ଏମିତି ରଜ ପାଳନ କଲେ ହଲେ TaraTarini ସିରିଏଲ ର ଅଭିନେତ୍ରୀ ମାନେ, କୁନି ତାରିଣୀ କଲେ ଏମିତି

ନମସ୍କାର ଦର୍ଶକବନ୍ଧୁ ଆଜି ହେଉଛି ପହିଲି ରଜ ତେବେ ତାରାତାରିଣୀ ସିରିଏଲ ର କଳାକାର ମାନେ କିପରି ପହିଲି ରଜ ରେ ସଜବାଜ ହୋଇ କେମିତି ଏ ରଜ ପର୍ବକୁ ପାଳନ କରିଛନ୍ତି ଆସନ୍ତୁ ଦେଖିବା| ଦର୍ଶକବନ୍ଧୁ ଆପଣମାନେ ତାରାତାରିଣୀ ସିରିଏଲ କୁ ତରଙ୍ଗ ଟିଭି ରେ ନିଶ୍ଚିତ ଭାବରେ ଦେଖି ଆସୁଥିବେ|



ଯାହାକି ବର୍ତମାନ କିଛି ମାସ ହେବ ସିରିଏଲ ଟି ସରି ଯାଇଛି ଏବଂ ସିରିଏଲ ର ପ୍ରସାରଣ ବନ୍ଦ କରାଦିଆଯାଇଛି | ତେବେ ତାରାତାରିଣୀ ସିରିଏଲ ର ଅଭିନେତ୍ରୀମାନେ ନିଜ ନିଜ ଗାଁ କୁ ଚାଲିଯାଇଛନ୍ତି ଏବଂ ଗାଁ ରେ ପହିଲି ରଜ ନିଜ ଗାଁ ରେ ବହୁତ ଧୁମ ଧାମ ରେ ମନାଉଥିବାର ନଜର ଆସିଛନ୍ତି |


ଏହା ସହିତ ପୋଡପିଠା ମଧ୍ୟ ପୋଡି ଖାଉଥିବାର ନିଜର ଆସିଛନ୍ତି ଓ ଏହାର ଫୋଟୋ ସେ ତାଙ୍କର ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି | ବନ୍ଧୁଗଣ ଆପଣମାନେ ଜାଣିଥିବେ ରଜ ପର୍ବ ହେଉଛି | ଆମ ଓଡ଼ିଶାର ମୁଖ୍ୟ ପର୍ବ ଏବଂ ଘରେ ଘରେ ସମସ୍ତେ ଝିଅ ବୋହୁ ମାନେ ଏ ରଜ ରେ ନୂଆ ଡ୍ରେସ ପିନ୍ଧି ପିଠାପଣା ଖାଇ ଦୋଳି ଖେଳି ଏ ରଜ ପର୍ବକୁ ଧୁମ ଧାମ ରେ ମାନି ଥାନ୍ତି |


ତେବେ ତାରାତାରିଣୀ ସିରିଏଲ ର ଆକ୍ଟର ମାନେ ପିଠା ପଣା ଖାଇ ଦୋଳି ଖେଳୁଥିବାର ନଜର ଆସିଛନ୍ତି ଓ ଏହାର ଫୋଟୋ ସେ ତାଙ୍କସୱାଲ ମିଡିଆରେ ଫ୍ୟାନ ମାନଙ୍କ ସହ ସେୟାର ମଧ୍ୟ କରିଛନ୍ତି |