ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ପାଗଳ ହୋଇଗଲେ ଫ୍ୟାନ ମାନେ, ସୁରକ୍ଷା ପାଇଁ ଡାକିବାକୁ ପଡିଲା ୨୦୦ ବାଉଁଶର

ବଲିଉଡ ରେ ଅନେକ ଗ୍ଲାମର ଚର୍ଚା ରେ ରହିଥାନ୍ତି I ଏହିପରି ଅନେକ ଅଭିନେତା ଓ ଅନେକ ଅଭିନେତ୍ରୀ ବଲିଉଡ ଜଗତ ରେ ନିଜ ର ସୁନ୍ଦରତା କୁ ନେଇ ଲୋକପ୍ରିୟତା ହାସିଲ କରିଥାନ୍ତି I ଏହି କଳାକାର ମାନେ ନିଜ ର ଫ୍ୟାସନ କୁ ନେଇ ବେଶ ସଜାଗ ରହିଥାନ୍ତି I କିଛି ଷ୍ଟାର କଳାକାର ନିଜ ପାଖ ରେ କିଛି ବଡିଗାର୍ଡ ଙ୍କୁ ମଧ୍ୟ ରଖିଥାନ୍ତି I କାରଣ ଅନେକ ସମୟ ରେ ତାଙ୍କ ଜୀବନ ପ୍ରତି ବିପଦ ରହିଥାଏ I

କାରଣ ଅନେକ ସମୟ ରେ ପ୍ରଶଂସକ ଙ୍କ ର ଅତ୍ୟଧିକ ଭିଡ଼ କାରଣ ରୁ କଳାକାର ମାନେ ନାନା ସମସ୍ୟା ର ସମୁଖୀନ ହେଇଥାନ୍ତି I ବଲିଉଡ ର କିଙ୍ଗ ଖାଁ ହୁଅନ୍ତୁ କି ସଲ୍ମାନ ଖାଁ ନିଜ ପାଖ ରେ ଅଧିକ ସିକ୍ୟୁରିଟି ରଖିଥାନ୍ତି I ଯାହା ଦ୍ୱାରା କି କୌଣସି ସମସ୍ୟା ର ସମୁଖୀନ ଯେପରି ନ ହେବେ I ଆଜି ଆମେ ସାଉଥ ର ଏପରି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି ନିଜ ର ସୁରକ୍ଷ୍ୟ ପାଁଇ 200 ବାଉନସର ରଖିଥାନ୍ତି I

ଚିନ୍ତା କରନ୍ତୁ 200 ବାଉନସର ଏପରି ଏହି ଅଭିନେତ୍ରୀ ଏତେ ମାତ୍ରା ରେ ସୁରକ୍ଷ୍ୟ କର୍ମୀ ରଖିବା ର କାରଣ କଣ I ତେବେ କିଏ ଏହି ଅଭିନେତ୍ରୀ I ତେବେ ଆଜି ଆମେ ଏଠାରେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛେ ତାଙ୍କ ନାମ ନୟନତାରା ଅଟେ I ସେ ତାଙ୍କ ର ସୁନ୍ଦରତା କୁ ନେଇ ବେଶ ଅଧିକ ଲୋକପ୍ରିୟ ଅଟନ୍ତି I

ନୟନତାରା ଙ୍କୁ ପୁରା ଦେଶ ର ଲୋକେ ବେଶ ଅଧିକ ପସନ୍ଦ କରିଥାନ୍ତି I ଆଜିକା ସମୟ ରେ ନୟନତାରା ସବୁ ଲୋକ ଙ୍କ ର ପସନ୍ଦିତା ଅଭିନେତ୍ରୀ ହେଇଯାଇଛନ୍ତି I ବର୍ତମାନ ନୟନତାରା ରାଜସ୍ତାନ ରେ ଫିଲ୍ମ ୱେଲିଙ୍କରନ ର ସୁଟିଂ ରେ ବ୍ୟସ୍ତ ରହିଛନ୍ତି I ସୁଟିଂ ସମୟ ରେ ତାଙ୍କ ସହ କିଛି ଏପରି ଘଟଣା ଘଟିଯାଇଥିଲା ଯାହା କୁ ନେଇ ସେ ବେଶ ଚର୍ଚା ରେ ରହିଥିଲେ I କାରଣ ସୁଟିଂ ସମୟ ରେ ସେଠାରେ ବହୁତ ମାତ୍ରା ରେ ଦର୍ଶକେ ପହଂଚି ଯାଇଥିଲେ I ତେଣୁ ଫିଲ୍ମ ମେକର ତାଙ୍କ ପାଁଇ 200 ଜଣ ସୁରକ୍ଷ୍ୟା କର୍ମୀ ରଖିଥିଲେ I

ନୟନତାରା ରଜନୀକାନ୍ତ ଙ୍କ ର ସୁପରହିଟ ଫିଲ୍ମ ଚନ୍ଦ୍ରମୁଖୀ ରେ ବେଶ ସୁନ୍ଦର ଅଭିନୟ କରିଥିଲେ I ସେ ପ୍ରଭୁଦେବା ଙ୍କ ସହ ବିବାହ କରିବା କୁ ନିଜ ର ଈସାଈ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ I

ତାଙ୍କ ର ଅସଲିନାମ ଡାୟନା ମରିଯମ କୁରିଆନ ଅଟେ I ତାଙ୍କ ବିଷୟ ରେ ବହୁତ କମ ଲୋକେ ହିଁ ଜାଣିଛନ୍ତି I ଆଜିକା ସମୟ ରେ ତାଙ୍କ ଲୋକପ୍ରିୟତା ବେଶ ଅଧିକ ରହିଛି I