ଏହି କାହାଣୀ ଶୁଣିବା ପରେ ଆପଣ ଜୀବନରେ କେବେ ଭୁଲ କରିବେ ନାହିଁ, Buddhaଙ୍କ ଜୀବନର ସତ୍ୟ ଘଟଣା…

ମଣିଷର ସବୁଠାରୁ ବଡ଼ ସମ୍ପତି କଣ ତାର ଧନ ନା ତାର ବଳ ତାର ଲୋକବଳ ନା ଆଉ କିଛି ଯଦି ଏସବୁ ତାର ବଡ଼ ସମ୍ପତି ତେବେ ଏସବୁ ପ୍ରାପ୍ତ କରି ସରିବାପରେ ବି ଲୋକ କାହିଁକି ଖୁସିରେ ନାହିଁ ଆପଣମାନେ ଭଲଭାବରେ ଜାଣିଛନ୍ତି କିଛି ଲୋକଙ୍କ ପାଖରେ ଅର୍ଥ ଅଛି କୀଟୁ ସେମାନେ ଦୁଃଖିତ କିଛି ଲୋକଙ୍କ ପାଖରେ ଲୋକବଳ ଅଛି କିନ୍ତୁ ତଥାପି ସେମାନେ ଚିନ୍ତିତ ସମ୍ପର୍କକୁ ଲିଭାଉ ଲିଭାଉ ସାରା ଜୀବନ ଚାଲି ଯାଉଛି ଅର୍ଥ ଆଜି ଅଛି କାଲି ନାହିଁ ତାହେଲେ ଏଅ ପ୍ରକୃତ ସମ୍ପତି ନୁହେଁ ଆକୁ ଆମେ ଭଲଭାବରେ ଜାଣିପାରୁଛନ୍ତି | ଜୀବନରେ ପ୍ରକୃତ ସମ୍ପତି ଆଉ କିଛି ଅଛି କେଉଁ ସମ୍ପତି କୁ ଆମେ ପ୍ରାପ୍ତ କରିବା ଦ୍ୱାରା ଆମେ ଜୀବନ ସାରା ପାଇଁ ଖୁସି ଆନନ୍ଦ ରେ ରହିପାରିବା ସେ ସମ୍ପତି କଣ ଆମେ ଜାଣିବା ଉଚିତ ପ୍ରତ୍ୟେକ ମଣିଷ ଏ ଜିନିଷ କୁ ବୁଝିବା ଉଚିତ |

ଦ୍ୱତୀୟ ରେ ହେଉଛି ମଣିଷ କାହଁକି ଭୁଲ କରେ କୋଉ ଲୋକମାନେ ଭୁଲ କରନ୍ତି ଯେଉଁମାନେ ମୂର୍ଖ ଲୋକ ଯଦି କୁରଖା ଲୋକ ଭୁଲ କରୁଛନ୍ତି ସେଇ ଜାଗାରେ ଗୋଟେ ପ୍ରଶ୍ନ ଆସୁଛି ଶିକ୍ଷିତ ଲୋକ କଣ ଭୁଲ କରୁ ନାହାନ୍ତି ଆମେ ମାନେ ସମାଜରେ ଦେଖୁଥିବେ ବହୁତ ଶିକ୍ଷିତ ଲୋକ ପାଠ ସାଥ ପଢି ମଧ୍ୟ ବହୁତ ଭୟଙ୍କର ଭୁଲ କରୁଛନ୍ତି ସମାଜରେ ନକାରାତ୍ମକ ଜିନିଷ ଫେଲଉଛନ୍ତି ଅନ୍ୟର ଅର୍ଥକୁ ଆତ୍ମସାତ କରୁଛନ୍ତି | ଆମ କର୍ମ କେମିତି ହେବ ଉଚିତ ଆମେ କଣ କରିବା ଦରକାର ଆଉ କଣ ନକରିବା ଦରକାର ସବୁବେଳେ ସେ ସମସ୍ତ ଜିନିଷ କୁ ଆପଣ ଜାଣିପାରିବେ ତେଣୁ ଏଇ ଶିକ୍ଷା ବିଷୟରେ ଶେଷ ପର୍ୟନ୍ତଆସନ୍ତୁ ଜାଣିବା |

ଏଇ କାହାଣୀ ଟି ହେଉଛି ବୁଦ୍ଧଦେବ ଙ୍କ ଜୀବନର ବୁଦ୍ଧଦେବ ପ୍ରତ୍ୟେକଦିନ ସଖାଳୁ ଆସନ୍ତି ତାଙ୍କ ଶିଷ୍ୟ ମାନଙ୍କୁ ସୁନ୍ଦର ସୁନ୍ଦର ଜ୍ଞାନ ଦିଅନ୍ତି ଶିକ୍ଷା ଦିଅନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାର ଜୀବନନର ତତ୍ୱକୁ ବବୁଝାନ୍ତି |ଧ୍ୟାନ ହେଉଛି ଅନୁଭବ ମଣିଷ ପାଖରେ ଦୁଇ ପ୍ରକାରର ଜ୍ଞାନ ଅଛି ଗୋଟେ ହେଉଛି ଶ୍ରବଣ ଆଉ ଗୋଟେ ଅନୁଭବ ଗୋଟେ ପଠନ ଆଉ ଗୋଟେ ଅନୁଭବ ଆମେ ପଢୁଛନ୍ତି କିନ୍ତୁ ଅନୁଭବ କରୁଛନ୍ତି ଅଲଗା ଅନୁଭବ କେବଳ ମେଡିସନ ଓ ସାଧନା ମାଧ୍ୟମରେ ଆସେ ପାଠ ପଢ଼ୁଥିବା ଲୋକ ହୁଏତ ଭୁଲ କରିପାରେ କିନ୍ତୁ ଯେଉଁଲୋକ ଧ୍ୟାନ କରୁଛି ସେ କେବେ ଭୁଲ କରେନା | ରଟିଏକ ଦିନ ସେ ତାଙ୍କର ଶିଷ୍ୟ ମାନଙ୍କୁ ଅମୁଲ୍ୟ ଜ୍ଞାନ ଶୁଣିବାକୁ ଦିଅନ୍ତି ଏବଂ ଅନୁଭବ କରେଇବା ପାଇଁ ମେଡିଟେସନ ସାଧନା କରାନ୍ତି |

ସେଦିନ ସଖାଳୁ ଆସି ବୁଦ୍ଧଦେବ ପହଁଚିଲେ ସମସ୍ତ ଶିଷ୍ୟମାନେ ବସିଥାନ୍ତି ଶ୍ରବଣ ସରିଲା ବାର୍ତାଳାବି ସରିଲା ଏବେ ସମସ୍ତେ ଧ୍ୟାନ କରିବେ ଧ୍ୟାନ କରିବାପାଇଁ ସମସ୍ତେ ଆସନ ସଜାଡି ବସିଲେ ସମସ୍ତେ ଧ୍ୟାନ ପାଇଁ ପ୍ରସ୍ତୁତି କରୁଥାନ୍ତି ସେ ସମୟରେ ଗୋଟେ ସୁନ୍ଦର ଦୃଶ୍ୟ ଘଟିଲା ବୁଦ୍ଧ ଦେବଙ୍କ ନାକ ପାଖରେ ଗୋଟେ କୀଟ ଏପଟ ସେପଟ ହୋଉଥାଏ କିଛି ସମୟରେ ସେଇ କୀଟ ଟି ବୁଦ୍ଧ ଦେବଙ୍କ ନକର ଅଗରେ ବସି ପଡିଲା ବୁଦ୍ଧଦେବ ତାକୁ ତୁରନ୍ତ ଗୋଡ଼େଇଦେଲେ ଯେମିତି ସାଧାରଣତଃ ଆମେ ହାତ ଉଠେଇ ଆମ ନାକରେ ଗୋଟେ ମାଛି ବସିଲେ ଗୋଡେଇ ଦିଅନ୍ତି ସେ ସେମିତି ଗୋଡ଼େଇଦେଲେ ତାକୁ ସମସ୍ତେ ଦେଖିଲେ କିନ୍ତୁ କିଛି ସମୟ ପରେ ଆଉ ଗୋଟେ ଦୃଶ୍ୟ ଘଟିଲା ବୁଦ୍ଧଦେବ ଚୁପ ଚାପ ବସିଥାନ୍ତି |

ହାତଟିକୁ ଧୀରେ ଧୀରେ ଉଠେଇଲେ ନିଜ ନାକ ପାଖକୁ ନେଲେ ଯେମିତି ମାଛି ଗୋଡ଼ାନ୍ତି ସେମିତି ଆଉ ଥରେ କଲେ କୀଟ କିନ୍ତୁ ଚାଲିଯାଇଛି ଏ ଦୃଶ୍ୟକୁ ଦେଖି ପ୍ରତ୍ୟେକ ଶିଷ୍ୟଙ୍କ ମନରେ କଥା ଆସିଲା ସେ କହିଲେ ଗୁରୁ ତ ପ୍ରଥମେ ମାଛି ବସିଥିଲା ତାକୁ ଗୋଡେଇ ସାରିଛନ୍ତି ପୁନର୍ବାର ସେହିଭଳି କର୍ମ କାହିଁକି କରୁଛନ୍ତି ଏବେ ମାଛି ନାହିଁ ଏବେ ପୁଣି ହାତ ଉଠାଉଛନ୍ତି ନାକ ପାଖକୁ ନେଉଛନ୍ତି ନାକ କାହାର କୀଟ ଘଉଡାଇବା ଭଳି କର୍ମ କରୁଛନ୍ତି ଏହି ସମସ୍ତ ଜିନିଷ ଶିଷ୍ୟମାନେ ଜାଣିବାକୁ ଚାହିଁଲେ କାରଣ ଗୁରୁଙ୍କର ପ୍ରତ୍ୟେକ କର୍ମ ପ୍ରତ୍ୟେକ ବାକ୍ୟ ପ୍ରତ୍ୟେକ ଶବ୍ଦର କିଛି ମହତ୍ତ୍ଵ ଅଛି। ଯଦି ମଜାରେ ଗୁରୁ କୌଣସି କର୍ମ କରୁଛନ୍ତି ତଥାପି ତା ପଛ ପଟରେ ଗୋଟିଏ ବିରାଟ ଅମୂଲ୍ୟ ଶିକ୍ଷା ଲୁଚି ରହିଥାଏ ତାକୁ ପ୍ରତ୍ୟେକ ମଣିଷ ଜାଣିବା ଉଚିତ୍। ଗୁରୁଙ୍କର ପ୍ରତ୍ୟେକ ଶବ୍ଦ ହେଉଛି ମୂଲ୍ୟବାନ। ସମସ୍ତେ ଚାହିଁଲେ ଜାଣିବା ପାଇଁ ଏହି ଜିନିଷକୁ ବୁଦ୍ଧ ସେତେବେଳେ କହିଥିଲେ ଛୋଟ କର୍ମଟିରେ ଗୋଟିଏ ବିରାଟ ଅମୂଲ୍ୟ କଥା ଲୁଚି ରହିଥାଏ ଆଉ ଏହି ଅମୂଲ୍ୟ ଶିକ୍ଷାକୁ ପ୍ରତ୍ୟେକ ମଣିଷ ଜାଣିବା ଉଚିତ୍।

ପ୍ରଥମେ କହିଲେ ମୋ ନାକରେ ଗୋଟିଏ ମାଛି ବସିଥିଲା ମୁଁ ତାକୁ ହାତ ଉଠାଇଲି ତୁରନ୍ତ ଘଉଡାଇ ଦେଲି ସେ ମତେ ଅସ୍ତବ୍ୟସ୍ତ କରୁଥିଲା। ଏଇଟା ହେଉଛି ଗୋଟିଏ ସାଧାରଣ କର୍ମ ଯାହାକୁ ପ୍ରତ୍ୟେକ ମନୁଷ୍ୟ କରେ ଆମର କେଉଁଠି ଆଘାତ ହେଲେ ତୁରନ୍ତ ଆମ ହାତ ସେଠାକୁ ଚାଲିଯାଏ, ଆମ କାନରେ ଯଦି କର୍କଶ ଶବ୍ଦ ଆସିଲା ତୁରନ୍ତ ଆମେ କାନ ବନ୍ଦ୍ କରିଦିଅନ୍ତି ଏହା ହେଉଛି ସ୍ଵୟଂ ଚଳିତ ପ୍ରତ୍ୟେକ ମଣିଷ ଏହାକୁ କରେ। ଦ୍ୱିତୀୟ କ୍ଷେତ୍ରରେ ମୁଁ କଣ କଲି ଧୀରେ ହାତ ଉଠେଇଲି ନାକ ପାଖକୁ ନେଲି ମାଛିଟିକୁ ଘୋଉଡେଇଲି ଯେତେବେଳେ କି ମାଛି ନାହିଁ ଏହାର ଅର୍ଥ ହେଉଛି ମୁଁ ପ୍ରଥମ ଥର ଯାହା କରିଥିଲି ବେହୋସ୍ ରେ କରିଥିଲି ଦ୍ଵିତୀୟରେ ହୋସ୍ ର ସହିତ ହାତ ଉଠେଇଲି ମୁଁ ଦେଖିଲି ନାକ ପାଖକୁ ନେଲି ମୁଁ ଦେଖିଲି ମାଛି ଘୋଉଡେଇଲି ମୁଁ ଦେଖିଲି।

ମୋର ଦ୍ୱିତୀୟ କର୍ମ କରିବା ଉଚିତ୍ ଥିଲା ଯେ ମୁଁ ଜଣେ ଆତ୍ମଜ୍ଞାନି ପୁରୁଷ ମୁଁ ଆତ୍ମଜ୍ଞାନ କୁ ଜାଣିଛି ଦ୍ୱିତୀୟ କର୍ମଟି ମୋ ଦ୍ଵାରା ହେବା ଉଚିତ୍ କିନ୍ତୁ ମୁଁ ଆପଣମାନଙ୍କୁ ଦେଖାଇବା ପାଇଁ ଏହି କାର୍ଯ୍ୟଟି କଲି ଯେ ପ୍ରତ୍ୟେକ ମଣିଷ କେମିତି କାର୍ଯ୍ୟ କରିଥାଏ ବେହୋସ୍ ରେ ଆଉ ଦ୍ୱିତୀୟ କାର୍ଯ୍ୟ ହେଇଛି ହୋସରେ। ମା ଦ୍ଵାରା ମାଛି କେମିତି ଘୋଉଡେଇବା ଉଚିତ୍ ମୋର କେତେ ଧର୍ଯ୍ୟ ଅଛି ମୋର କେତେ ହୋସ ଅଛି ମୋ ଶରୀରରେ ଯେଉଁସବୁ ଘଟଣା ଘଟୁଛି ତାକୁ ମୁଁ ଦେଖିକି କେମିତି ସମାପ୍ତ କରୁଛି ଶରୀର ହିସାବରେ ମୋ ମନ ମସ୍ତିଷ୍କ ହିସାବରେ ମୁଁ ଚାଲୁନାହିଁ ମୁଁ ମୋ ହିସାବରେ ମୁଁ ମୋ ହିସାବରେ ଶରୀର ମନ ମସ୍ତିଷ୍କକୁ ଚାଳନା କରୁଛି। ଯେଉଁ ଲୋକ ବେହୋସ୍ ରେ ରହେ ସେ ସବୁବେଳେ ଭୁଲ୍ କରେ ଯିଏ ହୋସରେ ରହେ ସେ ପ୍ରତ୍ୟେକ ଜିନିଷକୁ ନିରୀକ୍ଷଣ କରିପାରେ।

ବୁଦ୍ଧଦେବ ଯେତେବେଳେ ଆତ୍ମଜ୍ଞାନ ପ୍ରାପ୍ତ କଲେ ତାଙ୍କୁ ବୋହୁତ ଜ୍ଞାନୀ ପଣ୍ଡିତମାନେ ଆସି ତାଙ୍କୁ ପଚାରିଥିଲେ ଆପଣ ଏତେ ବର୍ଷ ତପସ୍ୟା କରିବା ପରେ ଆପଣ ଆତ୍ମଜ୍ଞାନି ହେଲେ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଆସିଲା ଆପଣ ଈଶ୍ୱରଙ୍କୁ ଦେଖିଲେ ସେ କହିଲେ ନା, ଏମିତି କିଛି ଅନୁଭବ କରିଲେ ଯାହା ସୃଷ୍ଟି ହେଲା ସେ କହିଲେ ନା, କହିଲେ ତାହେଲେ କଣ ହେଲା ସେ କହିଲେ ମୁଁ କେବଳ ହୋସରେ ଆସିଲି ମୋର ଜାଗରଣ ସୃଷ୍ଟି ହେଲା ମୁଁ ପ୍ରତ୍ୟେକ ଜିନିଷକୁ ବୁଝି ପାରିଲି ମୁଁ ଶରୀର, ମନ, ମସ୍ତିଷ୍କ ଏ ସଂସାରରେ କଣ ଘଟୁଛି ତାକୁ ମୁଁ ଜାଣି ପାରିଲି ମୁଁ ତାହାକୁ ହିଁ ପ୍ରାପ୍ତ କଲି ତାହାକୁ କୁହନ୍ତୁ ଆତ୍ମଜ୍ଞାନ, ହୋସ ପ୍ରତ୍ୟେକ ମୁହୂର୍ତ୍ତରେ ହୋସରେ ରହିବା।

ଗୋଟିଏ ମଣିଷ କେତେବେଳେ ଭୁଲ୍ କରେ ସେ ବେହୋସ୍ ରେ ଯେତେବେଳେ ଥାଏ ଆଜି ଯେଉଁ ଜ୍ଞାନୀ ବ୍ୟକ୍ତିମାନେ ଭୁଲ୍ କାମ ତାହାର ମାନେ ହେଉଛି ସେ ବେହୋସ୍ ରେ ଅଛନ୍ତି ସେମାନେ ତାଙ୍କର ମନ ମସ୍ତିଷ୍କ ଭିତରେ ଚାଲୁଛନ୍ତି ସେ ସେହି ହିସାବରେ କର୍ମ କରି ଯାଉଛନ୍ତି କିନ୍ତୁ ଯଦି ହୋସରେ ରହି ପାରନ୍ତେ ଯଦି ସେ ସବୁ ଜିନିଷକୁ ନିରୀକ୍ଷଣ କରି ପାରନ୍ତେ ଜୀବନରେ ଏମିତି ଘଟୁଛି ମୁ କଣ କରିବା ଉଚିତ ଯଦି ପ୍ରତ୍ୟେକ ଜିନିଷ ଜୀବନରେ ସମସ୍ୟା ହେଉ ବା ଖୁସି ଆନନ୍ଦ ମନୁଷ୍ୟର ଅନୁଭବ ହେଉଛି ସବୁଠୁ ବଡ ସମ୍ପତି ନିଜ ହୋସ ରେ ରହି କର୍ମ କରିବା ସବୁଠାରୁ ବଡ଼ କର୍ମ ତେଣୁ ମଣିଷର ସବୁଠୁ ବଡ଼ ସମ୍ପତି ତାର ହୋସ ବେହୋସ ହେଉଛି ତାର ସବୁଠୁ ବଡ଼ ଶତ୍ରୁ ଆଉ ହୋସ ହେଉଛି ତାର ସବୁଠୁ ବଡ଼ ସମ୍ପତି ଯେଉଁ ମଣିଷ ପ୍ରତ୍ୟେକ ମୁହୂର୍ତ୍ତରେ ଏ ବିଷୟରେ ଅବଗତ ଅଛି ସେ ଜୀବନରେ କେବେବି ଭୁଲ କରିବ ନାହିଁ ଏସବୁ ଯଦି ଆପଣ କରୁଛନ୍ତି ତେବେ ଆପଣଙ୍କ ଜୀବନ ନିର୍ଭୁଲ ଜୀବନରେ ପରିଣତ ହେବ |