ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଏହି ପୋଷ୍ଟରେ କଥା ହେବା ଆମ ଓଡ଼ିଆ ଷ୍ଟାର ମାନଙ୍କ ବିଷୟରେ ଯେଉଁମାନେ କି ଦୁଇ ଦୁଇଥର ବିବାହ କରିଛନ୍ତି | ତେବେ ଏହି ଲିଷ୍ଟରେ ଅନେକ ବଡ ବଡ ଷ୍ଟାର ମାନଙ୍କ ନାମ ରହିଛି | ଯାହାଙ୍କ ନା ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ | ତେବେ ଚାଲନ୍ତୁ ଆରମ୍ଭ କରିବା
ସବ୍ୟସାଚୀ ମିଶ୍ର- ସବ୍ୟସାଚୀ ପ୍ରଥମେ ୨୦୦୮ ରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ ଏବଂ ପରେ ୨୦୧୫ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।
ଏହାପରେ ସବ୍ୟସାଚୀ ତାଙ୍କର ପ୍ରେମିକା ଅର୍ଚ୍ଚିତା ସାହୁଙ୍କୁ ୨୦୨୧ ମସିହାରେ ଦିତ୍ଵୀୟ ବିବାହ କରିଥିଲେ।
ସିଦ୍ଧାନ୍ତ ମହାପାତ୍ର- ସିଦ୍ଧାନ୍ତ ୨୦୦୩ ମସିହାରେ ରଚନା ବାନାର୍ଜୀଙ୍କୁ ବିବାହ କରିଥିଲେ ଏବଂ ପରେ ୨୦୦୪ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।
ଏହାପରେ ସିଦ୍ଧାନ୍ତ ୨୦୦୪ ମସିହାରେ ମାମା ମିଶ୍ରଙ୍କୁ ଦୀତ୍ୱିୟ ବିବାହ କରିଥିଲେ।
ଚନ୍ଦନ କର – ଚନ୍ଦନ ୨୦୦୭ ମସିହାରେ ଶ୍ରୀଦେବୀ ମିଶ୍ରଙ୍କୁ ବିବାହ କରିଥିଲେ ଓ ପରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।
ଏହାପରେ ଚନ୍ଦନ ଗୀତା କରଙ୍କୁ ଦୀତ୍ଵିୟ ବିବାହ କରିଥିଲେ।
ରଚନା ବାନାର୍ଜୀ – ରଚନା ୨୦୦୩ ମସିହାରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରେମ ବିବାହ କରିଥିଲେ ଓ ପରେ ୨୦୦୪ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।
ଏହାପରେ ରଚନା ୨୦୦୭ ମସିହାରେ ପ୍ରବାଲ୍ ବାଜ୍ ଙ୍କୁ ଦ୍ଵିତୀୟ ବିବାହ କରିଥିଲେ।
ଅନୁ ଚୌଧୁରୀ- ଅନୁ ଚୌଧୁରୀ ୨୦୦୬ ମସିହାରେ ପ୍ରଥମେ ସନ୍ଦିପ୍ ମିଶ୍ରଙ୍କୁ ବିବାହ କରିଥିଲେ ଏବଂ ୨୦୦୮ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।
ଏହାପରେ ଅନୁ ଚୌଧୁରୀ ତାଙ୍କର ପେମିକ ବିଶାଳ ବର୍ମାଙ୍କୁ ୨୦୧୦ ମସିହାରେ ଦ୍ଵିତୀୟ ବିବାହ କରିଥିଲେ।
ପ୍ରିୟା ଚୌଧୁରୀ – ପ୍ରିୟା ଚୌଧୁରୀ ପ୍ରଥମେ ୨୦୧୩ ମସିହାରେ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ବିବାହ କରିଥିଲେ |
ଏବଂ ପରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ତାପରେ ସେ କୁସନ କୁମାରଙ୍କୁ ଦ୍ଵିତୀୟ ବିବାହ କରିଥିଲେ।
ଏହି ଓଡ଼ିଆ Celebrity ମାନେ କରିଛନ୍ତି ଦୁଇ ଦୁଇଥର ବିବାହ, 5 ନମ୍ବର ନା ଜାଣିଲେ ଝଟକା ଖାଇଯିବେ
