ଏହି ହିରୋଇନଙ୍କୁ ବିବାହ କଲେ ଜୀବନ ସାଥୀ ସିରିଏଲର ସତୀଶ (Udit), ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଆକ୍ଟର ଉଦୀତ୍ ଗୁରୁଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଗତ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଉଦୀତ୍ ଗୁରୁ। ଆସନ୍ତୁ ଜାଣିବା ସେ କେଉଁ ଓଡ଼ିଆ ହିରୋଇନ୍ ଙ୍କୁ ବିବାହ କରିଛନ୍ତି। ଓଲିଉଡର ଜବରଦସ୍ତ ଅଭିନେତା ଉଦୀତ୍ ଗୁରୁଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ।


ତାଙ୍କୁ ଆପଣମାନେ ବୋହୁତସାରା ସିନେମା, ସିରିୟଲ୍ ଓ ଯାତ୍ରାରେ ବି ଅଭିନୟ କରିଥିବାର ଦେଖିଥିବେ। ସେ ଅଧିକାଂଶ ସମୟ କମେଡିୟାନ ଓ ନେଗେଟିଭ କ୍ୟାରେକ୍ଟରରେ ଅଭିନୟ କରିଥାନ୍ତି। ତେବେ ବର୍ତ୍ତମାନ ଆପଣମାନେ ଉଦୀତ୍ ଗୁରୁଙ୍କୁ ଜୀବନସାଥି ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ।


ବର୍ତ୍ତମାନ ସମୟରେ ଉଦୀତ୍ ଗୁରୁଙ୍କ ବିବାହ ସମ୍ପନ୍ନ ହୋଇଯାଇଛି। ସେ ଭୁବନେଶ୍ୱରରେ ବିବାହ କରିଛନ୍ତି। ବିବାହରେ ସରକାରଙ୍କ ସମସ୍ତ ଗାଇଡଲାଇନ ମାନି ହୋଇଥିବାର ନଜର ଆସିଥିଲା। ଆଉ ଏଥିରେ ମାତ୍ର ୨୦-୨୫ ଜଣ ଲୋକ ସାମିଲ ଥିବାର ଦେଖା ଯାଇଥିଲା। କୋରୋନା କଟକଣାର ହେଉଥିବା ଏହି ବାହାଘରରେ ଓଲିଉଡର କୌଣସି ବି ସେଲିବ୍ରୀଟି ମାନେ ନଜର ଆସିନଥିଲେ ତେବେ ବନ୍ଧୁଗଣ ଆପଣମାନଙ୍କୁ ଉଦିତ ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ |