ର ସୁନ୍ଦରତା କୁ ଉପଭୋଗ କରିପାରିବେ I
11.କୋଷ୍ଟାରିକା
1 ଟଙ୍କା =9.03 କୋଷ୍ଟାରିକା
ଏହା ମଧ୍ୟ ଆମେରିକା ର ଏକ ଜାଗା ଅଟେ I ଏହା ସମୁଦ୍ର ନିକଟତାର ଅଟେ I ଏହା ପର୍ଯ୍ୟଟନ ସ୍ତଳୀ ପାଁଇ ପର୍ଯ୍ୟଟକ ଙ୍କୁ ବେଶ ଆକର୍ଷିତ କରିଥାଏ I
12.ପାକିସ୍ତାନ
1 ଟଙ୍କା =1.65 ପାକିସ୍ତାନୀ ଟଙ୍କା
ପାକିସ୍ତାନ ପୂର୍ବ ରୁ ଭାରତ ର ହିଁ ଏକ ଖଣ୍ଡ ଥିଲା କିନ୍ତୁ ଏଠାକୁ ବି ବୁଲିବାକୁ ଗଲେ ଆପଣ ଅଳ୍ପ ଖର୍ଚ୍ଚ ରେ ବୁଲିପାରିବେ I
13.ଚିଲି
1ଟଙ୍କା =9.64 ଚିଲି ଟଙ୍କା
ଚିଲି ରେ ଅଧିକ ଜଙ୍ଗଲ ର ପ୍ରାକୃତିକ ସୁନ୍ଦରତା ଦେଖିବାକୁ ମିଳିଥାଏ I ଏଠାରେ ଅନେକ ପର୍ବତ ଶ୍ରେଣୀ ବି ରହିଛି I ଏହା ସହ ଅନେକ ଜ୍ୱାଳାମୁଖି ବି ରହିଛି I
14.ଦକ୍ଷିଣ କୋରିଆ
1 ଟଙ୍କା =17.65 କୋରିଆଁ
ଦକ୍ଷିଣ କୋରିଆ ଏକ ଏପରି ପର୍ଯ୍ୟଟନ ସ୍ଥଳୀ ଅଟେ ଯେଉଁଠାରେ କି ଆପଣ ପ୍ରକୁତିକ ସୁନ୍ଦରତା କୁ ଉପଭୋଗ କରିପାରିବେ I ଏହା ଏକ ଦୀପ ଦେଶ ଅଟେ ଏଠାରେ ଅନେକ ଉର୍ନତି ସହରୀକରଣ ବି ଆପଣ ଦେଖିବାକୁ ପାଇବେ I
ଏହି ଦେଶ ଗୁଡିକରେ ଭାରତର ୧ ଟଙ୍କା ହେଉଛି ୩୫୦ ଟଙ୍କା ସହ ସମାନ,୧୪ ଦେଶରେ ଭାରତ ଟଙ୍କା ମୁଲ୍ୟ ଏତେ ଅଧିକ, ଜାଣନ୍ତୁ
