କଣ ଆପଣଙ୍କୁ ଏହା ଜଣା ଅଛି କି ରାଶି ଅନୁଯାୟୀ, କାହାର ସେ-କ୍ସ ପ୍ରତି କେତେ ଆଗ୍ରହ ତାହା ଜଣା ପଡିପାରେ? ଯଦିଓ ଆପଣ ଏହା ଶୁଣି ଅଜବ ଅନୁଭବ କରୁଥିବେ, କିନ୍ତୁ ଏହା ସତ ଅଟେ | ଯେପରି ରାଶିଫଳର ତାରାମାନେ ମାନବ ବ୍ୟକ୍ତିତ୍ୱର ରହସ୍ୟ ପ୍ରକାଶ କରନ୍ତି, ସେହିଭଳି ତାରାମାନେ ମଧ୍ୟ ମନୁଷ୍ୟର ସେ-କ୍ସ ଜୀବନ ବିଷୟରେ ଅନେକ କିଛି କହିଥାନ୍ତି | ଆଜି ଆମେ ଆପଣଙ୍କୁ ସେହି ରାଶିର ଲୋକ ମାନଙ୍କ ସମ୍ପର୍କରେ କହିବୁ ଯେ ସେ-କ୍ସ ପ୍ରତି ବହୁତ ଅଧିକ ରୁଚି ରଖିଥାନ୍ତି
ଏ ହେଉଛି ସେ ରାଶି ସବୁ
ମେଷ
ମେଷ ରାଶିର ରେ ଅନ୍ୟ ଲୋକଙ୍କୁ ନିଜ ଆଡକୁ ଟାଣିବା ଏବଂ ସେମାନଙ୍କୁ ମଦହୋସ କରିବାର କଳା ରହିଛି | ଏହି ଲୋକମାନଙ୍କର ଏକ ଭିନ୍ନ ପ୍ରକାରର କାମୁକ ରହିଛି | ଏହି ଲୋକମାନଙ୍କୁ ସେ-କ୍ସ ସମୟରେ ନିଜ ସାଥୀକୁ ନିୟନ୍ତ୍ରଣରେ ରଖିବାକୁ ପସନ୍ଦ କରନ୍ତି | ଏହି ରାଶିର ଲୋକମାନଙ୍କ ଠାରେ ଯେଉଁ ପ୍ରକାରର ଉତ୍ସାହ ଦେଖାଯାଏ, ତାହା ଅନ୍ୟ କୌଣସି ରାଶିର ଲୋକଙ୍କଠାରେ ନାହିଁ | ଏହି ଲୋକମାନଙ୍କର ମଧ୍ୟରେ ସେ-କ୍ସ ପ୍ରତି ବହୁତ ଆଗ୍ରହ ଥାଏ |
ବୃଷ
ବୃଷ ରାଶିର ଲୋକମାନେ ବହୁତ କାମୁକ ହୋଇଥାନ୍ତି| ଏହି ରାଶିର ଲୋକମାନଙ୍କୁ ଫୋର-ପ୍ଲେ ବହୁତ ଅଧିକ ପସନ୍ଦ ଆସିଥାଏ | ଏହି କାରଣରୁ ଏହି ରାଶିର ଲୋକମାନଙ୍କୁ ଭଲ ସେ-କ୍ସ ପାର୍ଟନର ବୋଲି ବିବେଚନା କରାଯାଏ | ଏହି ଲୋକମାନେ ସେ-କ୍ସ କୁ ବହୁତ ରୋଚକ କରିଦିଅନ୍ତି ଏବଂ ବହୁତ ରୋମାଣ୍ଟିକ ବି ହୋଇଥାନ୍ତି |
କର୍କଟ
କର୍କଟ ରାଶିର ବ୍ୟକ୍ତିମାନେ ନିଜ ସାଥୀ ଅପେକ୍ଷା ନିଜ ସନ୍ତୋଷର ଅଧିକ ଯତ୍ନ ନିଅନ୍ତି | ଆପଣଙ୍କୁ କହି ରଖୁ କି ଏହି ରାଶି ମାନଙ୍କର ସବୁଠାରୁ ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ହେଉଛି ଛାତିର ଅଂଶ | ଏହି ଲୋକମାନେ ଯେ କୌଣସି ସମୟରେ ନିଜ ସାଥୀ ସହିତ ଅନ୍ତରଙ୍ଗ ହୋଇପାରନ୍ତି |
ସିଂହ
ସିଂହ ରାଶିର ଲୋକମାନେ ବହୁତ ସେ-କ୍ସଇ ହୋଇଥାନ୍ତି ଭଲ ଏଥିପାଇଁ ଏମାନେ ନିଜର ସାଥୀଙ୍କୁ ବୋହୁତ ଆକର୍ଷିତ କରିଥାନ୍ତି | ଏହି ଲୋକମାନେ ନିଜର ସାଥି ଙ୍କୁ ନିଜର ଗୁପ୍ତ ଅଙ୍ଗ ଦେଖାଇ ଉତ୍ତେଜିତ କରି ଦେଇଥାନ୍ତି| ସେ-କ୍ସ ମାମଲାରେ ଏମାନେ ବହୁତ ଆତ୍ମବିଶ୍ୱାସୀ ହୋହିଥାନ୍ତି |