ନିଜ ର ସୁରକ୍ଷ୍ୟା ପାଁଇ ଆଇନି ରେ କିଛି ଏପରି ନିୟମ ରହିଛି ଯାହା ଆପଣ ଜାଣି ନ ଥିବେ I ତେଣୁ ଆପଣ ଏହି ସବୁ ନିୟମ ସମ୍ବନ୍ଧ ରେ ଜାଣିଥିବା ଉଚିତ I ହାଇକୋର୍ଟ ର ଆଡ଼ଭୋକେଟ ଙ୍କ କହିବା ଅନୁସାରେ କୌଣସି ବ୍ୟକ୍ତି ଙ୍କ ହାତ ରେ ଯଦି ବନ୍ଧୁକ କିମ୍ବା କୌଣସି ହତିଆର ରହିଛି ଏବଂ ଆପଣ ଭାବୁଛନ୍ତି କି ଆପଣ ଙ୍କ ଜୀବନପ୍ରତି ବିପଦ ରହିଛି ତେବେ ଆପଣ ନିଜ ର ସୁରକ୍ଷ୍ୟା କରିପାରିବେ I
ନିଜ ଶରୀର କିମ୍ଭା ନିଜ ସମ୍ପତି ର ସୁରକ୍ଷ୍ୟା ପାଁଇ ଯଦି ଜଣେ ବ୍ୟକ୍ତି କାହାରି ହତ୍ୟା କରିଥାନ୍ତି ତେବେ ସେ ଦୋଷୀ ନୁହନ୍ତି I ଭାରତୀୟ ସମ୍ବିଧାନ ସେକ୍ସନ 103 ଓ 104 ଅନୁସାରେ ଏହା ସେଲ୍ଫ ଡିଫେନ୍ସ କେଶ ଅଟେ I
ଯଦି ଆପଣ ନିଜ ର ସୁରକ୍ଷ୍ୟା କରିବା ସମୟ ରେ ସମୁଖ ରେ ଥିବା ବ୍ୟକ୍ତି ଙ୍କ ର ମୃତ୍ୟୁ ହେଇଥାଏ ତେବେ ଆପଣ ଏପରି ଘଟଣା ରେ ଦୋଷୀ ପ୍ରମାଣିତ ହେବେ ନାହିଁ I
କିଛି ଏପରି ମାମଲା ରେ ପୋଲିସ ର ଯାଞ୍ଚ ରେ ଏହି ପ୍ରମାଣିତ ହେଇଥାଏ କି ଯଦି ଜଣେ ବ୍ୟକ୍ତି ନିଜ ର ସୁରକ୍ଷ୍ୟା ପାଁଇ ଅନ୍ୟ ର ହତ୍ୟା କରିଥାନ୍ତି ତେବେ ଏହା ଦ୍ୱାରା କୌଣସି କେଶ ଫାଇଲ ହେବ ନାହିଁ I
ଚୋରି , ଲୁଟ ଓ ବଳାତ୍କାର ଆଦି ମାମଲା ରେ ଯଦି ଆପଣ ଭାବୁଛନ୍ତି କି ଆପଣ ଙ୍କ ର ଜୀବନ ପ୍ରତି ବିପଦ ରହିଛି ତେବେ ଆପଣ ନିଜ ର ସୁରକ୍ଷ୍ୟା ପାଁଇ ସମୁଖ ବ୍ୟକ୍ତି ଙ୍କୁ ଯଦି ହତ୍ୟା କରୁଛନ୍ତି ତେବେ ଆପଣ ଏହି ଘଟଣା ରେ ଦୋଷୀ ପ୍ରମାଣିତ ହେବେ ନାହିଁ I
ଯଦି କେହି ଆପଣ ଙ୍କ ର ସମ୍ପତି କୁ ନଷ୍ଟ କରିବାକୁ ଚାହୁଁଛନ୍ତି , ଯେପରି ଆପଣ ଙ୍କ ର ଘରେ ନିଆଁ ଲଗାଇବାକୁ ଚେଷ୍ଟା କରୁଛି ତେବେ ଆପଣ ନିଜ ର ସୁରକ୍ଷ୍ୟା କୁ ପ୍ରଥମେ ଧ୍ୟାନ ଦେବେ I