ଏହି କାରଣ ପାଇଁ ସିନ୍ଦୁର ବିନ୍ଦୁ ସିରିଏଲ ଛାଡିଲେ Kamya.. ଜାଣିଲେ ଚକିତ ହେଇଯିବେ

ଦର୍ଶକବନ୍ଧୁ ତରଙ୍ଗର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ସିନ୍ଦୂରର ଅଧିକାର ସିରିୟଲ୍ କୁ ଛଡିଦେଇଛନ୍ତି ଏହାର ଖଳନାୟିକା କାମ୍ୟା ଯିଏ ହେଉଛନ୍ତି ଏଲି ପାଢ଼ୀ। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ କହିଛନ୍ତି କି ନିଜର କିଛି ପର୍ସନାଲ ଅସୁବିଧା କାରଣରୁ ସେ ଏହି ସିରିୟଲକୁ ଛଡ଼ିଦେଇଛନ୍ତି। ତେବେ କଣ ସେହି ପ୍ରୋବଲେମ୍ ଯାହାପାଇଁ ସିରିୟଲ ଛାଡ଼ିଲେ ଏଲି ପାଢ଼ୀ ଏବଂ ତାଙ୍କ ବଦଳରେ କେଉଁ ଅଭିନେତ୍ରୀ କରିବାକୁ ଯାଉଛନ୍ତି ଏହି ରୋଲ୍ ଆସନ୍ତୁ ଜାଣିବା।

ସିନ୍ଦୂରର ଅଧିକାର ଧାରାବାହିକ ଛାଡ଼ିବାକୁ ଯାଉଛନ୍ତି ଏହି ସିରିୟଲର ଖଳନାୟିକା କାମ୍ୟା ବା ଏଲି ପାଢ଼ୀ। ଆଜି ମତେ ବୋହୁତ ଭାରି ଭାରି ଲାଗୁଛି କାରଣ ମୁଁ ମୋର ବ୍ୟକ୍ତିଗତ କିଛି କାରଣ ପାଇଁ ଏହି ସିରିୟଲକୁ ଛାଡ଼ିବାକୁ ଯାଉଛି। ଏହା ଏକ ଅତି ସୁନ୍ଦର ଅନୁଭବ ଥିଲା। ଦୀର୍ଘ ୯ ମାସ ଧରି ମୁଁ ମୋ ଚରିତ୍ରକୁ କେତେ ନିଭାଇଛି ତାହା ମୁଁ ଜାଣିନି କିନ୍ତୁ ମତେ ଏହି ସିରିୟଲ ଅନେକ କିଛି ଶିକ୍ଷା ଦେଇଛି। ମତେ ଏହିଭଳି ଗୋଟିଏ ସୁଯୋଗ ଦେଇଥିବାରୁ ମୁଁ ତରଙ୍ଗ ଟିଭିକୁ ଧନ୍ୟବାଦ୍ ଜଣାଉଛି।

ଏବଂ ସବୁଠାରୁ ବଡ଼ ଧନ୍ୟବାଦ୍ ଜଣାଉଛି ମୋ ଫ୍ୟାନମାନଙ୍କୁ ଯେଉଁମାନେ ମତେ ସବୁବେଳେ ସପୋର୍ଟ କରୁଛନ୍ତି। ଏଇ କିଛି ଦିନ ତଳେ ନୂଆ ଘରେ ପ୍ରବେଶ କରିଥିଲେ ଏଲି, ତେବେ ସେହି ଘରଜନିତ ସମସ୍ୟା କାରଣରୁ ସେ ଏହି ଧାରାବାହିକ ଛାଡ଼ିବାକୁ ଯାଉଛନ୍ତି। ଯାହା ସୂଚନା ମିଳିଛି ତାଙ୍କ ବଦଳରେ ଏହି ସିରିୟଲ କରିବା ପାଇଁ ଯାଉଛନ୍ତି ଟୁଇଁକିଲ୍ ମିଶ୍ର।

ଯିଏକି ପୂର୍ବରୁ ତରଙ୍ଗ ଟିଭିର ଦୁର୍ଗ ଏବଂ ଜିସାର୍ଥକରେ ତୋ ପାଇଁ ମୁଁ ସିରିୟଲରେ ଅଭିନୟ କରି ସାରିଛନ୍ତି। ଏଲିଙ୍କ ବଦଳରେ ଏହି ଧାରାବାହିକ କରିବାକୁ ଯାଉଛନ୍ତି ଟୁଇଁକିଲ୍ ମିଶ୍ର। ଟୁଇଁକିଲ୍ ମଧ୍ୟ କହିଛନ୍ତି କି ସେ ମଧ୍ୟ ଦର୍ଶକମାନଙ୍କୁ ସେତିକି ଭଲପାଇବା ଦେବେ ଯେତିକି ଏଲି ଦେଉଥିଲେ।