ଆପଣ ମାନେ ନୂଆ ବୋହୂ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ। ଏହି ଧାରାବାହିକର ମୁଖ୍ୟ ଅଭିନେତ୍ରୀ ମିତାଳି ସର୍ଘରୀୟା ବା ରାଧିକାଙ୍କୁ ବୋହୁତ ଭଲ ଭାବରେ ଜାଣିଥିବେ। ରାଧିକା ଆଗାମୀ ଦିନମାନଙ୍କରେ ଏହି ସିରିୟଲଟିକୁ ଛାଡ଼ିବାକୁ ଯାଉଛନ୍ତି।
ଆସନ୍ତୁ ଏହାର ପ୍ରକୃତ କାରଣ ଜାଣିବା କଣ ପାଇଁ ରାଧିକା ଏହି ଧାରାବାହିକକୁ ଛାଡ଼ିବାକୁ ଯାଉଛନ୍ତି। ନୂଆ ବୋହୂ ଧାରାବାହିକର ରାଧିକା ଆଉ ସାତ୍ଵିକ୍ ଙ୍କ ଯୋଡି ଦର୍ଶକମାନଙ୍କୁ ବୋହୁତ ପସନ୍ଦ ଆସିଛି।
ସେମାନଙ୍କ ଯୋଡି ଯେମିତି ଅଭିନୟ ମଧ୍ୟ ସେମିତି। କିନ୍ତୁ ଆଗାମୀ ଦିନମାନଙ୍କରେ ଏହି ସିରିୟଲର ମୁଖ୍ୟ ଅଭିନେତ୍ରୀ ରାଧିକା ଏହି ସିରିୟଲଟିକୁ ଛାଡ଼ିବାକୁ ଯାଉଛନ୍ତି। ଏହି ସିରିୟଲଟିକୁ ଛାଡିବାର ମୁଖ୍ୟ କାରଣ ହେଉଛି ତାଙ୍କ ଫ୍ୟାମିଲି ପ୍ରୋବଲେମ୍। ମାନେ ଆଗାମୀ ଦିନମାନଙ୍କରେ ରାଧିକାଙ୍କର ବିବାହ ହେବାକୁ ଯାଉଛି।
ସେଥିପାଇଁ ସେ ଏହି ସିରିୟଲ ଦୁନିଆରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଓ ନିଜ ପରିବାର ସହ ସମୟ ବିତାଇବା ପାଇଁ ଚାହୁଁଛନ୍ତି। ଗତ କିଛି ଦିନ ହେଲା ସାତ୍ଵିକ୍ ମାନେ ଜଗଜିତ୍ ପାଲ୍ ଏହି ଧାରାବାହିକଟିକୁ ଛାଡିଦେଇଥିଲେ। ଏହାପରେ ଏହି ଧାରାବାହିକର TRP ବୋହୁତ ମାତ୍ରାରେ କମିଯାଇଥିଲା।
କାରଣ ଲୋକମାନେ ରାଧିକା ଓ ସାତ୍ଵିକ୍ ଯୋଡିକୁ ପସନ୍ଦ କରନ୍ତି ଯେହେତୁ ସାତ୍ଵିକ୍ ଏହି ଧାରାବାହିକଟିକୁ ଛଡିଦେଇଥିଲେ ସେଥିପାଇଁ ଲୋକମାନେ ଏହି ଧାରାବାହିକ ଦେଖୁ ନଥିଲେ। କିନ୍ତୁ କିଛି ଦିନ ପରେ ଜଗ ଜଗଜିତ୍ ପାଲ୍ ଙ୍କୁ ପୁଣିଥରେ ଡକାଯାଇଥିଲା ଏହାପରେ ସବୁକିଛି ଠିକ ହୋଇଯାଇଥିଲା। କିନ୍ତୁ ରାଧିକା ଏହି ଧାରାବାହିକ ଛାଡ଼ିବାପରେ କଣ ପ୍ରଭାବ ପଡିବ ଏହା ସମୟ ହିଁ କହିବ। ରାଧିକାଙ୍କ ବଦଳରେ ଡାଇରେକ୍ଟର ଦେବିକାଙ୍କୁ ନବା ପାଇଁ ଚାହିଁଛନ୍ତି।
ଏହି କାରଣ ପାଇଁ ନୁଆ ବୋହୁ ସିରିଏଲ ଛାଡିଦେଲେ Radhika, ପଦାକୁ ଆସିଲା ଏମିତି କଥା…
