ମୁକେଶ ଅମ୍ବାନୀ ଙ୍କୁ କିଏ ବା ନ ଜାଣିଚି I ଦୁନିଆ ର 50 ଜଣ ଧନୀ ବ୍ୟକ୍ତି ଙ୍କ ମଧ୍ୟ ରେ ମୁକେଶ ଅମ୍ବାନୀ ଅଛନ୍ତି I ତାଙ୍କ ର ପରିବାର ଦୁନିଆ ର ସବୁଠାରୁ ଦାମୀ ଘରେ ରହିଥାନ୍ତି I ଏବଂ ଏହି ଘର ର ନାମ ଏନଟିଲିୟା ଅଟେ I ଏହି ଘର ର ମୂଲ୍ୟ 1 ମିଲିୟନ ଡଲାର ରୁ ବି ଅଧିକ ଅଟେ I ଏହା ଦୁନିଆ ର ବଙ୍କିଘଂମ ପ୍ୟାଲେସ ପରେ ଏହା ଧନୀ ଓ ଦାମୀ ଘର ଅଟେ I
ତେବେ ଏତେ ବଡ଼ ଘର କୁ ସମ୍ଭାଳିବାକୁ ସେହିଅନୁସାରେ କିଛି ଲୋକ ଙ୍କ ର ବି ଆବଶ୍ୟକ ରହିଛି I ତେଣୁ ଏହି ଘରେ 600 ଜଣ ଚାକର ଓ କର୍ମକର୍ତା ରହିଥାନ୍ତି I ତେବେ ମୁକେଶ ଅମ୍ବାନୀ ଏହି ଚାକର ଙ୍କୁ ସର୍ବଦା ଘର ର ସଦସ୍ୟ ପରି ଦେଖିଥାନ୍ତି I ଏହି ଲୋକେ ବି ବେଶ ସୁରୁଖୁରୀ ରେ ଘର ର ସୁପରିଚାଳନା କରିଥାନ୍ତି I
ପ୍ରଥମେ ଏହି ଘରେ ଥିବା କର୍ମକର୍ତା ଙ୍କ ର ଦରମା 6000 ଟଙ୍କା ଥିଲା କିନ୍ତୁ ଆଜିକା ସମୟ ରେ ପ୍ରତୋକ ମାସ ରେ 2 ଲକ୍ଷ୍ୟ ଟଙ୍କା ଦରମା ଅଟେ I ଏହି ଘରେ କାମ କରୁଥିବା ପ୍ରତୋକ କର୍ମକର୍ତା ଙ୍କ ର ଶିକ୍ଷ୍ୟା ଓ ଜୀବନ ବୀମା ର ବିଶେଷ ଧ୍ୟାନ ରଖା ଯାଇଥାଏ I
ଏହି ଘର କୁ ଏପରି ନିର୍ମାଣ କରାଯାଇଛି କି ଯଦି 8 ରିଆକ୍ଟର ସ୍କେଲ ରେ ବି ଭୂମିକମ୍ପ ହେବ ତେବେ ଏହି 27 ମହଲା ର ଘର ସୁରକ୍ଷିତ ହିଁ ରହିବ I ଏହି ଘର ର ସୁରକ୍ଷ୍ୟା ପାଁଇ ପ୍ରତୋକ ମାସ ରେ 15 ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଇଥାଏ I ଏବଂ ଏହି ଘର କୁ ଜେଟ ପ୍ଲସ ସିକ୍ୟୁରିଟି ଦିଆ ଯାଇଥାଏ I ଏବଂ ସିଆରପିଏଫ ବି ସୁରକ୍ଷ୍ୟା ଦେଇଥାନ୍ତି I
ଏହି ଏନଟିଲିୟା ରେ ଗାଡି ଗୁଡିକ କେବଳ 7 ମହଲା ପର୍ଯ୍ୟନ୍ତ ଗ୍ୟାରେଜ ରେ ରହିଥାଏ , ଏଠାରେ ମୋଟ 168 ଗୋଟି ଗାଡି ରହିଥାଏ ସେହିପରି ଘର ଉପରେ 3 ଗୋଟି ହେଲିପ୍ୟାଡ଼ ରହିଛି , ସ୍ୱଇମିଙ୍ଗ ପୁଲ , ମନ୍ଦିର , ଗାର୍ଡେନ , ହେଲ୍ଥ ସେଣ୍ଟର ଏବଂ 50 ଜଣ ଲୋକଙ୍କ ପାଁଇ ହୋମ ଥିଏଟର ରହିଛି I