ନମସ୍କାର ଦର୍ଶକବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେଲେ ନୂଆ ବୋହୂ ଧାରାବାହିକରେ ଅଭିନୟ କରୁଥିବା ସୁମି ଅପା। ସେ କାହାକୁ ବାହାହେଲେ ଏବଂ କେବେ ବାହାହେଲେ ଆସନ୍ତୁ ଜାଣିବା | ଆପଣମାନେ ନୂଆ ବୋହୂ ଧାରାବାହିକ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ଦେଖିଥିବେ।
ନୂଆ ବୋହୂ ଧାରାବାହିକରେ ଅଭିନୟ କରୁଥିବା ସୁମି ଅପାଙ୍କୁ ମଧ୍ୟ ବୋହୁତ ଭଲ ଭାବରେ ଜାଣିଥିବେ। ସୁମି ଅପାଙ୍କ ଜବରଦସ୍ତ ଅଭିନୟ ପାଇଁ ସୁମି ଅପା ଖୁବ୍ ଲୋକ ପ୍ରିୟ ହୋଇପାରିଛନ୍ତି। ସୁମି ଅପା ଧାରାବାହିକରେ ଅଭିନୟ କରିବା ସହ ବୋହୁତସାରା ଆଲବମ୍ ମଧ୍ୟ କରିଛନ୍ତି।
ତାଙ୍କ ଆଲବମ୍ ଗୁଡ଼ିକ ମଧ୍ୟ ସୁପରହିଟ ହୋଇଥାଏ। ବର୍ତ୍ତମାନ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି କି ସୁମି ଅପା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁମି ଅପା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସତ ହେଲେ ରିୟଲ ଲାଇଫରେ ରିଲ ଲାଇଫରେ। ସୁଟିଂ ସମୟର କିଛି ଫଟୋ ସୁମି ଅପା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ସେୟାର କରିଥିଲେ।
ଯାହାକୁ ଦେଖି ଲୋକମାନେ ଭାବୁଛନ୍ତି କି ସୁମି ଅପା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁମି ଅପା ଆଗାମୀ ଦିନରେ କିଛିଟା ଚଳଚ୍ଚିତ୍ର ଏବଂ ଆଲବମ୍ କରିବାକୁ ଯାଉଛନ୍ତି ଯାହାର ଫଟୋ ସବୁ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସେ ପୋଷ୍ଟ କରିଛନ୍ତି। ଏହାକୁ ଦେଖି ସମସ୍ତେ ଭାବୁଛନ୍ତି କି ସୁମି ଅପା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ସୁମିଅପା ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ଏହି ହିରୋଙ୍କୁ ବାହା ହେଲେ ନୂଆ ବୋହୁ ସିରିଏଲ ଅଭିନେତ୍ରୀ Sumi Apa, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ
