ଏହି ହିରୋଙ୍କୁ ବିବାହ କରିବେ ନୁଆ ବୋହୁର Radhika, ଦେଖିଲେ ଝଟକା ଖାଇଯିବେ

ଦର୍ଶକବନ୍ଧୁ ଆପଣମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ନୂଆବୋହୂ ସିରିଏଲ ଟି ନିଶ୍ଚିତ ଭାବରେ ଦେଖୁଥିବେ ଓ ସେଥିରେ ଅଭିନୟ କରୁଥିବା ରାଧିକାଙ୍କୁ ବେଶ ଭଲଭାବେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ଦେଖିଥିବେ ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି ରାଧିକା |


ରାଧିକାଙ୍କ ଜବରଦସ୍ତ ଅଭିନୟ ପାଇଁ ନୂଆବୋହୂ ସିରିଏଲ ଟି ନଂ 1 ସିରିଏଲ ହୋଇପାରିଛି ଓ ଓଡ଼ିଶାର ଦର୍ଶକମାନେ ମଧ୍ୟ ଏ ସିରିଏଲ କୁ ବହୁତସାରା ଭଲପାଇବା ମଧ୍ୟ ଦେଇଛନ୍ତି ଓ ନୂଆବୋହୂ ସିରିଏଲ ରେ ସାତ୍ଵିକ ଓ ରାଧିକାଙ୍କ ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ କରିବା ସହ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି ଓ ଏ ଯୋଡିକୁ ଓଡିଶା ର ନଂ 1 ଯୋଡି ଭାବେ ଓଡ଼ିଶାର ଦର୍ଶକ ଜାଣନ୍ତି |


ତେବେ ଆଗାମୀ ଦିନମାନଙ୍କରେ ଦୁହେଁ ବିବାହ କରିବାର ସମ୍ଭାବନା ଅଛି ଓ ଦୁହେଁ ବିବାହ କରିବାକୁ ଯାଉଛନ୍ତି ତେବେ ଦର୍ଶକବନ୍ଧୁ ଆପଣଙ୍କୁ ସାତ୍ଵିକ ଓ ରାଧିକା ଙ୍କ ଅଭିନୟ କେମିତିଲାଗେ ଓ ସେମାନଙ୍କ ଯୋଡି ବା ସେମାନେ ଆଗାମୀ ଦିନରେ ଵିଵାହାକଲେ ଆପଣଙ୍କୁ କେମିତି ଲାଗିବ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |