ଏମିତି ଟାଇଟ ଡ୍ରେସ ପିନ୍ଧିକି ଜିମକୁ ଆସିଲେ ସାଉଥର ଏହି Heroine, ଦେଖିକି ନିଜକୁ ସମ୍ବଳି ପାରିବେ ନାହିଁ, ନିଆଁ ପରି ଭିଡ଼ିଓ ହେଉଛି ଭାଇରଲ…

ଟଲିଉଡ ଚଳଚ୍ଚିତ୍ରରେ ନିଜର ଜବରଦସ୍ତ ଅଭିନୟ ଏବଂ ଗ୍ଲାମର୍ସ ଲୁକ ପାଇଁ ସର୍ବଦା ଚର୍ଚ୍ଚା ରେ ରହିଥାନ୍ତି ନିଜକୁ ପତଳା ଏବଂ ଫିଟ୍ ରଖିବା ପାଇଁ ପୂଜା ଘଣ୍ଟା ଘଣ୍ଟା ଧରି ଜିମରେ କଠିନ ପରିଶ୍ରମ କରନ୍ତି ସେ ଫିଟ୍ ରହିବାକୁ ଲୋକଙ୍କୁ ପରାମର୍ଶ ମଧ୍ୟ ଦିଅନ୍ତି ସେ କୁହନ୍ତି କି ଆମ ଶରୀର ଯେତେ ଫିଟ ରହିବ ଆମ ମାନସିକ ସ୍ତିତି ସେତେ ଭଲ ରହିବ

ପୂଜା ହେଗଡେ ସବୁଠାରୁ ସୁନ୍ଦର ଏବଂ ଫିଟ୍ ଅଭିନେତ୍ରୀ ଭାବରେ ଜଣାଶୁଣା ସେ ତାଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତି ଏବଂ ସେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବହୁତ ସଚେତନ ରୁହନ୍ତି ପୂଜା ହେଗଡେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ମାତ୍ରେ ସେ ବହୁତ ବଡ଼ ବଡ଼ ଫିଲ୍ମ କରି ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ହୋଇଥିଲେ |

ତେବେ ପୂଜା ବିଶ୍ୱାସ କରନ୍ତି ଯେ ବ୍ୟାୟାମ ଆମକୁ କେବଳ ସୁସ୍ଥ ରଖେ ନାହିଁ ବରଂ ଆମ ହଜମ ଶକ୍ତି ମଧ୍ୟ ବଢ଼ାଇଥାଏ ଏବଂ ଆପଣଙ୍କୁ ସୁସ୍ଥ ରଖେ | ତେବେ ବର୍ତ୍ତମାନ ସମୟରେ ପୂଜାଙ୍କ ଏକ ଭିଡିଓ ଭାଇରଲ ହବାରେ ଲାଗିଛି ଏହି ଭିଡିଓ ରେ ପୂଜା ଗୋଲାପୀ ରଙ୍ଗର ଜିମ୍ ସୁଟ୍ ପିନ୍ଧି ଜିମରୁ ବାହାରୁଛନ୍ତି ଏବଂ ଏହି ସମୟରେ ସେ ଏତେ ଟାଇଟ ଜିମ ସୁଟ ପିନ୍ଧିଛନ୍ତି ଯେ ତାଙ୍କୁ ଲଜ୍ୟା ର ଶିକାର ହେବାକୁ ପଡିଛି ଏବଂ ତାଙ୍କ ଫ୍ୟାନ ମାନେ ତାଙ୍କୁ ବହୁତ ଖରାପ କମେଣ୍ଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି |

ତେବେ ବନ୍ଧୁଗଣ ଆପଣଙ୍କୁ କହିରଖୁଛୁ କି ଏହି ଭିଡିଓଟି “@ ଫିଲ୍ମି ଖ୍ୟାତି” ନାମକ ଏକ ୟୁଟ୍ୟୁବ୍ ଆକାଉଣ୍ଟରୁ ସେୟାର କରାଯାଇଛି ଏବଂ ଏହି ଭିଡିଓଗୁଡିକରେ ପୂଜା ହେଗଡେ ସମସ୍ତଙ୍କ ମନକୁ ଆକର୍ଷିତ କରୁଥିବାର ଦେଖିବାକୁ ମିଳିଛି ଏପର୍ଯ୍ୟନ୍ତ ଏହି ଭିଡିଓକୁ 2 ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ଏହି ଭିଡିଓକୁ ଏକ ହଜାରରୁ ଅଧିକ ଲୋକ ପସନ୍ଦ ମଧ୍ୟ କରିଛନ୍ତି।

ଭିଡିଓ ଦେଖନ୍ତୁ: