ଏପରି ତ ଆଇଏଏସ ଇଣ୍ଟରଭିୟୁ ସମୟ ରେ ପଚରାଯାଇଥିବା ପ୍ରଶ୍ନ ର ଉତ୍ତର ବହୁତ କଷ୍ଟକର ହେଇଥାଏ I ତେବେ ଆଜି ଆମେ ଆପଣ ଙ୍କୁ କିଛି ଆଶ୍ଚଯ୍ୟକର ପ୍ରଶ୍ନ ଉତ୍ତର ବିଷୟ ରେ କହିବା କୁ ଯାଉଛୁ I ଏହି ପ୍ରଶ୍ନ ପଚାରିବା ର କାରଣ ପ୍ରତିଯୋଗୀ ଙ୍କ ର ମାନସିକତା ର ଯାଞ୍ଚ କରିବା I
ଏହି ପ୍ରଶ୍ନ ର ଉତ୍ତର ଆଧାର ରେ ସାମ୍ନା ରେ ଥିବା ବ୍ୟକ୍ତି କଣ ଚିନ୍ତା କରୁଛି ଏହା ମଧ୍ୟ ଜଣାଯାଇଥାଏ I ତେବେ ଆଜି ଆମେ ଏହି ଆର୍ଟିକିଲ ରେ କିଛି ଏପରି ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା I କିଛି ପ୍ରଶ୍ନ ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I ଏହି ପ୍ରଶ୍ନ ଆଧାର ରେ ହିଁ ପ୍ରଯୋଗୀ ଙ୍କ ର ଦକ୍ଷତା ଓ ଯୋଗ୍ୟତା ନିର୍ଧାରିତ କରାଯାଇଥାଏ I
1.ପ୍ରଶ୍ନ – ପ୍ରଥମେ ପ୍ରଶ୍ନ ରେ ପଚରାଯାଇଥିଲା କି ଚକାର ଆବିଷ୍କାର ହେଲା ତ କଣ ହେଲା ?
ଉତ୍ତର – ସାଧାରଣ କଥା ଚକାର ଆବିଷ୍କାର ହେଲା ଯଦି ଯୁଧ୍ୟ ତ ହେଇ ନ ଥିବ | ତେଣୁ ଏକ କ୍ରାନ୍ତିର ଧାରା ଆରମ୍ଭ ହେଇଥିଲା | ତେଣୁ ଏହାର ଉତ୍ତର କ୍ରାନ୍ତି ହେବ |
2.ପ୍ରଶ୍ନ -ଏପରି ପ୍ରଶ୍ନ ଶୁଣି କୌଣସି ବ୍ୟକ୍ତି ମଧ୍ୟ ରାଗିଯିବେ | ଏହି ପ୍ରତିଯୋଗୀ ଯେପରି ଉତ୍ତର ଦେଇଥିଲେ ସବୁ ଲୋକେ ଆଶ୍ଚଯ୍ୟ ହେଇଥିଲେ | ପ୍ରଶ୍ନ କି ଯଦି ଆପଣ ଙ୍କ ମା ଙ୍କୁ ମୁ ବେସ୍ୟା କହିବି ତ କଣ ହେବ ?
ଉତ୍ତର – ଏହି ଉତ୍ତର ରେ ଏହି ପ୍ରତିଯୋଗୀ ଟିକେ ହସିଦେଇଥିଲେ, ଏବଂ ଉତ୍ତର ରେ କହିଥିଲେ ତାହେଲେ ମୋ ବାପା ହିଁ ତାଙ୍କର ଏକମାତ୍ର ଗ୍ରାହକ ହେଇଥିବେ | ଏବଂ ପ୍ରତିବଦଳ ସେ ତାଙ୍କୁ ଅଧିକ ପ୍ରେମ ଦେବେ |
3.ପ୍ରଶ୍ନ – ଆପଣଙ୍କ ପାଖ ରେ ଦୁଇଟି ଗାଈ ଅଛି ଓ ଚାରିଗୋଟି ଛେଳି ରହିଛି ତେବେ କୁହନ୍ତୁ ଆପଣଙ୍କ ପାଖରେ ମୋଟ କେତେଟି ଗୋଡ଼ ରହିଛି ?
ଉତ୍ତର – ମନୁଷ୍ୟର ଗୋଡ଼ ତ ଦୁଇଟି ହିଁ ଥାଏ ଅବଶ୍ୟ ଏଠି କିଛି ଲୋକ ଛେଳି ଗାଈର ଗୋଡ କୁ ବି ଯୋଡି ଦେବେ କିନ୍ତୁ ଏହାର ସଠିକ ଉତ୍ତର ହେଉଛି ଦୁଇଟି ଗୋଡ |
4.ପ୍ରଶ୍ନ – ଭଗବାନ ରାମ ପ୍ରଥମ ଦୀପାବଳି କେଉଁଠାରେ ପାଳନ କରିଥିଲେ ?
ଉତ୍ତର – କିଛି ଲୋକେ ଉତ୍ତର ରେ ଅଯୋଧ୍ୟ୍ୟ କହିଥାନ୍ତି | କିନ୍ତୁ ଜାଣିରଖନ୍ତୁ କି ଦୀପାବଳି ପର୍ବ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଦ୍ୱାରା ନରକାସୁର ର ବଦ୍ଧ ଖୁସିରେ ପାଳନ କରାଯାଇଥିଲା I ପ୍ରଭୁ ରାମ ଙ୍କ ର ଜନ୍ମ ପରେ ହିଁ ଶ୍ରୀ କୃଷ୍ଣ ଙ୍କ ର ଜନ୍ମ ହେଇଥିଲା ଏହି କାରଣ ରୁ ପ୍ରଭୁ ରାମ ଚନ୍ଦ୍ର ପ୍ରଥମ ଦୀପାବଳି ପାଳନ କରି ନାହାନ୍ତି |
ଏହିପରି ଅନେକ ପ୍ରଶ୍ନ ଓ ଉତ୍ତର ଯାହା କି ଆଇଏଏସ ପରୀକ୍ଷ ରେ ଆପଣ ଙ୍କ ର ସହାୟତା ରେ ଆସିପାରେ I