ଆଜିକା ସମୟ ରେ ପ୍ରତୋକ ବ୍ୟକ୍ତି ନିଜ ର ଜୀବନ ଅତିବାହିତ କରିବା କୁ ଅର୍ଥ ର ସହାୟତା ନେଇଥାନ୍ତି I କାରଣ ଆଜିକା ସମୟ ରେ ମନୁଷ୍ୟ ଯେ କୌଣସି କାର୍ଯ୍ୟ କରିବା କୁ ହେଲେ ଅର୍ଥ ର ଆବଶ୍ୟକତା ରହିଥାଏ I ଘର ର ନକାରାତ୍ମକ ଉର୍ଜା କୁ ଦୂର ହେଲେ ହିଁ ଆପଣ ଜୀବନ ରେ ଅଧିକ ଉର୍ନତି କରିପାରିବେ I ତେବେ ଚାଲନ୍ତୁ ଘରୁ ନକାରାତ୍ମକ ଉର୍ଜା ଦୂର କରିବା ପାଁଇ କଣ କଣ ସବୁ ରହିଛି ବିଶେଷ ଉପାୟ I
1.ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଅଫିସ ର ଉତ୍ତର ଦିଗ ରେ ଏକ କଇଁଛ ରଖିବା ଶୁଭ ହେବ I ଉତ୍ତର ଦିଗ ମାତା ଲକ୍ଷ୍ମୀ ଙ୍କ ର ଦିଗ ଅଟେ I ଏବଂ ଏହି ଦିଗ ରୁ ସକାରାତ୍ମକ ଉର୍ଜା ର ଆଗମନ ହେଇଥାଏ I ତେଣୁ ଘରେ କିମ୍ବା ଅଫିସ ରେ ଉତ୍ତର ଦିଗ ରେ ଏକ କଇଁଛ ରଖିବା ଦ୍ୱାରା ଘରୁ ସବୁ ନକାରାତ୍ମକ ଉର୍ଜା ଦୂର ହେବା ସହ ଧନ ପ୍ରାପ୍ତି ମଧ୍ୟ ହେଇଥାଏ I
2.ଯଦି ଆପଣ ସନ୍ତାନ ସୁଖ ରୁ ବଂଚିତ ଅଟନ୍ତି ତେବେ ଘରେ ଏକ ଏପରି କଇଁଛ ରଖନ୍ତୁ ଯେପରି ତା ପିଠି ରେ ଏକ କୁନି କଇଁଛ ଥିବ I ଏହା ଦ୍ୱାରା ଆପଣ ଙ୍କ ର ସନ୍ତାନ ସୁଖ ଦୂର ହେଇଥାଏ I
3.କଇଁଛ ଏକ ଶାନ୍ତ ଜୀବ ଅଟେ I ଏହା କୁ ଘରେ ରଖିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହେଇଥାଏ I ଏବଂ ଆୟୁ ବୃଦ୍ଧି ହେଇଥାଏ I ଘରେ କଳି ଝଗଡା ହେଇ ନ ଥାଏ I ଘର ଓ ଅଫିସ ର ବାତାବରଣ ରେ ସକାରାତ୍ମକ ଉର୍ଜା ର ସଂଚାର ହେଇଥାଏ I
4.ଯଦି ଆପଣ ବ୍ୟବସାୟ ରେ ଅଧିକ ଲାଭ କରିବା କୁ ଚାହୁଁଛନ୍ତି ତେବେ ଆପଣ ଅଫିସ ର ଉତର ଦିଗ ରେ ଏକ କଳା ରଙ୍ଗ ର କଇଁଛ ରଖିବା ବହୁତ ଶୁଭ ହେଇଥାଏ I କିମ୍ବା ଚାକିରିଆ ଲୋକେ ନିଜ ରୁମ ର ଉତ୍ତର ଦିଗ ରେ ମଧ୍ୟ ଏପରି ଏକ କଳା ରଙ୍ଗ ର କଇଁଛ ରଖିପାରିବେ I
5.ଯେଉଁ ଲୋକ ଙ୍କ ର ରୋଜଗାର ନାହିଁ ସେମାନେ ଘରେ ଅସଲି କଇଁଛ ରଖିବା ଶୁଭ ହେଇଥାଏ | ଯଦି ଅସଲି ନ ରଖି ପାରନ୍ତି ତେବେ ଆପଣ ଏକ ପିତଳ ର କଇଁଛ ପ୍ରତିମୁର୍ତି ରଖିପାରିବେ |
6.କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବ ରୁ ଆପଣ ରୁପା ର ଏକ କଇଁଛ ସ୍ଥାପନା କରନ୍ତୁ I ପ୍ରତୋକ ନୂତନ କାର୍ଯ୍ୟ ଆରମ୍ଭ କରିବା ସମୟ ରେ ଆପଣ ଏହି ନୂତନ ଉପାୟ କୁ ଆପଣେଇ ପାରିବେ I
7.ଘର ର ଥିବା ବଡ଼ ହଲ ରେ ଯଦି ଆପଣ କଇଁଛ ରଖନ୍ତି ତେବେ ଘର ର ବାତାବରଣ ରେ ସକାରାତ୍ମକ ଉର୍ଜା ର ସଂଚାର ହେଇଥାଏ I