ଏହି ହିରୋଇନକୁ ବିବାହ କରିବେ କୁଆଁରି ବୋହୁ ସିରିଏଲରେ ଅଭିନୟ କରୁଥିବା Sai, ଦେଖନ୍ତୁ

ବନ୍ଧୁଗଣ ଆପଣମାନେ ତ କୁଆଁରୀ ବହୁ ସିରିଏଲ ରେ ଅଭିନୟ କରୁଥିବା ହିରୋ ସାଇଙ୍କୁ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ଆପଣମାନେ ବେଶ ପସନ୍ଦ ମଧ୍ୟ କରୁଥିବେ ତେବେ ସାଇଙ୍କର ଗାର୍ଲଫ୍ରେଣ୍ଡ କିଏ ଆପଣମାନେ ଜାଣିଛନ୍ତି କି ସାଇଙ୍କର ଗାର୍ଲଫ୍ରେଣ୍ଡ ହେଉଛନ୍ତି ସାରା | ସାଇ ପ୍ରକୃତ ଜୀବନରେ ସାରାକୁ ହିଁ ଭଲପାଆନ୍ତି ଓ ଏବେ ସୋସିଆଲ ମିଡିଆରେ ସାଇ ଏବଂ ସାରା କୁ ନେଇକି ଚର୍ଚା ଜୋର ଧରିଛି |


ସାଇଙ୍କର ପ୍ରକୃତ ନାମ ହେଉଛି ସୁମନ କୁମାର ତେବେ ସୁମନ ଓ ସାରାକୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି କାରଣ ସାଇ ତାଙ୍କ ଗାର୍ଲଫ୍ରେଣ୍ଡ କୁ ନେଇ ବହୁତ ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ସାରା ମଧ୍ୟ ସାଇଙ୍କୁ ନେଇ ତାଙ୍କ ଇନ୍ଷ୍ଟଗ୍ରାମ ରେ ଅନେକ ଗୁଡିଏ ଫୋଟୋ ପୋଷ୍ଟ କରିଛନ୍ତି ଯାହାକି ଏବେ ଖୁବ ଭାଇରଲ ହବାରେ ଲାଗିଛି ଓ ଲୋକମାନେ ମଧ୍ୟ ଏ ଦୁଇ ଯୋଡିକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି |


ବର୍ତମାନ ସମୟରେ ସାରା ମଞ୍ଜରୀ ଟିଭି ର ଏକ ଧାରାବାହିକରେ ଅଭିନୟ କରୁଛନ୍ତି ତେବେ ଆଗରୁ ସାରା ଅନେକ ଧାରାବାହିକରେ ଅଭିନୟ କରିଛନ୍ତି ଓ ସାଇ ଓ ସାରା ସୁଟିଂ ସେଟରୁ ହିଁ ତାଙ୍କ ପ୍ରେମ ଆରମ୍ଭ କରିଥିଲେ ସାରା କୁ ଆଗେ ପ୍ରେମ ହେଇଯାଇଥିଲା ଓ ତାପରେ ଦୁଇଜଣ ଏବେ ଡେଟ କରୁଛନ୍ତି |


ଆଗକୁ ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧିହେବେ ବୋଲି ସାରା କହିଛନ୍ତି ଏକ ସୂଚନା ଅନୁସାରେ ସାରା ଓ ସାଇ ଆଜି ନୁହେଁ ବହୁତ ପୂର୍ବରୁ ଦୁହେଁ ଡେଟ କରୁଛନ୍ତି | ତେବେ ସାଇ ଏବଂ ସାରା କେବେ ବିବାହ କରୁଛନ୍ତି ତାହା ଦେଖିବା ବାକିଅଛି ତେବେ ଆପଣମାନଙ୍କୁ ସାଇ ଏବଂ ସାରା ଙ୍କ ଯୋଡି କେମିତି ଲାଗେ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |