ଏହି ଖାସ କାରଣରୁ ଯୁବତୀ ମାନେ ନିଜ ଠାରୁ ଛୋଟ ଯୁବକଙ୍କ ସହ ରଖିଥାନ୍ତି ସମ୍ବନ୍ଧ

ଆମ ଜୀବନଶୈଳୀ ରେ ପୁରୁଷ ମାନେ ନିଜ ବୟସ ର ଯୁବତୀ ଙ୍କ ସହ ସମ୍ବନ୍ଧ ରଖିବାକୁ ପସନ୍ଦ କରିଥାନ୍ତି I ଏହି ରିଲେସନସିପ କୁ ସାଙ୍ଗ ଙ୍କ ଠାରୁ ନେଇ ବିବାହ ପର୍ଯ୍ୟନ୍ତ ଲୋକେ ଏହା କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି I ତେବେ ଏହା ପଛ ରେ ବି ଏକ ତର୍କ ରହିଛି I

ପୁରୁଷ ମାନେ ଅଧିକ ଦାଇତ୍ୱବାନ ହେଇଥାନ୍ତି I ଏବଂ ସେମାନେ ଜାଣିଥାନ୍ତି କାହାକୁ କିପରି ହ୍ୟାଣ୍ଡେଲ କରିବେ I ପୁରୁଷ ଙ୍କ କହିବା ଅନୁସାରେ ମ୍ୟାଚର ମହିଳାମାନେ ଅଧିକ ଜ୍ଞାନୀ ହେଇଥାନ୍ତି I ଏବଂ ପୁରୁଷ ମାନେ ଅନେକ କ୍ଷେତ୍ର ରେ ନିଜ ଠାରୁ ଅଧିକ ବୟସ ର ମହିଳା ଙ୍କ ସହ ସମ୍ବନ୍ଧ ରଖିବାକୁ ପସନ୍ଦ କରିଥାନ୍ତି କାରଣ ଅଧିକ ବୟସ୍କ ମହିଳା ମାନେ ଅଧିକ କେୟାରିଙ୍ଗ ବି ହେଇଥାନ୍ତି I

ମ୍ୟାଚର ମହିଳା ମାନଙ୍କ ମାମଲା ରେ ପୁରୁଷ ମାନେ ଏପରି ଭାବିଥାନ୍ତି କି ସେମାନେ ଇମୋସନାଲ ରେ ଭାଙ୍ଗି ପଡନ୍ତି ନାହିଁ I ଏପରି ମହିଳାମାନେ ସବୁ ସିଚୁଏସନ ରେ ନିଜ କୁ ବାଲାନ୍ସ କରି ଚାଲିଥାନ୍ତି I

ଅନେକ କ୍ଷେତ୍ର ରେ ପୁରୁଷ ମାନେ ନିଜ ଠାରୁ 5 ରୁ 8 ବର୍ଷ ବଡ଼ ମହିଳା ଙ୍କ ସହ ବିବାହ କରିଥାନ୍ତି I କାରଣ ସେମାନେ ଜାଣିଥାନ୍ତି ଏପରି କ୍ଷେତ୍ର ରେ ମହିଳାମାନେ ସବୁ ପ୍ରକାର ର ସୁଖ ଦୁଃଖ ରେ ସାଥ ଦେବେ ଏବଂ ପରିବାର ଖୁସି ରେ ଆଗ କୁ ବଢାଇବା ରେ ସହାୟତା କରିବେ I