ବନ୍ଧୁଗଣ ଲିପି ମହାପାତ୍ର ଙ୍କୁ ତ ଆପଣମାନେ ବହୁତ ଭଲଭାବେ ଜାଣିଥିବେ ଓ ତାରାତାରିଣୀ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟକୁ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ଏହି ସିରିଏଲ ଟି ସରିବା ପରେ ତାରାତାରିଣୀ ର ଏହି ଅଭିନେତ୍ରୀ ଲିପି ଆଉ କୌଣସି ସିରିଏଲ ରେ କାମ କରୁନାହାନ୍ତି କିନ୍ତୁ ଆଗାମୀ ଦିନ ମାନଙ୍କରେ ତାଙ୍କର ଗୋଟେ ନୂଆ ସିରିଏଲ ଆସିବାକୁ ଯାଉଛି ତେବେ ଫ୍ରେଣ୍ଡ୍ସ ଏ ସିରିଏଲ ଟି କେଉଁ ଚାନେଲ ପ୍ରସାରିତ ହେବ ଓ ଏହାର ଟାଇମିଙ୍ଗ କଣ ରହିଛି ଓ ଏ ସିରିଏଲ ର ବିଷୟ ବସ୍ତୁ କଣ ରହିବ ଆସନ୍ତୁ ଜାଣିବା ସମ୍ପୂର୍ଣ ବିବରଣୀ |
ତ ଫ୍ରେଣ୍ଡ୍ସ ଆପଣମାନେ ତାରାତାରିଣୀ ସିରିଏଲ ତ ନିଶ୍ଚିତ ଭାବରେ ଦେଖୁଥିବେ ତାରାତାରିଣୀ ସିରିଏଲ ର 1000 ଏପିସଡ ପୂରଣ ହେଇଗଲା ପରେ ଏ ସିରିଏଲ ଟି କୁ ବନ୍ଦ କରା ଦିଆଯାଇଥିଲା ଓ ଏସିରିଏଲ ବଦଳରେ ତାରିଣୀ ଆଖିରେ ତାରା ନୂଆ ସିରିଏଲ ନା ଦିଆଯାଇଥିଲା ଓ ଏ ସିରିଏଲ ର ସମସ୍ତ ପୁରୁଣା ଆକ୍ଟର ଓ ଆକ୍ଟ୍ରେସ ମାନେ ଏ ସିରିଏଲ କୁ ଛାଡିଦେଇଥିଲେ ଓ ଏଠି ସହିତ ଲିପି ମଧ୍ୟ ଏ ସିରିଏଲ କୁ ଛାଡିଦେଇଥିଲେ |
ବର୍ତମାନ ସମୟରେ ନୂଆ କଳାକାର ମାନଙ୍କୁ ନେଇ ତାରିଣୀ ଆଖିରେ ତାରା ସିରିଏଲ ଟି ଆଗକୁ ଚାଲିଛି ଓ ଲିପି ବର୍ତମାନ କୌଣସି ସିରିଏଲ ରେ ଅଭିନୟ କରୁନାହାନ୍ତି ତେବେ ଆଗାମୀ ଦିନ ମାନଙ୍କରେ ତାଙ୍କୁ ଏକ ନୂଆ ସିରିଏଲ ରେ ଅଭିନୟ ପାଇଁ ଅଫର ମିଳିଛି ଓ ଏ ସିରିଏଲ ଟି ଆପଣମାନେ ମଞ୍ଜରୀ ଚ୍ୟାନେଲ ରେ ଦେଖିବାକୁ ପାଇବେ ତେବେ ବହୁତ ଶୀଘ୍ର ଲିପି ଏ ନୂଆ ସିରିଏଲ ରେ ଜବରଦସ୍ତ ଅଭିନୟ କରିବାକୁ ଯାଉଛନ୍ତି |
ଏହାର ବିଷୟ ବସ୍ତୁ ପାରିବାରିକ ଘଟଣା କୁ ନେଇ ରହିଛି ଯାହାକି ମଞ୍ଜରୀ ସିରିଏଲ ରେ ଆଗାମୀ ଦିନମାନଙ୍କରେ ଦେଖିବାକୁ ପାଇବେ ତେବେ ବନ୍ଧୁଗଣ ଆପଣଙ୍କୁ ଲିପିଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ଏହି ନୁଆ ଓଡ଼ିଆ ସିରିଏଲ ରେ ଅଭିନୟ କରିବେ ତାରିଣୀ ବା Lipi Mohapatra… ଦେଖନ୍ତୁ
