ଆମେ ତ ଏହା ବହୁତ ଭଲ ଭାବରେ ଜାଣିଥିବା ଯେ ବଲିଉଡ ର ଦବଂଗ ହିରୋ ସଲମାନ ଙ୍କ ଜୀବନ ରେ ଅନେକ ଝିଅ ଆସିଛନ୍ତି I କିନ୍ତୁ ସେ ସବୁଠାରୁ ଯଦି ଅଧିକ କାହାରିକୁ ଭଲପାଇ ବସିଥିଲେ ତ ସେ ଆଉ କେହି ନୁହନ୍ତି ଅଭିନେତ୍ରୀ ଐଶ୍ୱରୀୟ ରାୟ ଏବଂ ପ୍ରେମ କାହାଣୀ ର ଶେଷରେ ଦୁହେଁ ଅଲଗା ହେଇଯାଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଦର୍ଶକେ ଏହା ଜାଣିପାରିନାହାନ୍ତି ଯେ କଣ ଥିଲା ସେ କାରଣ ଯେଉଁଥିପାଇ ସଲମାନ ତାଙ୍କ ପ୍ରେମ କୁ ପାଇପାରି ନ ଥିଲେ I
ଐଶ୍ୱରୀୟ ଙ୍କ ପରିବାର କୁ ଏ
କିନ୍ତୁ ଏହି ଦୁହିଁଙ୍କ ପ୍ରେମ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିନଥିଲା ଏବଂ ଏପରି ଏକ ଘଟଣା ଘଟିଗଲା କି ଦୁହିଁଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହେଇଗଲା I
ଏହି ଘଟଣା ଟି ଘଟିଥିଲା 2001 ମସିହାରେ ଦିନେ ରାତିରେ ସଲମାନ ଐଶ୍ୱରୀୟ ଙ୍କ ଘର ଦୁଆର ମୁହଁରେ ରାଗରେ ଆସି ଜୋର ଜୋର ରେ କବାଟ ବାଡ଼େଇବାକୁ ଲାଗିଲେ ଏବଂ ଐଶ୍ୱରୀୟ କବାଟ ନ ଖୋଲିବାରୁ ସେ 19 ମହଲରୁ ଦେଇ ଯିବାର ଧମକ ମଧ୍ୟ ଦେଇଥିଲେ I ସୁବାକୁ ମିଳୁଛି କି ସେ ସକାଳ 3 ତା ପର୍ଯ୍ୟନ୍ତ କବାଟ ବାଡ଼ଉଥିଲେ ଓ ଏହି କାରଣରୁ ତାଙ୍କ ହାତ ମଧ୍ୟ ଜଖମ ହେଇଯାଇଥିଲା I
ଏବଂ ଯେତେବେଳେ ସକାଳ 6 ଟା ରେ ଐଶ୍ୱରୀୟ କବାଟ ଖୋଲିଲେ ତ ସେ ଜାଣିବାକୁ ପାଇଲେ ଯେ ସଲମାନ ଙ୍କ ରାଗିରାଵ କାରଣ ହେଲା କି ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଐଶ୍ୱରୀୟ ସେ ସମୟରେ ଜଣେ ଟପ ଲେବଲ ର ଅଭିନେତ୍ରୀ ହେଇସାରିଥିଲେ I ତାଙ୍କର କ୍ୟାରିୟର ସେତେବେଳେ ତାଙ୍କ ପାଁଇ ମୁଖ୍ୟ ଥିଲା ବିବାହ ନୁହେଁ I
ଅନେକ ବର୍ଷ ପରେ ସଲମାନ ଏକ ସାକ୍ଷାତକାର ରେ ଦର୍ଶକ ଙ୍କୁ ଏହି ଘଟଣା ସମ୍ପର୍କ ରେ କହିଥିଲେ I
ଏବଂ ଐଶ୍ୱରୀୟ ମଧ୍ୟ ସେହିଦିନ ର ଘଟଣା କୁ ଅନେକ ବର୍ଷ ପରେ ମିଡ଼ିଆ ସାମ୍ନାରେ କହିଥିଲେ I ଏବଂ ସେ ଏହା ମଧ୍ୟ କହିଥିଲେ କି ଯେତେବେଳେ ଐଶ୍ୱରୀୟ ତାଙ୍କ ଫୋନ ଉଠାଉନଥିଲେ ତ ସଲମାନ ତାଙ୍କ ଘରକୁ ଆସି ତାଙ୍କ ସହ ଝଗଡା ମଧ୍ୟ କରନ୍ତି I
ଏହି ସବୁ ସଲମାନ ଙ୍କ କାର୍ଯ୍ୟକଳାପ ଐଶ୍ୱରୀୟ ଙ୍କୁ ପସନ୍ଦ ଆସିନଥିଲା ଯାହା ଫଳରେ କି ସେ ସଲମାନ ଙ୍କ ଠାରୁ ଦୁରେଇ ଯିବାକୁ ନିଷ୍ପତି ନେଇଥିଲେ I
ଏହି କାରଣ ପାଁଇ ଶେଷ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା ସଲମାନ ଓ ଐଶର୍ଯ୍ୟା ଙ୍କ ପ୍ରେମ କାହାଣୀ… ଏଥି ପାଇଁ ଏ ପର୍ଯ୍ୟନ୍ତ ବାହା ହେଇ ନାହାଁନ୍ତି ସଲମାନ
