ପୃଥିବୀ ରେ ଯେଉଁ ବ୍ୟକ୍ତି ଙ୍କ ର ଜନ୍ମ ହେଇଚି ସେହି ବ୍ୟକ୍ତି ଙ୍କ ର ମୃତ୍ୟୁ ବି ସୁନିଶ୍ଚିତ ଅଟେ I ଜନ୍ମ ଓ ମୃତ୍ୟୁ ନିରାଟ ସତ୍ୟ ଅଟେ I ତେବେ ମୃତ୍ୟୁ ଦୁଇ ପ୍ରକାର ର ହେଇଥାଏ ପ୍ରାକୃତିକ ମୃତ୍ୟୁ ଓ ଆକସ୍ମିକ I ଯେଉଁ ବ୍ୟକ୍ତି ଅଧିକ ବୟସ ହେବ ପରେ ମୃତ୍ୟୁବରଣ କରିଥାନ୍ତି ତାଙ୍କୁ ପ୍ରାକୃତିକ ମୃତ୍ୟୁ କୁହାଯାଇଥାଏ ଏବଂ ଯେଉଁ ବ୍ୟକ୍ତି ଙ୍କ ର ଅଚାନକ ମୃତ୍ୟୁ ହେଇଥାଏ କୌଣସି ଦୁର୍ଘଟଣା ରେ ସେହି ମୃତ୍ୟୁ କୁ ଆକସ୍ମିକ ମୃତ୍ୟୁ କୁହାଯାଇଥାଏ I
ଆଜି ଆମେ ଆପଣ ଙ୍କୁ କିଛି ଏପରି କାରଣ ବିଷୟ ରେ କହିବାକୁ ଯାଉଛୁ ଯାହା କି ଆକସ୍ମିକ ମୃତ୍ୟୁ ର କାରଣ ପଳାଇଥାଏ I ଯେଉଁ ବ୍ୟକ୍ତି ଙ୍କ ର ସମୟ ପୂର୍ବ ରୁ ମୃତ୍ୟୁ ହେଇଥାଏ ସେହି ମୁର୍ତ୍ୟୁ କୁ ଆକସ୍ମିକ ମୃତ୍ୟୁ କୁହାଯାଇଥାଏ I
ତେବେ ଏକ ଉତ୍ତମ ଆୟୁ ଓ ମାନସିକ ଓ ଶାରୀରିକ ସୁସ୍ଥତା ପାଁଇ ତାର କିଛି କର୍ମ ହିଁ ଏହି ଦୀର୍ଘାୟୁ ପ୍ରଦାନ କରିଥାଏ I ଯେପରି ବଡ଼ ଙ୍କ ର ସଂମାନ କରିବା ଆଦି କାର୍ଯ୍ୟ ରୁ ମନୁଷ୍ୟ ଦୀର୍ଘାୟୁ ପାଇଥାଏ I
ଆପଣ ଦେଖିଥିବେ ଯେତେବେଳେ ଆମେ କୌଣସି ବଡ଼ ଙ୍କ ର ସଂମାନ କରିଥାଉ ଆମେ ଅଶରିବାଦ ପାଇଥାଉ ଏବଂ ଏହା ଆମ ପାଁଇ ବରଦାନ ସଦୃଶ ଅଟେ I
ଶାସ୍ତ୍ର ଅନୁସାରେ ଯେଉଁ ଲୋକେ ବଡ଼ ଲୋକ ଙ୍କ ର ଅନାଦର କରିଥାନ୍ତି ଏବଂ ବଡ଼ ଙ୍କ ର ସଂମାନ କରି ନ ଥାନ୍ତି ସେପରି ଲୋକ ଙ୍କ ର ର୍ମୁତ୍ୟୁ ଶୀଘ୍ର ହେଇଯାଇଥାଏ I
ମନୁଷ୍ୟ ନିଜ ର ଶତ୍ରୁ ଓ ମିତ୍ର ଉଭୟ ହେଇଥାଏ , ତେଣୁ ଯେଉଁ ଲୋକେ ନିଜ ଠାରୁ ବଡ଼ ଙ୍କ ର ଆସାନମାନ କରିଥାନ୍ତି ତାଙ୍କ ର ମୃତ୍ୟୁ ଖୁବ ଶୀଘ୍ର ହେଇଯାଇଥାଏ I
ମନୁଷ୍ୟ ର ମସ୍ତିଷ୍କ ରେ ବ୍ୟକ୍ତିତ୍ୱ ଲୁଚିରହିଥାଅ I ଜଣେ ବ୍ୟକ୍ତି ସେହିପରି ଜୀବନ ଅତିବାହିତ କରିଥାନ୍ତି ଯାହା ସେ ଚାହିଁଥାନ୍ତି I ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ର କହିବା ଅନୁସାରେ କେବେ ହେଲେ ନିଜ ର ଜୀବନ ଅତିବାହିତ କରନ୍ତି ନାହିଁ I
ତେବେ ଯେଉଁ ଲୋକେ ନିଜ ଠାରୁ ବଡ଼ ସଂଥ ମହାତ୍ମା ଆଦି ଙ୍କ ର ଦୁର୍ବ୍ୟବହାର କରିଥାନ୍ତି , ବଡ଼ ଜ୍ଞାନୀ ଲୋକ ଙ୍କ ର ଅନାଦର କରିଥାନ୍ତି ତାଙ୍କ ପାଁଇ ଏକ ବଡ଼ ଅଭିଶାପ ପାଲଟିଯାଇଥାଏ ତାଙ୍କର ଏହି ବ୍ୟବହାର , ଯାହା ଦ୍ୱାରା କି ସେମାନେ ଖୁବ ଶୀଘ୍ର ମୃତ୍ୟୁବରଣ କରିଥାନ୍ତି I
ଏହି ତିନି ଗୋଟି କାମ ଦ୍ୱାରା ହେଇ ଯାଇଥାଏ ଅକାଳ ମୃତ୍ୟୁ, ଏପରି କର୍ମ କଲେ କେହିବି ଆପଣଙ୍କୁ ବଞ୍ଚାଇ ପାରିବେନି
