ଏମିତି ବି ଆସେ ମୃତ୍ୟୁ, ହାତ ଗଣ୍ଠି ପଡିବା ପରେ ମରିଗଲେ କନିଆଁ, He Bhagban ଏମିତି କାହା ସହ ନ ହେଉ

ଏ ଥିଲା ଝିଅଟି ପାଇଁ ଶେଷ ଫୋଟୋ ବେଦି ଉପରେ ବାହାଘର ସାରିବା ପରେ ବରଣ ମାଳା ଅଦଳବଦଳ ବେଳର ଏହି ଫୋଟୋ କୁ ଦେଖି କେହି କଣ ବିଶ୍ୱାସ କରିପାରିବ ଯେ କନ୍ୟା ବେଶରେ ସଜେଇ ହୋଇ ନୂଆ ବେଶରେ ସ୍ବପ୍ନ ଦେଖୁଥିବା ଏହି ଝିଅଟି ଆଉ ଜୀବନରେ ନାହିଁ ବୋଲି | ହଁ ଦର୍ଶକବନ୍ଧୁ ଭାଗ୍ୟ କାହାସହ କି ଖେଳ ଖେଳେ ତାହା ଜାଣିବା କଷ୍ଟକର ସୁଖର ମୁହୂର୍ତ୍ତରେ ହତାଟ ଜୀବନରେ ଆସିଯାଇଥାଏ ଦୁଃଖର କଳା ବାଦଲ ବାହା ବେଦି ଉପରେ ହାତ ଗଣ୍ଠି ପଡିବା ପରେ ଅଚାନକ ଟଳି ପଡିଲେ କନ୍ୟା ଭଗବାନ ଏମିତି ଦୁଃଖ ଶତ୍ରୁ କୁ ମଧ୍ୟ ନ ଦିଅନ୍ତୁ |

ପୁରା ଘଟଣା ଥିଲା ଏହି ପରି ଧୁମ ଧାମ ରେ ବିବାହ ଚାଲିଥିଲା ବେଳେ ଅଚାନକ ଆସିଲା ମୃତୁ ଭାଙ୍ଗିଗଲା ସ୍ବପ୍ନ ର ବାଲିଘର ବେଦି ସଜା ହୋଇ ମଣ୍ଡପ ଉପରେ ବସିଥିଲେ ବର କନିଆ ବରଣ ମାଳା ଅଦଳ ବଦଳ ସରିଥିଲା ସାତ ଫେରା ବାକିଥିଲାବେଳେ ହଟାତ ଉଦଘାତ ରେ ଜୀବନ ହାରିଲେ କନ୍ୟା | ଉତ୍ତର ପ୍ରଦେଶ ଇଟାମାରି ଏପରି ଏକ ଦୁଖଦଃ ଘଟଣା ଘଟି ଯାଇଛି ପାଲିଙ୍କିରେ ବସି ଶାଶୂଘର ଯିବା ପୂର୍ବରୁ କୋକେଇ ରେ ଯାଇଛି ଝିଅ ଇଟାୱା ଭାରାଥାନା ନିକଟର ସମସ ପୁର ରେ ଧୁମ ଧାମ ରେ ବିବାହ ଚାଲିଥିଲା ବେଳେ ହଟାତ ଘଟି ଆସିଥିଲା ଦୁଃଖ ର କଳା ବାଦଲ |

ମେ 25 ମଙ୍ଗଳବାର ଦିନ ସୁରଭିଙ୍କ ବିବାହ ମଞ୍ଜସୀ ଗାଁ ର ଚିତ୍ତ ଭବନ ଙ୍କ ସହ ସ୍ଥିର ହୋଇଥିଲା ବର ପକ୍ଷ ଆସିବା ପରେ କନ୍ୟା ପକ୍ଷ ଅତି ଆଦରରେ ସ୍ୱାଗତ କରି ବରକୁ ପାଛୋଟି ଆଣିଥିଲେ ରାତି ପ୍ରାୟ 8 ଟାରେ ବିବାହ ର ସମସ୍ତ ନୀତି ରୀତି ଆରମ୍ଭ ହୋଇଯାଇଥିଲା ବରଣ ମାଳା ସିନ୍ଦୁର ପିନ୍ଧା ଓ ଅନ୍ୟାନ୍ୟ ନୀତି ଶେଷ ହେଲାପରେ ବର କନ୍ୟା ଫେରା ନବାପାଇଁ ପ୍ରସ୍ତୁତ ହେଉଥିଲେ ଆଉ ଏହାରି ଭିତରେ ପାଖା ପାଖି 2 ଟା 30 ରେ ଅଚାନକ କନ୍ୟା ବେହୋସ ହୋଇପଡ଼ିଥିଲା ଫଳରେ ବିବାହ ମଣ୍ଡପରେ ହଡ଼କମ୍ପ ସୃଷ୍ଟି ହୋଇଯାଇଥିଲା |


କନ୍ୟା ଚେତାଶୂନ୍ୟ ହୋଇଯିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ କୁ ନେଇଯାଇଥିଲେ ହେଲେ ସେତବେଳକୁ ସବୁ ଶେଷ ହୋଇଯାଇଥିଲା ହୃଦଘାତ ରେ ଜୀବନ ଯାଇଥିବା କଥା ନେଇ କନ୍ୟାକୁ ମୃତ ଘୋଷଣା କଲେ ଡାକ୍ତର ତାପରେ ଉଭୟ ପରିବାର ସହମତି କ୍ରମେ ମୃତକ ଙ୍କ ଛୋଟ ଭଉଣୀ ଙ୍କୁ କନ୍ୟା ରୂପରେ ସଜାଇଦିଆଗଲା ସାଳି ସହିତ ବାହା ବେଦି ରେ ବସି ବାହାହେଲେ ବର ତେବେ ଏହି ସମୟରେ ମୃତକ ଙ୍କ ମୃତ ଶରୀରକୁ ଘରେ ଏକ ରୁମ ରେ ବନ୍ଦ କରି ରଖା ଯାଇଥିଲା ଓ ଝିଅ ବିଦା ହେଲାପରେ ଅନ୍ତିମ ସଂସ୍କାର ହେଲା |